Cricket News: ଆଇପିଏଲରେ ମଇଦାନକୁ ଫେରିବେ ରିଷଭ ପନ୍ତ କିନ୍ତୁ ୱିକେଟ କିପିଂ କରିବେନି ,ଆସନ୍ତୁ ଜାଣିବା ପୁରା ଖବର |

ନମସ୍କାର ଦର୍ଶକବନ୍ଧୁ IPL 2024 ରେ କମ ବ୍ୟାକ କରିବେ ରିସବ ପନ୍ଥ ଉଇକେଟ କିପର ନେହେଲେ ନେବେ ନୂଆ ଅବତାର ଭାରତୀୟ କ୍ରିକେଟ ଜଗତ ପାଇଁ ଆସିଛି ବଡ଼ ଖୁସି ଖବର ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିସବ ପନ୍ଥ ପୁଣି ଥରେ ଦଳକୁ କମ ବ୍ୟାକ କରିବାକୁ ଯାଉଛନ୍ତି ଆସନ୍ତା IPL 2024 ରେ ସେ ପୁଣି ଥରେ କ୍ରିକେଟ ମୈଦାନରେ ପାଦ ଦେଇପାରନ୍ତି ବୋଲି ଆଶା କରାଯାଉଛି |

ଆହାତ ସମସ୍ୟାରୁ ସୁସ୍ଥ ହୋଇ IPL ରେ ପୁଣି ଥରେ କ୍ରିକେଟ ଯାତ୍ରା ଆରମ୍ଭ କରିପାରନ୍ତି ରିସବ ପନ୍ଥ ଏନେଇ ଦିଲ୍ଲୀ କ୍ୟାପିଟାଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି |ତେବେ କ୍ରିକେଟ ଗ୍ରାଉଣ୍ଡରେ ରିସବଙ୍କୁ ଗୋଟିଏ ସମସ୍ୟାର ସମୁଖୀନ ହେବାକୁ ପଡ଼ିପାରେ ତାହା ହେଉଛି ଗତବର୍ଷ 2023 ରେ ସେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ |

ଷ୍ଟାର କ୍ରିକେଟର ରିସବ ପନ୍ଥ ମୁଣ୍ଡ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମେଜର ଅପରେସନ ମଧ୍ୟ ହୋଇଥିଲା |ଏହା ପରେ ନେସନାଲ କ୍ରିକେଟ ଏକାଡେମୀରେ ଖୁବ ପରିଶ୍ରମ କରି ବର୍ତ୍ତମାନ ସୁସ୍ଥ ହୋଇ ମୈଦାନକୁ ଫେରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି |

ତେବେ ରିପୋର୍ଟ ଅନୁଯାଇ ଡିସେମ୍ବର ଫେବୃଆରୀ ଶେଷ ସୁଦ୍ଧା କ୍ରିକେଟ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ କ୍ୟାପିଟାଲସ ମ୍ୟାନେଜମେଣ୍ଟ |ଏହା ସହିତ ପୁଣି ଥରେ ତାଙ୍କ ପ୍ରତ୍ୟାବର୍ତ୍ତନରେ ପୁଣି ଥରେ ତାଙ୍କୁ ନେତୃତ୍ୱ ପ୍ରଦାନ କରିବ ଦିଲ୍ଲୀ କ୍ୟାପିଟାଲସ ରିସବ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ସେ IPL 2024 ରେ କମବ୍ୟାକ କରିବେ |

Leave a Reply

Your email address will not be published. Required fields are marked *