ଓଡ଼ିଆ ଆଲବମ ହିରୋଇନ ଜୋତି ମିଶ୍ରଙ୍କ ଜୀବନୀ ଓ ପରିବାର ବିଷୟରେ କିଛି ଅଜଣା କଥା ଆପଣମାନେ ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଲବେ ଦଶକରୁ ଅଭିନୟ କରୁଥିବା ଜ୍ୟୋତି ମିଶ୍ରଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ଜ୍ୟୋତି ମିଶ୍ର କଣ କରୁଛନ୍ତି କେଉଁଠି ଅଛନ୍ତି ଆପଣମାନେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଏହି ଖବରଟିକୁ ଶେଷ ଯାଏ ଦେଖନ୍ତୁ |ଫ୍ରେଣ୍ଡ୍ସ ଆପଣମାନେ ଓଲିଉଡ଼ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ବହୁତ ସାରା ଫିଲ୍ମ ଏବଂ ଆଲବମରେ ଅଭିନୟ କରିଛନ୍ତି |

ଜ୍ୟୋତି ମିଶ୍ର ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଏବଂ ଏକ୍ସପ୍ରେସନରେ ଦିୱାନା ହୋଇଥିଲେ ବହୁତ ସାରା ଯୁବ ବ୍ୟକ୍ତି ଜ୍ୟୋତି ମିଶ୍ରଙ୍କ ଜନ୍ମ 22 ଫେବୃଆରୀ 1978 ମସିହାରେ ହୋଇଥିଲା ଆଉ ବର୍ତ୍ତମାନ ସମୟରେ ତାଙ୍କୁ 45 ବର୍ଷ ବୟସ ହୋଇ ଯାଇଛି |ଆଉ ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି ଜ୍ୟୋତି ମିଶ୍ର ବିବାହ ପରେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ |

ବର୍ତ୍ତମାନ ଆସନ୍ତୁ ଜାଣିବା ଜ୍ୟୋତି ମିଶ୍ରଙ୍କ ପରିବାର ବିଷୟରେ |ବାହାଘର ପରେ ଜ୍ୟୋତି ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୂରେଇ ଯାଇଥିଲେ ତାଙ୍କ ପରିବାରରେ ତାଙ୍କ ସ୍ୱାମୀ ଏବଂ ପୁଅ ରହିଛନ୍ତି |ଜ୍ୟୋତି ମିଶ୍ର ବକ୍ସି ଜଗବନ୍ଧୁ କଲେଜରେ ନିଜର ରିଏଲ ଲାଇଫ ସାରିଥିଲେ |

ଆଉ ଏହା ପରେ 1988 ମସିହାରେ ସୌଭାଗ୍ୟବତି ଫିଲ୍ମ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ |ଆଉ ଏହା ଛଡ଼ା ସେ ବହୁତ ସାରା ଓଡ଼ିଆ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି |ଜ୍ୟୋତି ମିଶ୍ରଙ୍କ ସୁପର ହିଟ ଫିଲ୍ମ ତୋ ଆଖି ମୋ ଆଇନା ,ତୁ ଏକା ମୋ ସାହା ଭରସା |

ସିନ୍ଦୁର ନୁହେଁ ଖେଳଘର ,ମନ ରହିଗଲା ତୁମରି ଠାରେ ଏହିଭଳି କିଛି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକମାନଙ୍କ ମନକୁ ଜଟିବାରେ ସଫଳ ହୋଇପାରିଛନ୍ତି ଜ୍ୟୋତି ମିଶ୍ର ତାଙ୍କର ଏକ ପୁଅ ଏବଂ ସ୍ୱାମୀଙ୍କ ସହିତ ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି |

Leave a Reply

Your email address will not be published. Required fields are marked *