Breaking news :ରାସନ କାର୍ଡ ଧାରୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା ,ସବୁ ହିତାଧିକାରୀ ପାଇବେ ଏପରି ସୁବିଧା ,ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ରାସନ କାର୍ଡରେ ଆସିଲା ବଡ଼ ଖୁସି ଖବର ଏବେ କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଦେଲେ ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମାଗଣା ଚାଉଳ ତେବେ ଆଗକୁ ଆସୁଛି 2024 ନିର୍ବାଚନ ଏହାକୁ ଲକ୍ଷ କରି ରାଜ୍ୟ ସରକାରଙ୍କ ତରଫରୁ ଆସିଲା ଆଉ କିଛି ବଡ଼ ଘୋଷଣା ଆପଣଙ୍କୁ ମିଳିବ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମାଗଣା ଚାଉଳ ଆସନ୍ତୁ ଏନେଇ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ପାଞ୍ଚ ବର୍ଷ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଅବଧିକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି |ରାଜ୍ୟ ସରକାରଙ୍କ ସୂଚନା ମୁତାବକ 2024 ଜାନୁଆରୀ ପହିଲାରୁ 2031 ଡିସେମ୍ବର 31 ପର୍ଯ୍ୟନ୍ତ ଲୋକମାନଙ୍କୁ ମାଗଣାରେ ପୂର୍ବ ଭଳି ରାସନ ପ୍ରଦାନ କରାଯିବ |

ଏଥିରେ ରାଜ୍ୟରେ 10 ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ପାଞ୍ଚ କେଜି ଲେଖାଏ ଚାଉଳ ପାଇବେ |ଏହି ଯୋଜନା ପାଇଁ ରାଜ୍ୟ ସରକାର 1250 କୋଟି ଟଙ୍କା ଖର୍ଚ୍ଚ କରିବେ |ସୂଚନା ଯୋଗ୍ୟ ଯେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର 3,14,923 ପରିବାରର 9,97,055 ଜଣ ଅନ୍ତର୍ଭୁକ୍ତ ହୋଇଛନ୍ତି |

ସେମାନେ ପ୍ରତ୍ୟକ ମାଗଣାରେ ମାସକୁ 5 କେଜି ଲେଖାଏ ଚାଉଳ ପାଉଛନ୍ତି |ଯୋଜନାର ଅବଧି ଆଉ ପାଞ୍ଚ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀ ମାନେ 2024 ଜାନୁଆରୀ 1 ଠାରୁ 2028 ଡିସେମ୍ବର 31 ପର୍ଯ୍ୟନ୍ତ ଏହି ସୁବିଧା ପାଇବେ |

Leave a Reply

Your email address will not be published. Required fields are marked *