ପୁଣି ଆସୁଛି ଆଉ ଏକ ଲଘୁଚାପ ,ଶୀତ ସାଙ୍ଗକୁ ବଢିବ ବର୍ଷାର ପ୍ରକୋପ ,ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପୁଣି ବର୍ଷା ଆଶଙ୍କା ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ସୂଚନା ଅଦିନିଆ ବର୍ଷା ଛାଡ଼ିବା ପରେ ରାଜ୍ୟରେ ହଟାତ ବଢ଼ିଲା ଶୀତ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି ଏହା ପରେ ଓଡିଶା ଉପରକୁ ଆଉ ଏକ ଲଘୁଚାପ ଆସିବା ନେଇ କେତେକ ପାଣିପାଗ ମଡେଲ ଆକଳନ କରୁଛନ୍ତି

ଏନେଇ ଜାରି ହେଲା ନୂଆ ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା ସାରା ରାଜ୍ୟରେ ଶୀତର ଲହରୀ 15 ଡିଗ୍ରୀ ତଳେ 23 ସହରର ତାପମାତ୍ରା ଦାରିଙ୍ଗବାଡ଼ିରେ ଏବେ ଶୀତର ଲହରୀ ଖେଳିଯାଇଛି ପ୍ରବଳ ଶୀତ ସାଙ୍ଗକୁ କୁହୁଡ଼ି ପାଗ ସାଧାରଣ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଇଥିବା ବେଳେ କିନ୍ତୁ ପ୍ରକୃତିର ମନୋରଞ୍ଜନ ଦୃଶ୍ୟ ପର୍ଯ୍ୟଟକ ମାନଙ୍କୁ କରୁଛି ଆକୃଷ୍ଟ |

ତେବେ କନ୍ଧମାଳ ଜିଲ୍ଲାରେ ବିଳମ୍ବରେ ଶୀତ ଛୁଇଁ ଥିବା ବେଳେ ଏବେ ଚାରିଦିନରେ ପାରଦ 5 ଡିଗ୍ରୀ ଖସିଥିବା ବେଳେ ଶୀତର ପ୍ରକୋପ ବୃଦ୍ଧି ପାଇଛି ଏବେ ଦାରିଙ୍ଗ ବାଡ଼ିରେ ତାପମାତ୍ରା 9 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ 10 ଡିଗ୍ରୀ ରେକର୍ଡ ହୋଇଛି |ସେହିପରି ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ପ୍ରକୋପ ଘନୀଭୂତ ହୋଇଛି|

ଏପଟେ ବିଭିନ୍ନ ପାଣିପାଗ ମଡେଲ ଆକଳନ କରୁଛି ଯେ ଆଗାମୀ ଏକ ସପ୍ତାହ ମଧ୍ୟରେ ଓଡିଶାକୁ ପୁଣି ଆସୁଛି ଆଉ ଏକ ଲଘୁଚାପ ହେଲେ ଆସୁଥିବା ଲଘୁଚାପଟି ଯେତେ ନିକଟତର ହେବ ସେବେ ଆଗାମୀ ଦିନରେ ଆପଣ ସମ୍ପୂର୍ଣ୍ଣ ଅପଡେଟ ପାଇପାରିବେ |

Leave a Reply

Your email address will not be published. Required fields are marked *