ଜି ସାର୍ଥକରେ ଅଭିନୟ କରୁଥିବା ସୁନ୍ଦରୀ ହିରୋଇନ ମାନଙ୍କ ପ୍ରକୃତ ଜୀବନ ସାଥି ଆପଣମାନେ କେବେ ଦେଖି ନଥିବେ ସବୁଠୁ ବେଶୀ ସୁନ୍ଦରୀ ଏହି Hero

ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ସାର୍ଥକ ଟିଭିର ମୁଖ୍ୟ ଅଭିନେତାମାନଙ୍କ ପ୍ରକୃତ ଜୀବନସାଥି ବିଷୟରେଅମର ଛିଞ୍ଚାନି – ଅମର ଛିଞ୍ଚାନି ତୁ ମୋ ଜୀବନସାଥି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ଅମର ରିୟଲ ଲାଇଫରେ ତାଙ୍କର କୋଆକ୍ଟର ଜେସି ସାମଲଙ୍କୁ ଡେଟ୍ କରୁଛନ୍ତି।

ରୁଦ୍ରଜିତ୍ ମୁଖାର୍ଜୀ-ରୁଦ୍ରଜିତ୍ ମୁଖାର୍ଜୀ ସାତ ଭାଇଙ୍କ ସୁନାନାକି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି।ରୁଦ୍ରଜିତ୍ ରିୟଲ ଲାଇଫରେ ବିବାହ କରିସାରିଛନ୍ତି। ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ପ୍ରୋମିତା ଚକ୍ରବର୍ତ୍ତୀ।

ସୁଭାଶିଷ ଶର୍ମା-ଆପଣମାନେ ସୁଭାଶିଷ ଶର୍ମାଙ୍କୁ ତ ଜାଣିଥିବେ ତେବେ ବର୍ତମାନ ସମୟରେ ସୁଭାଶିଷ ଶର୍ମା ହେ ପ୍ରଭୁ ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ସୁଭାଶିଷ ଶର୍ମାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଆନିଶା ଶର୍ମା। ଏବଂ ସେ ବି ଜଣେ ଅଭିନେତ୍ରୀ।

କୁଶଲ୍ ଆହୁଜା-କୁଶଲ୍ ଆହୁଜାଙ୍କୁ ଆପଣମାନେ ରାଧିକା ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଥିବାର ଦେଖୁଛନ୍ତି। କୁଶଲ୍ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ଅଧ୍ରିଯା ରାୟ।

ସିଦ୍ଧାନ୍ତ ମହାପାତ୍ର-ସିଦ୍ଧାନ୍ତ ମହାପାତ୍ରଙ୍କୁ ଆପଣମାନେ କେମିତି କହିବି କହ ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିବାର ଦେଖିବାକୁ ପାଉଛନ୍ତି। ସିଦ୍ଧାନ୍ତ ରିୟଲ ଲାଇଫରେ ମାମା ମିଶ୍ରଙ୍କୁ ବିବାହ କରିଛନ୍ତି। ଏବଂ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି।

ରିଶିକ୍ ମିଶ୍ର-ରିଶିକ୍ ମିଶ୍ରଙ୍କୁ ଆପଣମାନେ ଦିବ୍ୟଦୃଷ୍ଟି ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ରିଶିକ୍ ରିୟଲ ଲାଇଫରେ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ୍ କରୁନାହାଁନ୍ତି।

ଆଶିଷ ଦାସ-ଆଶିଷ ଦାସଙ୍କୁ ଆପଣମାନେ ମହାଦେବୀ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଆଶିଷ ରିୟଲ ଲାଇଫରେ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାଁନ୍ତି।

ନିଲ୍ ପଣ୍ଡା-ନିଲ୍ ପଣ୍ଡାଙ୍କୁ ଆପଣମାନେ ତୋ ପାଇଁ ମୁଁ ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ କାମ କରୁଥିବାର ଦେଖିଥିଲେ। ନିଲ୍ ରିୟଲ ଲାଇଫରେ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାଁନ୍ତି।

Leave a Reply

Your email address will not be published. Required fields are marked *