ଅଯୋଧ୍ୟାର ରାମ ମନ୍ଦିର କାମ ବେଳେ ସବୁଦିନ ରାତିରେ ଚମତ୍କାର ଘଟଣା ସବୁ ଘଟୁଛି ,ବିଶ୍ୱାସ ନହେଲେ ଦେଖନ୍ତୁ ହାତଯୋଡ଼ି ଦେବେ ଆପଣ

ଅଯୋଧ୍ୟାର ରାମମନ୍ଦିର ନିର୍ମାଣ ସମୟରେ ସବୁଦିନ ଘଟୁଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା ପ୍ରାତେକ୍ ଦୀନ କାମ କରୁଥିବା ଇଞ୍ଜିନିୟର ଓ ଲେବର ସୁଣୁଛନ୍ତି ଅଜବ ପ୍ରକାରର ଶବ୍ଦ । ଆମେରିକାରୁ ଆସିଥିବା ବୈଜ୍ଞାନିକ ମନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଲେଣି । ପ୍ରଭୁ ଶ୍ରୀରାମ ଏବେବି ଜୀବିତ, ସତ ଜାଣିଲେ ଆପଣଙ୍କ ଲୋମାମୂଳ ଟାଙ୍କୁରି ଉଠିବ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଘଟଣା। ରାମ ମନ୍ଦିରରେ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ତାରିଖ ଏବେ ନିଦ୍ଧରିତ ହୋଇ ସାରିଛି ଆଉ ଅନେକ ଦୀନ ସଂଘସ ପରେ ସେହି ଦୀନ ଅସି ପହଁଚି ଗଲାଣି ଯେଉଁଠି ଶ୍ରୀରାମଙ୍କ କବାଟ ଭକ୍ତଙ୍କ ନିମନ୍ତେ ଖୋଲିଦିଆଯିବ 22 ଜାନୁଆରୀ 2024 ରେ ଭଗବାନ ରାମଙ୍କର ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ |

କିନ୍ତୁ ମନ୍ଦିର ନିର୍ମାଣ ସମୟରେ ଘଟୁଛି ଏଭଳି ଅନେକ ଚମତ୍କାର ଘଟଣା ଘଟିଛି ଯାହାକୁ ଦେଖି ଅନେକ ଲୋକ ଚକିତ ଏବଂ ଆଚମ୍ବିତ ହୋଇପଡିଛନ୍ତି ଏପରିକି ଏହାକୁ ଦେଖି ନାସାର ବୈଜ୍ଞାନିକମାନେ ମଧ୍ୟ ଆଶ୍ଚଯ୍ୟ ହୋଇଯାଇଛନ୍ତି | ରାମମନ୍ଦିର ନିର୍ମାଣ ପାଇଁ ବାରଶହ ସ୍ତମ୍ଭର ଡ୍ରଇଁ ପ୍ରସ୍ତୁତ କରାଯାଇଥିଲା ଆମେରିକାରୁ ବିଶିଷ୍ଟ ଯାନ୍ତ୍ରିକ ମଧ୍ୟ ଡକାଗଲା ଯେପରି ମନ୍ଦିର ନିର୍ମାଣରେ ଦେଖାଶୁଣା କରିବେ ଏବଂ ରାମମନ୍ଦିରର ଭବ୍ୟତାକୁ ଆହୁରି ଅତ୍ୟଧିକ ଆକର୍ଷ କରିପାରିବେ କିନ୍ତୁ ରାମମନ୍ଦିର ନିର୍ମାଣ ପାଇଁ ଯେମିତି ଜମି ଖୋଲିବା କାମ ଆରମ୍ଭ କରାଗଲା ସେତେବେଳେ ମାଟିତଳୁ ଏପରି କିଛି ବାହାରିଥିଲା ଯାହାଦେଖି ସମସ୍ତଙ୍କର ହୋସ ମଧ୍ୟ ଉଡିଯାଇଥିଲା |

