ଓଡ଼ିଆ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଜୀବନୀ ଓ ପରିବାର ଏବଂ ତାଙ୍କ ବିଷୟରେ ଲୁଚି ରହିଥିବା କିଛି ଦୁଃଖ ଭରା କାହାଣୀ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ର ଜବରଦସ୍ତ ଆକ୍ଟ୍ରେସ ପ୍ରିୟଙ୍କା ମହାପାତ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାହେଲେ ଆଜିର ବିଷୟରେ ଆମେ ପ୍ରିୟଙ୍କାକ ବିଷୟରେ ସବୁ କିଛି ଜାଣିବା ଯାହାକୁ ଆପଣମାନେ ଆଗରୁ ହେଲେ କେହି କହିନଥିବେ |ପ୍ରିୟଙ୍କା ମହାପାତ୍ର ଓଲିଉଡ଼ରେ ପ୍ରାୟ 50 ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରି ସାରିଲେଣି ତ ସେ ପ୍ରଥମେ 1984 ମସିହାରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଥିଲେ |

ଆଉ ତାଙ୍କ ପ୍ରଥମ ଫିଲ୍ମ ଥିଲା ସୁନା ଭାଉଜ ସେ ଫିଲ୍ମରେ ଅଭିନୟ କରିବା ସହିତ ସିରିଏଲରେ ମଧ୍ୟ ଅଭିନୟ କରନ୍ତି |ବର୍ତ୍ତମାନ ପ୍ରିୟଙ୍କାକୁ 52 ବର୍ଷ ବୟସ ହୋଇଛି ଆଉ ତାଙ୍କ ଜନ୍ମଦିନ ହେଉଛି 29 ମେ 1970 ମସିହା ତାଙ୍କ ଜନ୍ମ ହୋଇଥିଲା କଟକ ସେ ଛୋଟ ବେଳରୁ କଟକରେ ହିଁ ବଢ଼ିଥିଲେ |

ସେହିଠାରେ ସେ ତାଙ୍କର ଗ୍ରାଜୁଏସନ ଶେଷ କରିଥିଲେ ତାଙ୍କ ସ୍ୱାମୀ ହେଉଛନ୍ତି ଦେବୁ ପଟ୍ଟନାୟକ ଆଉ ତାଙ୍କର ଜଣେ ଝିଅ ଅଛନ୍ତି ତାଙ୍କ ଝିଅଙ୍କ ନାମ ହେଉଛି ଆଂକ୍ଷାକା ପଟ୍ଟନାୟକ ତ ଆପଣମାନେ ଦେବୁ ପଟ୍ଟନାୟକଙ୍କୁ ବେଶ ଭଲ ଭାବରେ ଜାଣିଥିବେ |ଦେବୁ ପଟ୍ଟନାୟକ ହେଉଛନ୍ତି ଜଣେ ଆକ୍ଟର ଏବଂ ତା ସହିତ ଡିରେକ୍ଟର ମଧ୍ୟ ଅଟନ୍ତି |

ଦେବୁ ପଟ୍ଟନାୟକ ହେଉଛନ୍ତି ହର ପଟ୍ଟନାୟକଙ୍କ ସାନ ଭାଇ ପ୍ରିୟକାଙ୍କ ଦେଢ଼ସୁର ହେଉଛନ୍ତି ହର ପଟ୍ଟନାୟକ 1984 ମସିହାରୁ ପ୍ରିୟଙ୍କା ମହାପାତ୍ର ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ ଆଉ ବର୍ତ୍ତମାନ ସମୟରେ ସେ ପ୍ରାୟ 50 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି

Leave a Reply

Your email address will not be published. Required fields are marked *