ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଠାକୁର ଏବଂ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ କିପରି ରହିବ

ନମସ୍କାର ଦର୍ଶକବନ୍ଧୁ ଆମେ କିଛି ଦିନ ତଳେ ଏକ ପ୍ରଶ୍ନ ଭବିଷ୍ୟ ଉପରେ କାର୍ଯ୍ୟକ୍ରମ ଯାହାକି ଆପଣଙ୍କ ଭବିଷ୍ୟତ ଉପରେ କିଛି କହିଥିଲୁ |ଆଜିର ବିଷୟରେ ଆପଣ କିପରି ସୁନ୍ଦର ଭାବରେ ନିଜର ଭବିଷ୍ୟତ ଜାଣିପାରିବେ ଏବଂ ମନର ଇଛାକୁ ଜାଣିପାରିବେ ଆମେ ଆଜିର ବିଷୟରେ ପ୍ରସ୍ତୁତ କରୁଅଛୁ ମାତ୍ର ତିନୋଟି ଠାକୁରଙ୍କୁ ଆମେ ରଖିଅଛୁ ଆପଣ ସେହି ତିନୋଟି ଠାକୁରଙ୍କ ମଧ୍ୟରୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ବାଛିବାକୁ ପଡ଼ିବ ଦେଖନ୍ତୁ ଭଗବାନ ଗଣେଶ ହୁଅନ୍ତୁ ଦେବ ଦେବ ମହାଦେବ ହୁଅନ୍ତୁ କି ଶ୍ରୀକୃଷ୍ଣ ଆମେ ତିନୋଟି ଦେବତାଙ୍କୁ ଅତି ଶ୍ରଦ୍ଧା ଏବଂ ଭକ୍ତିର ସହ ପୂଜା କରିଥାଉ ଏବଂ ଯଦି କୁହାଯାଏ ଆପଣ ତିନୋଟି ମଧ୍ୟରୁ କାହାକୁ ବାଛନ୍ତୁ କେମିତି ଆପଣ ବାଛିବେ ଆପଣଙ୍କୁ ତିନୋଟି ଯାକ ଠାକୁର ଭଲ ଲାଗନ୍ତି କିନ୍ତୁ ଏହା ଏକ ନାମକୁ ମାତ୍ର କିନ୍ତୁ ଏହା ଜାଣନ୍ତୁ ଆପଣଙ୍କ ଭବିସ୍ୟକୁ ନେଇ ପ୍ରଶ୍ନ ଭବିଷ୍ୟର ଏକ କାର୍ଯ୍ୟକ୍ରମ ଯାହାକି ଆମେ ଆପଣଙ୍କୁ କିଛି ବାଛିବାକୁ କହିଛୁ |ଆପଣଙ୍କୁ ଯଦି ତିନୋଟି ଠାକୁର ଭଲ ଲାଗୁଛନ୍ତି ତେବେ ଆପଣ ଆଖି ବନ୍ଦ କରି ଗୋଟିଏ ଠାକୁର ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ |

ପ୍ରଥମେ ଆରମ୍ଭ କରିବା ଶ୍ରୀ ଗଣେଶ ଜିଙ୍କ ଠାରୁ କାରଣ ଭଗବାନ ଗଣେଶ ଜି ଅଗ୍ରପୂଜ୍ୟ ଅଟନ୍ତି ତେବେ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବର୍ତ୍ତମାନ ସମୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ |ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ତାହା ଅଚାନକ ସମ୍ପୂର୍ଣ୍ଣ ହେବ ମିତ୍ର ମାନଙ୍କ ପୁରୁଣା ସମ୍ପର୍କ ଯଦି ସେଥିରେ କିଛି ବିଗ୍ନ ଆସିଥିଲା ସେଠାରେ ସମ୍ପର୍କର ଯୋଗ ଆସିବ ଶତ୍ରୁ ଆଃ[ଆପଣଙ୍କ ଠାରୁ ପରାଜିତ ରହିବେ ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ହିଁ ମୁକ୍ତି ମିଳିଯିବ ଯଦି ଆପଣ ଆଗକୁ କୌଣସି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବିବେକ ଏବଂ ଚିନ୍ତା ଏହି ଦୁଇଟି ଯାକୁ ଆପଣ ଭଲ ସେ କାର୍ଯ୍ୟରେ ଲଗାନ୍ତୁ ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ସନ୍ତାନ ସୁଖର ପ୍ରାପ୍ତି ରହୁଅଛି |

ଦ୍ୱିତୀୟରେ ଆପଣ ଯଦି ଭଗବାନ ମହାଦେବକୁ ବାଛିଛନ୍ତି ତ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ଦୁଃସ୍ବପ୍ନ ଏବେ ଦୂର ହେବାକୁ ଯାଉଅଛି ଏବଂ ଆଗାମୀ ଦିନ ମାନଙ୍କରେ ଆପଣ ଭଲ ସମୟ ଆସିବାକୁ ଯାଉଛି ଆପଣ ଯେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ଜମାରୁ ଚିନ୍ତା କରନ୍ତୁ ନାହିଁ ଆପଣ ସେଥିରେ ଆପଣଙ୍କୁ ଶୀଘ୍ର ସଫଳତା ମିଳିବାକୁ ଯାଉଅଛି |ମନ୍ଦ ଦୋଷା କାରଣରୁ କିଛି ଅଶାନ୍ତି ଭୋଗ କରୁଛନ୍ତି କିନ୍ତୁ ଏବେ ଶେଷ ସବୁ ଆପଣଙ୍କ ଦୂର ହେବ ରୋଗ ପୀଡ଼ା ଦୂର ହେବ |ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ପାଇବେ ସମସ୍ତ ବିଗନସମୟ ଅନ୍ତ ହେବାକୁ ଯାଉଅଛି |

ତୃତୀୟରେ ଆପଣ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି ତ ଜାଣି ନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ୱ ସମ୍ପନ୍ନାର ବ୍ୟକ୍ତି ଅନ୍ୟର ମନ ମୋହିନେଲା ଭଳି କଥା କହି ଥାଆନ୍ତି ଦେଖିବାକୁ ଖୁବ ସୁନ୍ଦର ,ଚତୁର ଏବଂ ସମାଜରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି |ଆପଣଙ୍କ ଜୀବନରେ ଆଉ ଘଟିବାରେ ନାହିଁ ଆଗରୁ ସନ୍ତାନ ମାନଙ୍କ ପାଖରୁ ମଧ୍ୟ ଆପଣ କିଛି ଦୁଃଖ ପାଉଥିଲେ ପରିବାର ତରଫରୁ ଆପଣଙ୍କୁ ମଧ୍ୟ ବହୁତ ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆସୁଅଛି ସନ୍ତାନ ଆନନ୍ଦ ପାଇବେ ଅପା ବ୍ୟୟ ଯେତେ ହେଉଥିଲା ସେଥିରେ ମଧ୍ୟ ସୁଧାର ଆସିବ |ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସୁ ନଥିଲା ତାହା ମଧ୍ୟ ଏବେ ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *