IPL ଟିମ କୋଲକତା ନାଇଟ ରାଇଡର୍ସ ଅଧିନାୟକ ପଦକୁ ଫେରିଲେ ଶ୍ରେୟାସ ଆୟର ,ଆଉଟ ହେଲେ ନୀତିଶ ରାଣା

ନମସ୍କାର ଦର୍ଶକବନ୍ଧୁ କୋଲକାତା ନାଇଟ ରାଇଡର୍ସ ପଦାକୁ ଫେରିଲେ ଶ୍ରେୟସ ଆୟର ନୀତିଶ ରାଣା ଉପ ଅଧିନାୟକ କୋଲକାତା ନାଇଟ ରାଇଡର୍ସ 2024 ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ନିଯୁକ୍ତି କରିଛି ନୀତିଶ ରାଣାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି |ଏହା ପୂର୍ବରୁ ମଧ୍ୟ ଶ୍ରେୟସ ଆୟାର କୋଲକାତା ନାଇଟ ରାଇଡର୍ସ ଅଧିନାୟକତ୍ୱ କରିଥିଲେ |

ଶ୍ରେୟସ ଆୟର ଆହତ ପରେ ଏସିଆ କପ 2023 ରେ ପୁଣି ଥରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିଲେ ଏହା ପରଠାରୁ ସେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି |କୋଲକାତା ନାଇଟ ରାଇଡ଼ର୍ସ ଭିଙ୍କି ମୟୁଶୂର ଘୋଷଣା କରିଛନ୍ତି ଯେ IPL 2024 ଶ୍ରେୟସ ଆୟରକୁ KKR ଅଧିନାୟକ ଏବଂ ନୀତିଶ ରାଣାଙ୍କୁ ଉପ ଅଧିନାୟକ କରାଯାଇଛି |

ଶ୍ରେୟସ ଆୟର ଆହତ କାରନାରୀ IPL 2024 ରୁ ବାହାର ହୋଇଥିଲେ ପୂର୍ବ ସଂସ୍କରଣରେ ଅଧିନାୟକ ଥିବା ନୀତିଶ ରାଣାଙ୍କୁ କୋଲକାତା ନାଇଟ ରାଇଡ଼ର୍ସର ଉପ ଅଧିନାୟକ କରାଯାଇଛି |କୋଲକତା ନାଇଟ ରାଇଡର୍ସ ଭିଙ୍କି ମୟୁଶୂର କହିଛନ୍ତି |

ଏହା ବାସ୍ତବରେ ଦୁର୍ଭାଗ୍ୟ ପୂର୍ଣ୍ଣ ଥିଲା ଯେ ଶ୍ରେୟସ ଆୟର ଆହତ କାରଣରୁ IPL 2024 ରୁ ବାହାର ହୋଇଥିଲେ ଆମେ ଏହା ଘୋଷଣା କରି ଖୁସି ଯେ ସେ ପୁଣି ଥରେ ଫେରୁଛନ୍ତି ଓ ଅଧିନାୟକ ହେବେ ସୁସ୍ଥ ହେବା ପରେ ଯେଉଁ ପରିଶ୍ରମ କଲେ ସେ ଯେଉଁ ଫର୍ମରେ ଅଛନ୍ତି ଏହା ତାଙ୍କ କ୍ୟାରେକ୍ଟରକୁ ଦର୍ଶାଉଛି

Leave a Reply

Your email address will not be published. Required fields are marked *