ସେହି ସମୟରେ ଥାମାସ ନାମକ ଜଣେ ବୈଜ୍ଞାନିକ ରମନ୍ଦିର କାର୍ଯ୍ୟପାଇଁ ଆମେରିକାରୁ ଭାରତକୁ ଆସିଥିଲେ ସେ ଭାରତ ଆସି ଦେଖିଲେ ରାମମନ୍ଦିର କାର୍ଯ୍ୟ ଖୁବ ଜୋରସୋରରେ ଚାଲିଛି ଏବଂ ସେ ମଧ୍ୟ ନିଜ ରିସର୍ଚ୍ଚ କରିବା ଆରମ୍ଭ କରିଦେଲେ କିନ୍ତୁ ସେତେବେଳେ ସେ ଦେଖିଲେ ମନ୍ଦିର ପରିସରରେ ଏପରି ଏକ ସ୍ଥାନ ରହିଛି ଯାହା ଉପରକୁ ବହୁତ ନରମ ଏବଂ ସେଠାରେ କେହି ଖୋଳା ଖୋଳି କିଛି କରିନଥିଲେ ସେତେବେଳେ ବୈଜ୍ଞାନିକ ଥମସ କିଛି ଶ୍ରମିକଙ୍କୁ ସେଠାରେ ମାଟି ଖୋଳିବାକୁ ଆଦେଶ ଦେଲେ | ମାଟି ଖୋଳିବା ସମୟରେ ମାଟିତଳୁ ଜୋରରେ ପାଣି ବାହାରିବାକୁ ଲାଗିଲା ଏହା ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଗଲେ କେହିବି କିଛି ବୁଝିପାରିଲେନି ଏଠାରେ ନଦୀଧାର କେଉଁଠୁ ଆସିଲା |

ଯେତେବେଳେ ଏହି ପାଣିର ପରୀକ୍ଷା କରାଗଲା ଜଣାପଡିଲା ପାଖରେ ବହୁଥିବା ସୋରାଇ ନଦୀର ଜଳ ଥିଲା | ଏହା ଭଗବାନ ରାମଚନ୍ଦ୍ରଙ୍କ ବହୁତ ବଡ ଚମତ୍କାର ଥିଲା କି ମାତା ସରାଇ ରମନ୍ଦିର ନିର୍ମାଣରେ ନିଜର ସୋଭାଗ୍ୟତା ଦେବାକୁ ଚାହୁଁଛନ୍ତି କିନ୍ତୁ କମିତିଙ୍କ ସମସ୍ତଙ୍କ ମନରେ ଚିନ୍ତା ଉତ୍ପନ ହେବାକୁ ଲାଗିଲା ଯଦି ମାଟି ତଳୁ ପାଣିଧାର ଉତ୍ପନ ହେବ ତାହେଲେ ମନ୍ଦିର ନିର୍ମାଣ କାର୍ଯ୍ୟ ପୁରା ହୋଇପାରିବନାହିଁ ଏଥିସହିତ ମନ୍ଦିରର ମଜବୁତ କୁ ନେଇ ମଧ୍ୟ ଅନେକ ଆଶଙ୍କା ଉତ୍ପନ ହେବାକୁ ଲାଗିଲା | ଯେତେବେଳେ କାହାକୁ କିଛି ଉପାୟ ନମିଳିଲା ସମସ୍ତେ ମିଶି ପ୍ରଭୁ ରାମଙ୍କୁ ପ୍ରାଥନା କଲେ କାହିଁକିନା ଯଦି ଏହି ଜଳ ଧାରା ଠିକ ସମୟରେ ବନ୍ଦ ନହୁଏ ତେବେ ମନ୍ଦିର କାର୍ଯ୍ୟ ବନ୍ଦ କରିବାକୁ ହେବ | ଆଉ ପରଦିନ ହଟାତ ଏପରି ଚମତ୍କାର ହେଲା ଯେବେ ମନ୍ଦିର କାର୍ଯ୍ୟ ପୁଣି ଆରମ୍ଭ ହେଲା ସେତେବେଳେ ନଦୀର ଜଳଧାରା ବନ୍ଦ ହୋଇଗଲା |

Leave a Reply

Your email address will not be published. Required fields are marked *