ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ କଇଁଛ ମୁଦି ଏବଂ ଜାଣନ୍ତୁ କିଏ ଆପଣଙ୍କୁ ଅଧିକ ଭଲପାଉଛନ୍ତି

ନମସ୍କାର ବନ୍ଧୁଗଣ ଏହି ୩ଟି କଇଁଛ ମୁଦିରୁ ବାଛନ୍ତୁ କୌଣସି ଗୋଟିଏ ମୁଦି ଆଉ ଜାଣନ୍ତୁ କିଏ ଆପଣଙ୍କୁ ଅଧିକ ଭଲପାଏ | କଇଁଛକୁ ଘର ଓ ଅଫିସରେ ସମସ୍ତେ ରଖିଥାନ୍ତି ତାହାସହିତ କେଉଁ ଦିଗ କହୁଭଳି ଭାବରେ ରଖିବା ଦ୍ୱାରା ଘରେ ସୁଖଶାନ୍ତି ଧାନ ସମୃଦ୍ଧି ପାଇଥାନ୍ତି | ତାହାସହିତ ଆପଣମାନେ ଜାଣିଛନ୍ତି କଇଁଛ ରଖିଲେ କେତେଶୁଭ ଆପଣ ଜାଣିଥିବେ ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣ ଏହି ମୁଦି ଦ୍ୱାର ଆପଣ କୌଣସି ବ୍ୟକ୍ତିଙ୍କ ବିଷୟରେ ବୋହୁତ କିଛି ଜାଣି ପାରିବେ | ଏହି ମୁଦିରୁ ଆପଣ ଗୋଟିଏ ମୁଦି ବାଛନ୍ତୁ ଏବଂ ଏହି ମୁଦିର ଆଧାରରେ ଏହି କଥାର ଉତ୍ତର ମିଳିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି |

ପ୍ରଥମ କଇଁଛ ମୁଦି ବାଛିଛନ୍ତି ତେବେ ଆପଣ ଏକ ଆଶାବାଦୀ ଏବଂ ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି। ଆପଣ ଏକ ସ୍ଵାଭିମାନୀ ବ୍ୟକ୍ତି ଅଟନ୍ତି କିନ୍ତୁ ହୋଇପାରେ କି ଆପଣ କିଛି ସ୍ୱାର୍ଥି ମଧ୍ୟ ହୋଇ ପାରନ୍ତି କାହାର ସାହାଯ୍ୟ ନେବା ଆପଣଙ୍କୁ ପସନ୍ଦ ଲାଗି ନଥାଏ | ଏହା ସହିତ ଆପଣ ଆପଣଙ୍କ ପାର୍ଟନରଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି ଆପଣ ସଚ୍ଚୋଟ ଏବଂ ଜିଦ୍ଦି ସ୍ୱଭାବର ହୋଇ ପାରନ୍ତି | ଆପଣଙ୍କୁ କେବଳ ନିଜ କାମ ଉପରେ ଧ୍ୟାନ ଦେବା ପସନ୍ଦ ହୋଇଥାଏ ଅନ୍ୟର କଥାରେ ମୁଣ୍ଡ ଖେଳାଇବାକୁ ଆପଣ ପସନ୍ଦ କରନ୍ତିନାହିଁ | ଆପଣ ନିଜ ପାଖରେ ଥିବା ଧନକୁ କେବେବି ଅଯଥା ଖର୍ଚ୍ଚ କରନ୍ତି ନାହିଁ ଯେଉଁଥି ପାଇଁ ଲୋକମାନେ ଆପଣଙ୍କୁ କିଛି ପରିମାଣର ଲୋଭି ପ୍ରକୃତିର ବୋଲି ଭାବି ପାରନ୍ତି କିନ୍ତୁ ଆପଣ ହୃଦୟରୁ ଖୁବ୍ ଭଲ ହୋଇଥାନ୍ତି |

ଦ୍ଵିତୀୟ କଇଁଛ ମୁଦି ବାଛିଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ମେଳାପି ବ୍ୟକ୍ତି ଅଟନ୍ତି କାହା ସେଥିରେ ବି ମିଶି ଯାଇଥାନ୍ତି କିନ୍ତୁ ଆପଣ ଅଳ୍ପ କ୍ରୋଧୀ ପ୍ରକୃତିର ମଧ୍ୟ ହୋଇ ପାରନ୍ତି | ଆପଣ ଆପଣଙ୍କ ଜୀବନସାଥୀଙ୍କ ସର୍ବଦା ସଚ୍ଚୋଟତାର ଆଶା ରଖିଥାନ୍ତି ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ | ଆପଣଙ୍କ ହୃଦୟ କୋମଳ ସ୍ୱଭାବର ହୋଇଥାଏ ଯାହା ଫଳରେ ଟିକେ ଟିକେ କଥାରେ ଆପଣ ଭାବୁକ ହୋଇ ବସନ୍ତି |

ତୃତୀୟ କଇଁଛ ମୁଦି ବାଛିଛନ୍ତି ତେବେ ଆପଣ ସର୍ବଦା ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ ବି ଖୁସିରେ ରଖୁଛନ୍ତି | ଏହା ବ୍ୟତୀତ ଆପଣ ଅନ୍ୟକୁ ସାହାଯ୍ୟ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି ଏହା ମଧ୍ୟ ହୋଇପାରେ କି ଆପଣ କାହାକୁ ସାହାଯ୍ୟ କରିବା ସମୟରେ ଏହା ଭୁଲି ଯାଆନ୍ତି କି ସେ ଆପଣଙ୍କ ମିତ୍ର କି ଶତ୍ରୁ କୌଣସି ବି ବ୍ୟକ୍ତିକୁ ସାହାଯ୍ୟ କରିବାରେ ଆପଣ ସର୍ବଦା ଆଗରେ ହିଁ ରହିଥାନ୍ତି | ଏପରି ବ୍ୟକ୍ତି କାହା ସାଥୀରେ ବି ମିତ୍ରତା କରି ପାରନ୍ତି। ପ୍ରାୟତଃ ଏପରି ବ୍ୟକ୍ତି ଧାର୍ମିକ ପ୍ରକୃତିର ହୋଇଥାନ୍ତି କାହା ବିଷୟରେ ଖରାପ ଚିନ୍ତା କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ | ଏପରି ବ୍ୟକ୍ତି ସମାଜରେ ଯେଉଁ କ୍ଷେତ୍ରରେ ବି ଥାଆନ୍ତି ନା କାହିଁକି ସେ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସ୍ତରରେ ରହି ମାନସମ୍ମାନ ପ୍ରାପ୍ତ କରିଥାନ୍ତି |

Leave a Reply

Your email address will not be published. Required fields are marked *