ମୋ ଘର ଯୋଜନା ନେଇ ସରକାର ଦେଲେ ବଡ଼ ଅପଡେଟ କଟିପାରେ ଏହି ମାନଙ୍କ ନାମ ,ଆବେଦନ କରିଥିଲେ ଶୀଘ୍ର ଦେଖନ୍ତୁ

ମୋ ଘର ଯୋଜନାରେ ଆସିଲା ବଡ଼ ଖବର ଯଦି ଆପଣ ମୋ ଘର ଯୋଜନାରେ ଆବେଦନ କରୁଛନ୍ତି ତେବେ ଜାଣିରଖନ୍ତୁ ଆସିଲା ଆଉ କିଛି ନୂଆ ସୂଚନା ଯାହା ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ |ମୋ ଘର ଯୋଜନାରେ ଆପଣ ଯଦି ଅନଲାଇନ ଯୋଗେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ସୁଦ୍ଧା ଆପଣ ଟଙ୍କା ପାଇପାରିବେ କିମ୍ବା ହୋଇଗଲା କି ଆପଣଙ୍କ ରିଜେକ୍ଟ ସେମିତି ମଧ୍ୟ ଆପଣ ଚେକ କରିପାରିବେ

ଯାହା ଏବେ ଆସି ଯାଇଛି ବଡ଼ ଅପଡେଟ |ପ୍ରଥମେ ଆପଣ ଚାହିଁଲେ ମୋ ଘର ଡଟ Odisha .Gov .in ୱେବସାଇଟ ଓପନ କରିବେ ତାପରେ ଦେଖିବେ ଆପଣଙ୍କ ସାମ୍ନାରେ ଆସିଯିବ ଦରଖାସ୍ତ ସ୍ଥିତି ଆପଣ ନିଜର ଯାହାର ନାଁରେ ଆବେଦନ କରିଛନ୍ତି ତାହାର ଆଧାର ନମ୍ବର ଦେଇ ସବମିଟରେ କ୍ଲିକ କରିବେ ତାପରେ ଦେଖିବେ ଆପଣଙ୍କ ସାମ୍ନାରେ ଏମିତି କିଛି ଅଫର ଆସିଯିବ |

ଯାହା ନାଁରେ ଆପଣ ଆବେଦନ କରିଥିବେ ତାଙ୍କ ମୋବାଇଲ ନମ୍ବର ,ନାମ ଏବଂ ତାଙ୍କର ଆଡ୍ରେସ ମଧ୍ୟ ଦେଖା ଯାଉଛି | ଆପଣ ତଳକୁ ଦେଖିବେ ଏକ ନମ୍ବରରେ ଆସୁଥିବା ବ୍ଲକ ଦ୍ୱାରା ଯାହା ପୂର୍ଣ୍ଣ ହୋଇଛି ଦୁଇରେ ଥିବ ଘରର ଫୋଟ ସ୍ଥିତି ପୂର୍ଣ୍ଣ ହୋଇଛି ତୃତୀୟରେ ପ୍ରକଳ୍ପର ନକ୍ସା ପୂର୍ଣ୍ଣ ହୋଇଛି ବ୍ୟାଙ୍କକୁ ସୁପାରିଶ ସ୍ଥିତି ପଠାଯାଇଛି |

ତାପରେ ଆପଣ ଦେଖନ୍ତୁ ତଳେ ଏକ ରେଡରେ ଲାଇନରେ ଲେଖା ହୋଇଥିବ ଡକାମେଣ୍ଟ ଗୁଡ଼ିକରେ ସମସ୍ୟା ହେତୁ ନିମ୍ନରେ ଦର୍ଶା ଯାଇଥିବା କାରଣ ପାଇଁ ବ୍ୟାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛି |

Leave a Reply

Your email address will not be published. Required fields are marked *