Aadhar କାର୍ଡ ଥିଲେ ବଡ଼ ଜରୁରୀ ଖବର ,ସରକାର କଲେ ବଡ଼ ଘୋଷଣା ,ଶୀଘ୍ର ଜାଣନ୍ତୁ ନଚେତ ପଛରେ ପସ୍ତାଇ ପାରନ୍ତି

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆଧାର କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡେଟ ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି ତେବେ ଏହି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |ଏବେ ଏବେ ଆଧାର କାର୍ଡକୁ ନେଇ ଆସିଛି ଏକ ନୂଆ ଅପଡେଟ ଆଜିର ସମୟରେ ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ ଏହା ବିଭିନ୍ନ ସରକାରୀ ଯୋଜନାର ଫାଇଦା ଉଠାଇବା ପାଇଁ ମଧ୍ୟ ଏକ ଜରୁରୀ ଡକମେଣ୍ଟ ପାଲଟି ଯାଇଛି |

ତେବେ ଏହା ମଧ୍ୟରୁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ପକ୍ଷରୁ ଆଧାର କାର୍ଡ ତିଆରି କରିବା ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି |ଏବେ ଆଧାର କାର୍ଡର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବି ଏକ ନୂଆ ଟୁଇଟ ସେୟାର କରି ଦିଆଯାଇଛି ସମସ୍ତ ଆଧାର ସେବା କେନ୍ଦ୍ର ପାଇଁ ନୂଆ ମାନର ମାର୍ଗ ଦର୍ଶିକା ଜାରି କରାଯାଇଛି |

ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଠି ନଥିବ ବା ସେମାନେ ଅନ୍ୟ ପ୍ରକାରର ବିକଳାଙ୍ଗ ହୋଇଥିବେ ତେବେ ଏପରି ବ୍ୟକ୍ତିଙ୍କ ପକ୍ଷରେ ଅନ୍ୟ ଵୟୋମେଟ୍ରିକ ଡାଟାର ବ୍ୟବହାର କରାଯାଇ ଆଧାର ଜାରି କରାଯାଇଛି |ଯେଉଁ ମାନେ ଆଙ୍ଗୁଠି କିମ୍ବା ଦୁଇଟି ଯାକ ଵୟୋମେଟ୍ରିକ ଦେବାରେ ଅସମର୍ଥ ସେମାନେ ମଧ୍ୟ ଆଧାରର ନାମାଙ୍କନ କରିପାରିବେ |

ଏପରି ବ୍ୟକ୍ତିଙ୍କ କ୍ଷେତ୍ରରେ ସେମାନଙ୍କ ନାମ ,ଲିଙ୍ଗ ,ଠିକଣା ,ଜନ୍ମ ତିଥି ଏବଂ ବୟସକୁ ଵୟୋମେଟ୍ରିକ ସହିତ କ୍ୟାପଚର କରାଯାଇଛି ଏଥି ସହିତ ଆଙ୍ଗୁଠି ଦୁଇଟି ମ୍ୟାଚ ନ ହେବା ସ୍ଥିତିରେ ଗୋଟିଏ ଫୋଟ ଦିଆଯାଇଥାଏ ଓ ଆଧାର ନାମାଙ୍କନ ପକ୍ଷରେ ପର୍ଯ୍ୟା ବେକ୍ଷଣ ଏହି ନାମାଙ୍କନ ଅସାଧାରଣ ଶ୍ରେଣୀରେ ମାନ୍ୟ କରିଥାଆନ୍ତି |

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଫଳରେ ଏଣିକି ଆଧାର ତିଆରି କରିବା ପ୍ରକ୍ରିୟା ଆହୁରି ସହଜ ହୋଇଯିବ ବିଶେଷ କରି ଯେଉଁ ମାନେ ଶାରୀରିକ ଅକ୍ଷମ ଅର୍ଥାତ ହାତ କିମ୍ବା ଆଙ୍ଗୁଠି କିମ୍ବା ନାହିଁ ସେମାନଙ୍କ ପାଇଁ ଏହା ବେଶୀ ସହଜ ହୋଇଯିବ |

Leave a Reply

Your email address will not be published. Required fields are marked *