ଏହି 6 ଟି ପାପ କଲେ ମହାଦେବ ଆପଣଙ୍କୁ କେବେବି କ୍ଷମା କରିବେ ନାହିଁ ,ଜୀବନରେ କଦାପି ହେଲେ ଆପଣ ସଫଳତା ପାଇପାରିବେ ନାହିଁ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା କଣ ସେହି ଛଅଟି ପାପ ଯାହାକୁ କରିବା ଦ୍ୱାରା ମହାଦେବ ଆପଣଙ୍କୁ କେବେବି କ୍ଷମା କରନ୍ତି ନାହିଁ ତ୍ରିଦେବଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠ ଅଟନ୍ତି ମହାଦେବ ଯାହାଙ୍କ ପୂଜା ପୁରା ସୃଷ୍ଟି କରିଥାଏ ଭଗବାନ ଶିବ ଯେବେ ପ୍ରସନ୍ନ ହୋଇଥାଆନ୍ତି ତେବେ ସେ ଭୋଳାନାଥ ଅଟନ୍ତି କିନ୍ତୁ ଯେବେ କ୍ରୋଧିତ ହୁଅନ୍ତି ତେବେ ପ୍ରଳୟ ଆସିଥାଏ ଏଥିପାଇଁ ମନୁଷ୍ୟକୁ ସବୁବେଳେ ସେହି କାମ କରିବା ଆବଶ୍ୟକ ଯାହା ଠିକ ଅଟେ ଏବଂ ସେଥିରେ ପାପର ମିଶ୍ରଣ ଜମାରୁ ନଥିବ ନହେଲେ ମହାଦେବ କେବେବି କ୍ଷମା କରନ୍ତି ନାହିଁ |ଶାସ୍ତ୍ରରେ ଏମିତି କିଛି କୁହାଯାଇଅଛି ଯେଉଁ କାମ କରିବା ପାପ ହୋଇଥାଏ ଯଦି ମହାଦେବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ସେହି ପାପ ନିଜ ଜୀବନରେ କରନ୍ତୁ ନାହିଁ ନେହେଲେ ଆପଣଙ୍କ ସୁଖୀ ଜୀବନ ନର୍କ ହୋଇଯିବ |ତେବେ ଆସନ୍ତୁ ଜାଣିବା କଣ ସେହି ପାପ ଆପଣ କେବେ କରିବା ଉଚିତ ନୁହେଁ |

ନମ୍ବର 1 ଅନ୍ୟର ସ୍ତ୍ରୀ କିମ୍ବା ସ୍ୱାମୀଙ୍କୁ ଖରାପ ନଜରରେ ଦେଖିବା ଅବା ତାକୁ ପାଇବାର ଇଛା ରଖିବା ଏହା ବହୁତ ବଡ଼ ପାପ ହୋଇଥାଏ ଏବଂ ପୁରାଣରେ ଏହାକୁ ସବୁଠାରୁ ଖରାପ କାର୍ଯ୍ୟ କୁହାଯାଇଛି |

ନମ୍ବର 2 ଅନ୍ୟର ଧନକୁ ପାଇବାର ଇଛା କରିବା ଅର୍ଥାତ ଅନ୍ୟର ଧନକୁ ହରଣ କରିବାର ଇଛା ରଖିବା ଭଗବାନ ଶିବଙ୍କ ନଜରରେ ଦେଖିବା ଏହା କ୍ଷମାହୀନ ଅଟେ ଏବଂ ଅପରାଧ ମଧ୍ୟ ଅଟେ ଅନ୍ୟର ଧନକୁ ସର୍ବଦା ମାଟି ସମାନ ଭାବିବା ଆବଶ୍ୟକ |

ନମ୍ବର 3 କୌଣସି ନିର୍ଦୋଷ କିମ୍ବା କମଜୁର ଲୋକଙ୍କୁ କଷ୍ଟ ଦେବା ଏବଂ କ୍ଷତି ପହଁଚାଇବା କିମ୍ବା ତାର ଧନ ଲୁଣ୍ଠନ କରିବା କାହାର କାମରେ ବାଧା ଆଣିବାର ଯୋଜନା କରିବା ଏମିତି ଖରାପ ଚିନ୍ତା ରଖୁଥିବା ମନୁଷ୍ୟ ଉପରେ ଭଗବାନ ଶିବ କ୍ରୋଧିତ ହୋଇଥାଆନ୍ତି ଏବଂ ତାହାକୁ କେବେବି କ୍ଷମା କରନ୍ତି ନାହିଁ |

ନମ୍ବର 4 ଭଲ ରାସ୍ତା ଛାଡ଼ି ଖରାପ କାମ କରିବା ପାପ କରିବା ସହିତ ସମାନ ଅଟେ ଏବଂ ଏମିତି ମନୁଷ୍ୟକୁ ଭଗବାନ ଶିବ କ୍ଷମାର ପାତ୍ର ଭାବନ୍ତି ନାହିଁ |

ନମ୍ବର 5 କେବେବି କୌଣସି ନାରୀକୁ ଖରାପ ଆଖିରେ ଦେଖିବା କଥା ନୁହେଁ ଏମିତି ଖରାପ କାମ କରୁଥିବା ମନୁଷ୍ୟ କେବେବି ସାଂସାରିକ ସୁଖ ଭୋଗୀ ନଥାଏ ନା ଧନ ଦ୍ୱାରା କେବେବି ସନ୍ତୁଷ୍ଟ ହୋଇପାରେ |

ନମ୍ବର 6 ମା ବାପାଙ୍କୁ କ୍ଷତି ପହଁଚାଉଥିବା ଏବଂ ତାକୁ କଷ୍ଟ ଦେଉଥିବା ମନୁଷ୍ୟ ଭଗବାନ ଶିବ ତାଙ୍କୁ କେବେବି କ୍ଷମା କରନ୍ତି ନାହିଁ ଏମିତି କରୁଥିବା ମନୁଷ୍ୟ ଘୋର ପାପୀ ହୋଇଥାଏ ଏମିତି କରିବା ଈଶ୍ୱରଙ୍କ ସହିତ କ୍ଷତି ପହଁଚାଇବା ସହିତ ସମାନ ହୋଇଥାଏ ଏମିତି ପାପ କୌଣସି ମନୁଷ୍ୟ କରିବା କଥା ନୁହଁ |

Leave a Reply

Your email address will not be published. Required fields are marked *