ପୁଣି କମିଲା ସୁନା (Gold )ଦର ଏବେ କମିଲା ଏତେ ଟଙ୍କା ,ଜାଣିଲେ ଆପଣ ଖୁସିରେ ନାଚି ଉଠିବେ ସଙ୍ଗେ ସଙ୍ଗେ କିଣି ଦିଅନ୍ତୁ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରକୁ ନେଇ ଆସିଲା ବଡ଼ ଖୁସି ଖବର ସୁନା ପ୍ରେମୀଙ୍କ ପାଇଁ ବଡ଼ ସୂଚନା ଆଜି କେତେ ରହିଛି ସୁନା ରୂପାର ଦର କିଣିବା ପୂର୍ବରୁ ଜାଣି ନିଅନ୍ତୁ ରେଟ ତେବେ ଆଜି ଦେଶରେ ସୁନା ଦର ହ୍ରାସ ପାଇଛି ଏବଂ ରୂପା ଦର ବୃଦ୍ଧି ପାଇଛି ଏପରି ପରିସ୍ଥିତିରେ ଯଦି ଆପଣ ସୁନା ଏବଂ ରୂପା କିଣିବାକୁ ଯୋଜନା କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ |

ତେବେ ଗତ କାଲି 24 କ୍ୟାରେଟ ସୁନାର ଦର 100 ଟଙ୍କା ଅର୍ଥାତ 0.16 ପ୍ରତିଶତ ହ୍ରାସ ପାଇ 10 ଗ୍ରାମରେ 61,350 ଟଙ୍କା ହୋଇଛି ଏବଂ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 56,200 ଟଙ୍କା ହୋଇଥିବା ବେଳେ ରୂପା ମୂଲ୍ୟ ମହଙ୍ଗା ହୋଇଛି |

ଆଜି ରୂପା ମୂଲ୍ୟ 0.28 ପ୍ରତିଶତ ବୃଦ୍ଧି ପାଇଛି ଯାହା 200 କିଲୋଗ୍ରାମ ପ୍ରତି କିଲୋଗ୍ରାମର 71,600 ଟଙ୍କା ହୋଇଯାଇଛି |ତେବେ ଦିଲ୍ଲୀରେ 24 କ୍ୟାରେଟ ସୁନାର ହାର 10 ଗ୍ରାମ ପିଛା 62,060 ଟଙ୍କା ଏବଂ 22 କ୍ୟାରେଟ ସୁନାର ହାର 10 ଗ୍ରାମ ପିଛା 56,900 ଟଙ୍କା ରହିଛି |

ମୁମ୍ବାଇରେ 24 କ୍ୟାରେଟ ସୁନା 10 ଗ୍ରାମ ପିଛା 61,910 ଟଙ୍କା ଏବଂ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 56,750 ଟଙ୍କାରେ ରହିଛି କୋଲକାତାରେ 24 କ୍ୟାରେଟ ସୁନା 10 ଗ୍ରାମ ପିଛା 61,910 ଟଙ୍କା ଏବଂ 22 କ୍ୟାରେଟ 10 ଗ୍ରାମ ପିଛା 22,700 ଟଙ୍କା ରହିଛି

Leave a Reply

Your email address will not be published. Required fields are marked *