ମାଟ୍ରିକ ପରୀକ୍ଷାରେ ବଡ଼ ପରିବର୍ତ୍ତନ ,ଛାତ୍ର ଛାତ୍ରୀ ମାନଙ୍କ ଏହି ଭଳି ରହିବ ପରୀକ୍ଷାର ଢାଞ୍ଚା ,Student ମାନେ ଜାଣିବା ନିହାତି ଜରୁରୀ

ନମସ୍କାର ଦର୍ଶକବନ୍ଧୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଚଳିତ ଥର ମାଟ୍ରିକ ପରୀକ୍ଷାରେ ଲାଗୁ ହେଲା ଏକ ନୂଆ ନିୟମ ଯେଉଁ ନିୟମ ବିଷୟରେ ସମସ୍ତେ ଜାଣିରଖିବା ଜରୁରୀ ତେବେ ଯାହାବି ଅପଡେଟଟି ରହିଛି ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ |

ରାଜ୍ୟର ବିଭିନ୍ନ ସମ୍ବେଦନ ଶିଳ ପରୀକ୍ଷା କେନ୍ଦ୍ର ଉପରେ ଏଆଇ ମାଧ୍ୟମରେ ନଜର ରଖିବା ମାଧ୍ୟମିକ ଶିକ୍ଷା ପରିଷଦ କଟକ ସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ନିୟନ୍ତ୍ରଣ ବ୍ୟବସ୍ତା ରହିବ |ସାଟେଲାଇଟ ମାଧ୍ୟମରେ ବୋର୍ଡ କାର୍ଯ୍ୟାଳୟରୁ କେଉଁ ପରୀକ୍ଷା କେନ୍ଦ୍ରରେ କିଭଳି ପରୀକ୍ଷା ଚାଲିଛି ତାହା ଜାଣି ହେବ |

ନିର୍ଦିଷ୍ଟ ଭାବରେ କେତେ ପରୀକ୍ଷା କେନ୍ଦ୍ର ଏହି ଏଆଇ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ ତାହାକୁ ଆଗକୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯିବ |ଆଜି ବୋର୍ଡ ପକ୍ଷରୁ 2024 ମାଟ୍ରିକ ବୋର୍ଡ ପରୀକ୍ଷା ପରିଚାଳନା ସମ୍ପର୍କରେ ଏଭଳି ସୂଚନା ଦିଆଯାଇଛି |

ବୋର୍ଡ ସଭାପତି ରମଶିଷ ହାଜରା ଦେଇଥିବା ସୂଚନା ଅନୁଯାଇ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ମାଟ୍ରିକ ,ମଧ୍ୟମା ,ରାଜ୍ୟଯୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫେବୃଆରୀ 20 ତାରିକରୁ ଆରମ୍ଭ ହୋଇ ମାର୍ଚ୍ଚ 4 ତାରିକ ପର୍ଯ୍ୟନ୍ତ ଚାଲିବ |

ତେବେ ଆମର ଏହି ଚ୍ୟାନେଲରେ ଯେଉଁ ସବୁ ଖବର ଅପଡେଟ କରୁଛୁ ତାହା ଛାତ୍ର ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ଏହି ଖବରଟିକୁ ସବୁ ଛାତ୍ର ଛାତ୍ରୀଙ୍କ ପାଖକୁ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *