Malika Bachana: ମାଳିକା ହେବ ସତ, ମାଟିରେ ମିଶିବ କଟକ ସହର,ଓଡିଶା ବାସୀ ହୋଇଯାଆନ୍ତୁ ସାବଧାନ

କଟକ ସହରକୁ ମାଡିଆସିବ ମହାବିପଦ ମାଲିକ କୁହେ କଟକରୁ ଚୌଦ୍ୱାର ବହିବା ର-କ୍ତର ନଦୀ ମାଲିକ ହେବ ସତ ଛୀନଛତର ହେବ କଟକ ସହର | କାଲିଯୁଗଶେଷରେ କଟକରୁ ଚୌଦ୍ୱାର ଯୁଦ୍ଧରେ ଗହଳରେ କମ୍ପିଉଠିବ | ମାଲିକ କୁହେ ଭୁତ ଭବିଷ୍ୟତ ଆଉ ବର୍ତମାନର କଥା ମାଲିକରେ ମହାପୁରୁଷ ଯାହା ଭବିଷ୍ୟବାଣୀ କରିଛନ୍ତି ତାହା ସତ ହୋଇଛି ଆଉ ଆଗକୁ ସତ ହେବାକୁ ଯାଉଛି | ଖରା ବର୍ଷା ସୀତା କାକରେ ଖୋଲା ଏକସତଲେ ବସି ମହାପୁରୁଷ ମାନେ ଯାହା ଭବିଷ୍ୟବାଣୀ କରିଯାଇଥିଲେ ତାହା ଗୋଟି ଗୋଟି କରି ସତ ହେବାକୁ ଯାଉଛି |

କଟକ ସହରକୁ ନେଇ ମହାପୁରୁଷମାନେ ଭୟଙ୍କର ଭବିଷ୍ୟବାଣୀ କରିଯାଇଛନ୍ତି ଆଗକୁ କଳିଯୁଗର ଶେଷରେ କଟକ ସହରରେ କଣ ଘଟିବ ତାହା ମାଲିକରେ ମହାପୁରୁଷ ବର୍ଣିତ କରିଛନ୍ତି | ମାଲିକରେ ଲେଖା ଅଛି କଳ୍କୀ ରୂପରେ କଳାଧଳା ଘୋଡାରେ ଚଡି ଆସିବେ ଜାଗା ବାଲିଆ ଦୂଇ ଭାଇ କରିବେ ପାପୀମାନଙ୍କର ସଂଘର ପାପୀମାନେ ଭୟବିତ୍ତ ହୋଇ ଘରେ ତାତିକବାଟ ପକେଇ ବେ ହେଲେ ପାପୀମାନଙ୍କୁ କେହି ବଂଚେଇପାରିବେ ନାହିଁ |

ଏହି କଳିଯୁଗରେ ଧର୍ମକର୍ମ ଭୁଲି ଯେଉଁଭଳି ପାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଆଗକୁ ପାପୀମାନେ ଭୟଙ୍କର ବିପଦରେ ପଡ଼ିବାକୁ ଯାଉଛି | ଆଉ ମାଲିକରେ ମହାପୁରୁଷମାନେ କହିଯାଇଛନ୍ତି କଳିଯୁଗର ଶେଷରେ ସାନମାନେ ବଡ଼ଙ୍କୁ ମାନିବେ ନାହିଁ ଭାଇ ଭାଇଙ୍କ ଭିତରେ ଲାଗିବେ ଝଗଡା ଶାଶୁ ବୋହୁଙ୍କ ଭିତରେ ଲାଗିବ କଳହ ଆଉ ପାପୀମାନେ ଧର୍ମ କର୍ମ ଭୁଲି ପାପକର୍ଯ୍ୟ କରିବେ ମଦମାଂସରେ ଭାସିବେ ଆଉ ଏହାର ଯେତେବେଳେ ସେରମଣ ପୁରିଉଠିବ ସେତେବେଳେ କଲ୍କିରୂପ ଧରି ଆସିବେ ଜାଗାକାଳିଆ ଦୁଇ ଭାଇ |

ପାପୀମାନଙ୍କୁ ଶାସ୍ତିଦେବେ ପୂନ୍ୟଆତ୍ମା ମଣିଷଙ୍କୁ ଏହି କଳିଯୁଗରେ ଉଦ୍ଧାର କରିବେ ପାପୀମାନଙ୍କ କବଳରେ ପୂନ୍ୟଆତ୍ମା ମାନଙ୍କୁ ବଞ୍ଚାଇବେ | ତେବେ କଟକ ସହରରେ କଳିଯୁଗରେ ଶେଷରେ ହେବ ଭୟଙ୍କର ଯୁଦ୍ଧର ବିବିସିକା | କଟକରୁ ଚୌଦ୍ୱାର ଆଉ ଯୋବ୍ରାରୁ ଜଟଣୀ ପର୍ଯ୍ୟନ୍ତ ବହିଯିବ ର-କ୍ତର ନଦୀ ଛୀନ ଛତର ହୋଇଯିବ କଟକ ସହର | ଭୟଙ୍କର ଭୂମିକମ୍ପ ହେବ ପାପୀମାନେ ତ୍ରାହି ତ୍ରାହି ଡାକିବେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ଆସି ଛତିଆ ବାଟରେ ନାଟ କରିବେ |

Leave a Reply

Your email address will not be published. Required fields are marked *