ରୋଗୀଙ୍କ ଚିକିତ୍ସା କରୁଥିଲେ ଡାକ୍ତର, ହଠାତ୍ ଆସିଲା ହାତୀ, ଆଉ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ବିଶ୍ୱାସ ମଧ୍ୟ ହେବ ନାହିଁ

ହଠାତ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଶିଆସିଲା ହାତୀ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ ଛାନିଆ ହୋଇ ଦୌଡିଲେ ଡାକ୍ତର ଆଉ ରୋଗୀ | ଦର୍ଶକବନ୍ଧୁ ଦିନକୁ ଦିନ ସହର ଏବଂ ଗାଁ ମୁହାଁ ହେଉଛନ୍ତି ହାତୀ ସବୁଠି ଉପଦ୍ରବ କରୁଛନ୍ତି | ତେବେ ଢେ଼ଙ୍କନାଳ ଜିଲ୍ଲା ଗନ୍ଧିଆ ଅଂଚଳରେ କିଛି ଦିନହେବ ହାତୀ ଉପଦ୍ରବ ବଢିଯାଇଛି |

ହାତୀ ଘୋଡେଇ ଘୋଡେ଼ଇ ବନବିଭାଗ ନୟାନ୍ତ ହେଲାଣି ଆଉ ଏବେ ନିକଟରେ ଜଣେ ରେଞ୍ଜନଙ୍କ ଜୀବନ ବି ଚାଲିଯାଇଛି | ତେବେ ଆପଣ ଖବର କାଗଜ ଓଲଟନ୍ତୁ କି ଟିଭି ଦେଖନ୍ତୁ ଅନେକ ସମୟରେ ହାତୀଉପଦ୍ରଵ ଏବେ ବଢିଚାଲିଛି | ତେବେ ଏହାରି ଭିତରେ ଏକ ଖବର ଆସିଛି ଶ୍ରୀରାମ ପୁର ମେଡିକାଲ ପରାଶର ଭିତରେ ପ୍ରବେଶ କରିଥିଲା ହାତୀ |

ହାତୀକୁ ଦେହି କର୍ମଚାରୀ ଓ ରୋଗୀମାନେ ହୋଇଯାଇଥିଲେ ଆତଙ୍କିତ ଘଟଣା ସ୍ଥଳରେ ବନବିଭାଗ ପହଁଚି ହାତୀଙ୍କୁ ଗୋଡ଼ାଇଥିଲେ | ତେବେ ଆଉ କେତେ ଦିନ ଚାଲିବ ହାତୀ ମଣିଷଙ୍କ ଲୁଚକଲିଖେଳ କେବେ ହେବ ସ୍ଥାଇ ସମାଧାନ ଏହିଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଏବେ ଉଙ୍କି ମାଇଲନି |

Leave a Reply

Your email address will not be published. Required fields are marked *