ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ଗୋଟେ ରାତିରେ ଭଲ ହେବ ,କରନ୍ତୁ ଏହି ଘରୋଇ ଉପଚାର ଯିଏ ଚାଲିପାରୁନି ସିଏ ଦୌଡ଼ିବ

ନମସ୍କାର ଦର୍ଶକବନ୍ଧୁ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଆଜି କାଲି ଅନେକ ଲୋକଙ୍କର ଦେଖିବାକୁ ମିଳୁଅଛି ଏହି ସମସ୍ୟା ଯଦି ଆପଣଙ୍କର ଥରେ ଆରମ୍ଭ ହୋଇଯାଏ ତେବେ ଆପଣଙ୍କୁ ବହୁତ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ ବନ୍ଧୁଗଣ ଅଧିକାଂଶ ବୟସ୍କ ଲୋକମାନଙ୍କୁ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ |କିନ୍ତୁ ବନ୍ଧୁଗଣ ଆଜି କାଲିର ଭୁଲ ଜୀବନ ଶୈଳୀ ଏବଂ ଭୁଲ ଖାଦ୍ୟ ବ୍ୟୟ ଯୋଗୁଁ ଅନେକ ଯୁବକ ମାନଙ୍କ ମଧ୍ୟରେ ଆଣ୍ଠୁ ଗଣ୍ଠି ବା ଜଏଣ୍ଟ ପେନ ଭଳି ସମସ୍ୟା ଦେଖାଯାଉଛି କାରଣ ଶାରୀରିକ ପରିଶ୍ରମ ଲୋକ କମ କରୁଅଛନ୍ତି ଏବଂ ଅଧିକ ସମୟ ବସି ରହି କାମ କରୁଛନ୍ତି |

ସେଥିପାଇଁ ଆପଣଙ୍କୁ ଜଏଣ୍ଟ ପେନ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ ଆଜିର ବିଷୟରେ ଆମେ ଆପଣଙ୍କୁ ଏକ ଏମିତି ଏକ ଘରୋଇ ଉପଚାର କହିବୁ ଯାହାର ପ୍ରୟୋଗରେ ଆପଣଙ୍କୁ ଗୋଟିଏ ରାତିରେ ଆରମ ମିଳିବ ଆପଣଙ୍କୁ ଜଏଣ୍ଟ ପେନରୁ ବହୁତ ଶୀଘ୍ର ଆରାମ ମିଳିବ |ଏହାକୁ ଯଦି ଆପଣ କିଛି ଦିନ ପ୍ରୟୋଗ କରିବେ ତେବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ବହୁତ ଜଲ୍ଦି ସମାପ୍ତ ହୋଇଯିବ |ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କିପରି ବନାଇବେ ବା ଆଣ୍ଠୁ ଗଣ୍ଠି ବା ଜଏଣ୍ଟ ପେନ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହାର ପ୍ରୟୋଗ କେମିତି କରିବେ |

ଏହି ସାମଗ୍ରୀକୁ ବନାଇବା ପାଇଁ ଆପଣଙ୍କୁ ଗୋଟିଏ ସାମଗ୍ରୀର ଆବଶ୍ୟକ ତାହା ହେଉଛି ପିଜୁଳି ପତ୍ର ତେବେ ଜାଣନ୍ତୁ ଏହି ପତ୍ରର ପ୍ରୟୋଗ କେମିତି କରିବେ |ପ୍ରଥମେ ଆପଣ 8 ରୁ 10 ଟି ପିଜୁଳି ପତ୍ର ସଂଗ୍ରହ କରନ୍ତୁ ଏକ ତାଟିଆ ବା ଏକ ମୁଠା ପାଖାପାଖି ପିଜୁଳି ପତ୍ର ସଂଗ୍ରହ କରନ୍ତୁ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏହାକୁ ଗୋଟେ ଗୋଟେ ପିସ କରି ଛିଡ଼ାଇ ଦିଅନ୍ତୁ ଏବେ ଆପଣ ଶିଳି ପତା ବା ଗ୍ରାଇଣ୍ଡିଙ୍ଗ ଜଗରେ ପକାଇ ଭଲ ଭାବରେ ବାଟି ପାରିବେ |

ଏହାକୁ ବନାଇବା ପାଇଁ ଆପଣ ଏକ ପାତ୍ର ଗ୍ୟାସରେ ବନାନ୍ତୁ ଏବଂ ସେହି ପାତ୍ରରେ ଆପଣ ହାଲୁକା ଗରମ କରିଦିଅନ୍ତୁ 2 ରୁ 3 ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ହାଲୁକା ଗରମ କରିଦିଅନ୍ତୁ ଏହାକୁ ଗରମ କରିବା ପରେ ଏକ ପାତ୍ରରେ ଛାଣି ପକାନ୍ତୁ ଦେଖନ୍ତୁ ବନ୍ଧୁଗଣ ଏହି ଉପଚାର ଆପଣଙ୍କ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ |

ଏହାକୁ ଆପଣ ହାଲୁକା ଗରମ ଥିବା ଅବସ୍ଥାରେ ଗୋଡ଼ରେ ଲଗାନ୍ତୁ ଆପଣଙ୍କ ଯେଉଁ ଜାଗାରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଅଛି ଆପଣ ସେହି ଜାଗାରେ ଲଗାନ୍ତୁ ଏପରି ଆପଣଙ୍କୁ ରାତି ସାରା ଥାପିକି ରଖନ୍ତୁ ଯେପରି ଏହା ରାତି ସାରା ରହିବ ଏବଂ ଆପଣଙ୍କୁ ଆରାମ ପ୍ରଦାନ କରିବ |

Leave a Reply

Your email address will not be published. Required fields are marked *