ସତ ହେଉଛି Malika, ଯାହା ଡର ଥିଲା ସେୟା ହେଉଛି ,ଏବେ ଗୋଟି ଗୋଟି କରି ସବୁ କଥା ହେଉଛି ସତ୍ୟ ,….ଜାଣନ୍ତୁ ପ୍ରମାଣ

ଦର୍ଶକବନ୍ଧୁ ମାଲିକ ଆଜି ଏମିତି କିଛି ପଦକୁ ନେଇ ଆଲୋଚନା କରିବା ଯାଉଛି କି କେଉଁ ସମୟରେ କିଘଟଣା ଘଟିବ, 2023 ରୁ 2024 ମଧ୍ୟରେ ଖାସ କରି କି ଘଟଣା ଘଟିବ | ମହାପୁରୁଷ କହିଲେ ଦ୍ବାଦିନଶ ଦୁଇରେ ସୁନାମିୟ ଆସିବ ସବୁ ନେଇଯିବ ଧୋଇ ଧଡ଼ା ବାଡ଼ ଧରି ଯିଏ ରହିଯିବ କୂଳକୁ ବିହନ ସେହି ଅର୍ଥାତ ଦ୍ବାଦିନଶ ଅର୍ଥ ହେଉଛି 22 ଆଉ 22ରେ 2 ମିସାଇଲେ ହେଉଛି 24 ଅର୍ଥାତ 2024 ରେ ଭୟଙ୍କର ସୁନାମି ଆସିବ ସବୁ ନେଇଯିବା ଧୋଇ |

ପୁଣି ନହାପୁରୁଷ କହିଲେ ଆକାଶରୁ ଅଗ୍ନି ଖସିବ ବଉଳ ଜାଳିଦେବା ମନ ମୁଣ୍ଡ ମାଳହେବ ଏସାର ଭୁବନ ଧୋଇନେଇଯିବ ଜଳ ଅର୍ଥାତ ଆକାଶରୁ ଅଗ୍ନି ବର୍ଷା ହେବ ତେବେ ଅଗ୍ନି ବହୁତ ପ୍ରକାରର ଏଥିରେ ରହିଛି | ମହାପୁରୁଷ ଯେଉଁ ଳେଖହିଛନ୍ତି ଆକାଶରୁ ଅଗ୍ନି ବର୍ଷା ହେବ ଏହାର ଅର୍ଥ ନୁହେ ଯେ ନିଆଁ ବର୍ଷା ହେବ ଉଲ୍କା ପିଣ୍ଡ ବର୍ଷା ହୋଇପାରେ ସୂର୍ଯ୍ୟଙ୍କର ପ୍ରଖର କିରଣ ସବୁକିଛି ଜାଳିଦେଇପାରେ | ଏହି ଘଟଣା ଘଟିବ ବୋଲି ମହାପୁରୁଷ କହୁଛନ୍ତି ଦର୍ଶକବନ୍ଧୁ ଏବେ ପ୍ରାକୃତିକ ବିପର୍ଯୟ ପ୍ରତିଦିନ କିଛିନା କିଛି ଘଟିଚାଲୁଛି |

ମହାପୁରୁଷ କହିଲେ ମୁଣ୍ଡ ମାଳହେବ ଏସାର ଭୁବନ ଧୋଇ ନେଇଯିବ ଜଳ, ଜାଲରୁମଧ୍ୟ ବିନାଶ ହେବ ଭୟଙ୍କର ସୁନାମି ଆସିବ କିଛିଦିନ ପୂର୍ବରୁ ହାତଟା ସାଉଦ୍ୱାର ଭୟଙ୍କର ବର୍ଷା କାରଣରୁ ରାସ୍ତାରେ ଗାଡିସବୁ ଭାସିଲା ଲୋକମାନେ ଡଙ୍ଗାରେ ଯିବାଆସିବା କଲେ ଅର୍ଥାତ ମରୁଭୂମିରେ ଯେଉଁଠି କୁତ୍ରିମ ବର୍ଷା ପଇସା ଖର୍ଚ କରି କରାଯାଏ ସେହି ସ୍ଥାନରେ ହଟାତ ବର୍ଷା କାରଣରୁ ବନ୍ୟା ସୃଷ୍ଟି ହେଲା ଇଏ କଣ ବିନାଶ ନୁହେଁ କି |

ତାପରେ ମହାପୁରୁଷ କହିଲେ ମଲା ମଲା ବୋଲି ସଭିଏଁ କହିବେ ହାତ କେହିନ ଧରିବେ ସତ ଦିନ ସତ ରାତିଯେ ଅନ୍ଧାରେ ଜନ୍ତୁଯେ ଘରେ ପସିବେ | ସାତଦିନ ସତ ରାତି ହେବ ଦର୍ଶକବନ୍ଧୁ ମହାପୁରୁଷ କହିଲେ ଏହାର ଅର୍ଥ କଣ ଏଭଳି ଏକ ପରିସ୍ଥିତି ସୃଷ୍ଟିହେବା ଯେମିତି କରନା | ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟିହେବ ସତ ଦିନ ସତ ରାତିହେବ ଘରେ ଜୀବଜନ୍ତୁ ପଶିଯିବେ ଦିନ ରାତି ହୋଇଯିବ ସେହି ସମୟରେ ଜୀବଜନ୍ତୁ ଘରେ ପଶିଯିବେ ଏହି ସବୁ 2024 ରେ ଘଟିବ ଦର୍ଶକବନ୍ଧୁ |

ଏହି କଥା ଆମେ କହୁନୁ ମହା ପୁରୁଷ ମାଲିକରେ ଯାହା ଲେଖିଦେଇଯାଇଛନ୍ତି ତାହା ଆମେ ଆପଣଙ୍କ ସମୁଖରେ ରଖୁଛୁ, ଦେଖନ୍ତୁ ଭିଡିଓ….

Leave a Reply

Your email address will not be published. Required fields are marked *