ଏବେ ଏବେ ସରକାର କଲେ ବଡ଼ ଘୋଷଣା ,କିଷାନ ଭାଇ ମାନଙ୍କୁ ମିଳିବ ଦୁଇ ହଜାର ପରିବର୍ତ୍ତେ ଏତିକି ଟଙ୍କା ଚାଷୀ ଭାଇ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଲା ବଡ଼ ଖୁସି ଖବର ଆପଣଙ୍କୁ ମିଳିବାକୁ ଯାଉଛି ଟଙ୍କା ଜାରି ହେଲା ଆଉ କିଛି ନୂଆ ଲିଷ୍ଟ ଏଣିକି 6,000 ପରିବର୍ତ୍ତେ ମିଳିବ 12,000 ଆସନ୍ତୁ ସମ୍ପୂର୍ଣ୍ଣ ଘୋଷଣା ଜାଣିବା |ଆପଣ ଯଦି କିଷାନ ଯୋଜନାର ହିତାଧିକାରୀ ନୁହଁନ୍ତି ଅର୍ଥାତ ଆପଣ ଯଦି ଏଥିରେ ନୂତନ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ |ତେବେ ଆପଣ ଚାହିଁଲେ ଯେକୌଣସି ଜନ ସେବା କେନ୍ଦ୍ରକୁ ଯାଇ କିଷାନ ଯୋଜନା ଅଧୀନରେ ଆବେଦନ କରିପାରିବେ |

ଆଉ ଆପଣ ମଧ୍ୟ ପାଇପାରିବେ ଆଗାମୀ କିଷାନ ଯୋଜନାରେ ଆସିବାକୁ ଥିବା 2,000 ଟଙ୍କା |ତେବେ ଏହି କିଷାନ ଯୋଜନାରେ ଆବେଦନ କରିବା ପାଇଁ ଯେକୌଣସି ମୁହୂର୍ତ୍ତରେ କରିପାରିବେ |ଆଉ ଏହାର ଶେଷ ତାରିକ ସରକାର ମଧ୍ୟ ଘୋଷଣା କରି ନାହାଁନ୍ତି |ତେବେ ଯେଉଁ ମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର |

ଆସିଗଲା କିଷାନ ଯୋଜନାର ନୂଆ ଲିଷ୍ଟ ଯାହାକି ଆଗାମୀ କିସ୍ତିରେ ଆସିବାକୁ ଥିବା ଟଙ୍କା ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି |ଆଉ ଏହି କଥା ଜାଣିଥିବେ କିଷାନ ଯୋଜନା ଅଧୀନରେ ତିନୋଟି କିସ୍ତିରେ 6,000 ଟଙ୍କା ମିଳିଥାଏ ଅର୍ଥାତ ପ୍ରତି କିସ୍ତିରେ ଦୁଇ ଦୁଇ ହଜାର ମିଳିଥାଏ |

ତେବେ ଆଗକୁ ଆସୁଛି 2024 ନିର୍ବାଚନ ହେଲେ ଏହାକୁ ଲକ୍ଷ କରି ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ ଏଣିକି କିଷାନ ଯୋଜନାରେ 6,000 ପରିବର୍ତ୍ତେ ମିଳିବ 12,000 ଟଙ୍କା ଅର୍ଥାତ ପ୍ରତି କିସ୍ତିରେ 4,000 ଲେଖାଏଁ ପାଇପାରିବେ |

Leave a Reply

Your email address will not be published. Required fields are marked *