TOP 5 ଆକ୍ଟର ଯେଉଁମାନେ ବାହାଘର ପରେ ଅଲଗା ହୋଇଯାଇଛନ୍ତି ,ସବୁଠାରୁ ବେଶୀ ସୁନ୍ଦରୀ ଥିଲେ ଏହି Hero ଙ୍କ ସ୍ତ୍ରୀ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଓଲିଉଡ଼ର କେଉଁ କେଉଁ ସେଲିବ୍ରେଟି ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିବା ପରେ ପୁଣି ଥରେ ଅଲଗା ହୋଇ ଯାଇଥିଲେ |

ଆମ ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ପ୍ରିୟା ଆପଣମାନେ ବହୁତ ସାରା ଫିଲ୍ମରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବାର ଦେଖିଥିବେ ପ୍ରିୟା ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହେଲେ କୌଣସି କାରଣ ଯୋଗୁଁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ |

ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି ଅନୁଚଉଧୁରୀ ଆପଣମାନେ ଏହି ଅଭିନେତ୍ରୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଅନୁ 2006 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହେଲେ କୌଣସି କାରଣ ବଶତଃ ତାଙ୍କ ସ୍ୱାମୀଙ୍କ ଠାରୁ 2012 ମସିହାରେ ବିବାହ ବିଚ୍ଛେଦ ଘଟିଥିଲା |

ଏହା ପରେ ତିନି ନମ୍ବରରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର ଲବେ ଦଶକରେ ଓଲିଉଡ଼ରେ ରାଜ କରୁଥିଲେ ସିଦ୍ଧାନ୍ତ ଏବଂ ରଚନା ରିଲ ଲାଇଫରୁ ରିଏଲ ଲାଇଫରେ ଏକାଠି ହୋଇଥିଲେ ଏହି ଯୋଡ଼ି କିନ୍ତୁ ବିବାହର କିଛି ଦିନ ପରେ ଏମାନେ ଅଲଗା ହୋଇ ଯାଇଥିଲେ |

ଆମ ଲିଷ୍ଟରେ ଚାରି ନମ୍ବରରେ ଆସୁଛନ୍ତି ସବ୍ୟସଚୀ ସବ୍ୟ 2012 ମସିହାରେ ସୀମା ଙ୍କୁ ବାହା ହୋଇଥିଲେ ଆଉ ସୀମା ହେଉଛନ୍ତି ତାଙ୍କର ସ୍କୁଲ ଲାଇଫ ଫ୍ରେଣ୍ଡ ସେ ସୀମାଙ୍କୁ ବାହା ହେବାର କିଛି ଦିନ ପରେ ତାଙ୍କର ଝଗଡ଼ା ହୋଇଥିଲା ଆଉ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ଆଉ ତାପରେ ସବ୍ୟ 2021 ମସିହାରେ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ଅସୀମା ପଣ୍ଡା ଯାହାଙ୍କ ଗୀତ ଓଡ଼ିଶାର ସବୁ ଦର୍ଶକମାନେ ଶୁଣିଥିବେ ଅସୀମ ଦିନେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହେଲେ ତାଙ୍କ ସ୍ୱାମୀ ଏହି ଗୀତ ବୋଲିବାକୁ ଜମାରୁ ପସନ୍ଦ କରୁନଥିଲେ ସେଥିପାଇଁ ସେ ନିଜ ସ୍ୱାମୀଙ୍କୁ ଠାରୁ ଛାଡ଼ପତ୍ର ନେଇ ଯାଇଛନ୍ତି |

Leave a Reply

Your email address will not be published. Required fields are marked *