ଝି-ଅକୁ ବୋରୱେଲକୁ ଫୋଫାଡ଼ି ଥିବା ପିଶାଚ ବାପା ମାଆଙ୍କୁ ମିଳିବ ଫା-ଶୀ,ବାପା ମାଆ ଙ୍କ ଉପରେ ପଡ଼ିଲା କଅଁଳା ଛୁଆର ଲୁହ

ଝିଅକୁ ନଳକୂପରେ ଫିଙ୍ଗିଥିବା ବାପା ମାଆଙ୍କୁ ମିଳିବ ଫା-ଶୀ ଦଣ୍ଡ । ଜନ୍ମ କଲା ଝିଅକୁ ଗତରେ ଫିଙ୍ଗି ଥିଲେ ଏବେ ଫା-ଶୀରେ ଝୁଲିବେ ଏମିତିକା ରାକ୍ଷସ ବାପା ଓ ପିଚାଶ ମା ଦଣ୍ଡ ପାଇବା ଉଚିତ୍ ବୋଲି କୋହୁଛନ୍ତି ଲୋକେ । ଜନ୍ମ କଲା ଝିଅକୁ ଫୋପଡ଼ିଥିବା ବାପା ମାଆଙ୍କୁ ଏବେ ଦଣ୍ଡ ମିଳିବ ବୋଲି ଜଣା ପଡିଛି |

ନିଜ ଶରୀର ଭୋକ ମେଣ୍ଟାଇବା ପାଇଁ ରୋମାନ୍ସ କାଳେ ଆଉ ଯେତେବେଳେ ଝିଅ ଜନ୍ମ ହେଲା ତାକୁ ଜଙ୍ଗଲରେ ଫିଙ୍ଗିଦେଲ । ନିଶ୍ୱା ବନ୍ଦ ହେଲେ ଆଉ ଭୋକ ଉପାସରେ ରହିଲେ କେମିତି ଲାଗେ ଏବେ ଠିକ୍ ବୁଝି ପାରିବେ ଏହି ନିଷ୍ଠୁର ବାପାମାଆ।

ମାତ୍ର ଦୁଇଦିନ ଝିଅକୁ ନିଜ ରକ୍ତରେ ଜନ୍ମ କରୁଥିବା ସନ୍ତାନକୁ ବାପା ମାଆ ହୋଇ କେମିତି ଏଭଳି ନିଷ୍ଟୁର କମ କରିପାରିଲେ। ତେଣୁ ଏମିତିକା ବାପାମକୁ ଦଣ୍ଡ ମିଳୁ ବୋଳି ଲୋକେ ଆଲୋଚନା କରିଛନ୍ତି ଆଉ ଉଭୟଙ୍କୁ ଫା-ଶୀ ଦଣ୍ଡ ମିଳୁ ବୋଲି ଲୋକେ ସରକାରଙ୍କ ପାଖରେ ଦାବି କରିଛନ୍ତି ।

ଆଉ କହିଛି ଲୋକେ ଏମିତି ବାପାମାଆ ଏଇ ସମାଜ ପାଇଁ କଳଙ୍କ ବୋଳି ଲୋକେ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେହି ନିଷ୍ଠୁର ବାପାମାଆ କିଏ ଜଣା ପଡ଼ିନାହିଁ । ସେମନେ ଜଣା ପଡ଼ିବା ପରେ ଆଇନ ଅନୁଯାଇ ଯାହା କିଛି ପଦକ୍ଷେପ ନିଆଯିବ କିନ୍ତୁ ତା ଆଗରୁ କିଛି କହିବା ସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *