Malika Bachana : ଗୋଟି ଗୋଟି କରି ସତ ହେଉଛି ମାଳିକା ,ଗାଁ ଦାଣ୍ଡରେ ମଣିଷକୁ ଜଗିଛି ବାଘ, କବାଟ ଖୋଲିଲେ ମାରୁଛି ଝାମ୍ପ

ସତ ହେଲା ମାଳିକା ଏବେ ଘରେ ପଡ଼ିବ ତାଟି କବାଟ ରାତିଦିନ କିଛି ମନୁନି ବାଘ ମାରୁଛି ଝାମ୍ପ ଯାଉଛି ଜୀବନ । ବାଘ ଭୟରେ ଲୋକେ କନ୍ଦିଲେଣି ଅସହାୟ ବନବିଭାଗ କଳିଯୁଗ ଶେଷ ହବକି କାହିଁକି ଘଟୁଛି ଏଭଳି ଘଟଣା । ଘରୁ ବାହାରିଲେ ବାହାରେ ବାଘ ଜଗିଛି ମଣିଷକୁ ବାଘ ଭୟରେ ମଣିଷ ଘରେ ଥିବା ବେଳେ ବାଘ ଏବେ ଗାଁ ଦାଣ୍ଡରେ ଏବେ କରୁଛି ରଜ୍ ।

ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକରେ ଅନେକ ଭବିଷ୍ୟ ବାଣୀ କରିଥଲେ ଯାହା ଏବେ ଘଟୁଛି ଆଉ ଆଗକୁ ମଧ୍ଯ ଘଟିବ କାରଣ ମାଳିକା ଭକ୍ତ କୁହନ୍ତି ପର୍ବର ଶିଖରରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ । ମାଳିକାକୁ ବିଶ୍ବାସ କରୁନଥିବା ଲୋକମଧ୍ଯ ଏବେ ବିଶ୍ବାସ କରିବାକୁବାଧ୍ୟ ହେଲେଣି |

କାରଣ ଏବେ ସତ ହେଉଛି ଅଚ୍ୟୁତ ନନ୍ଦଙ୍କ ଭବିଷ୍ୟ ବାଣୀ ।ପୃଥିବୀ ଆଡ଼କୁ ମାଡ଼ିଆସୁଛି ବଡ଼ ବଡ଼ ବିପଦ ମଳିକରେ ମହାପୁରୁଷ ଲେଖିଯାଇଛନ୍ତି ଯାହା ନଦେଖିଥିବୁ ବେଲି ନୟନରେ କଳିଯୁଗେ ତାହା ଦେଖିବୁ ନିଶ୍ଚିୟ । ମଣିଷ କେବେ ଦେଖିନଥିଲ |

ସୂର୍ଯ୍ୟ ଆସ୍ତ ହେବା ପୁର୍ବରୁ ବାଘ ଗାଁ ଦାଣ୍ଡରେ ବାଘ ରାଜ୍ କରିଥିବାର ହେଲେ ବର୍ତ୍ତମାନ ଏମିତି ସମୟ ନିକଟ ହୋଇ ଆସିଛି ରାତି ନହେବା ପୁର୍ବରୁ ଜଙ୍ଗଲରୁ ବାଘ ଅସି ଗାଁ ଦାଣ୍ଡରେ ମଣିଷ ଓ ଗାଈ ଗୋରୁଙ୍କୁ ଆକ୍ରମଣ କରି ଶିକାର କରୁଛି।

Leave a Reply

Your email address will not be published. Required fields are marked *