ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡ଼ିଶା ଆସୁଛନ୍ତି ରୋହିତ ,ଭୁଲି ପାରୁ ନାହାଁନ୍ତି ବିଶ୍ୱକପ ପରାଜୟର ଦୁଃଖ ବାହୁନି ବାହୁନି କାନ୍ଦୁଛନ୍ତି

ନମସ୍କାର ଦର୍ଶକବନ୍ଧୁ ଓଡିଶା ଆସିବେ ରୋହିତ ଶର୍ମା ମାନସିକ ଶାନ୍ତି ପାଇଁ କରିବେ ଜଗା ଦର୍ଶନ ବିଶ୍ୱକପ ପରାଜୟର ଦୁଃଖ ଭୁଲିବା ପାଇଁ କାଳିଆ ଦୁଆରେ ଶରଣ ନେବେ ରୋହିତ |ରୋହିତ କହୁଛନ୍ତି ମୋ ଦୁଃଖର ଗୋଟିଏ ହେଉଛି ସମାଧାନ ତାହା ହେଉଛି ପ୍ରଭୁ ଜଗନାଥଙ୍କ ଦର୍ଶନ ଗୁରୁ ଦେଇଛନ୍ତି ପରାମର୍ଶ ତେବେ ଜାଣନ୍ତୁ କେବେ ଓଡିଶା ଆସିବେ ରୋହିତ |ହଁ ଦର୍ଶକବନ୍ଧୁ ଖୁବ ଶୀଘ୍ର ଓଡିଶା ମାଟିରେ ପାଦ ରଖିବେ |

ରୋହିତ ତେବେ କୌଣସି କ୍ରିକେଟ ମ୍ୟାଚ କିମ୍ବା କୌଣସି ଅଫିସିଆଲ କାମରେ ନୁହେଁ ବରଂ ବ୍ୟକ୍ତିଗତ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଓଡିଶା ଆସୁଛନ୍ତି ରୋହିତ ଶର୍ମା ଓଡିଶା ଆସି ରୋହିତ ଶର୍ମା ପୁରୀ ଯିବେ ଏବଂ ପ୍ରଭୁ ଜଗନାଥଙ୍କ ଦର୍ଶନ କରିବେ ଆଉ ମନରେ ଥିବା ସବୁ ଗର୍ବ ଅହଂକାରକୁ କାଳିଆ ପାଦ ତଳେ ସମର୍ପଣ କରିଦେବେ |

କାରଣ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପାଖା ପାଖି ଏକ ମାସ ବିତିଗଲାଣି ଏବେ ବି କୋଟି କୋଟି ଭାରତୀୟ ମାନଙ୍କ ମନରେ ଏଭଳି ଦୁଃଖ ଯାଇ ନାହିଁ ଭଗବାନ କରନ୍ତୁ ଦର୍ଶକମାନେ ଯଦି ଏଯାଏ ଦୁଃଖରେ ଅଛନ୍ତି |

ତେବେ ସେ ଦଳରେ ମୁଖ୍ୟ ଥିବା ରୋହିତ ଶର୍ମାଙ୍କ ଅବସ୍ଥା କେମିତି ଥିବ ରୋହିତ ଶର୍ମା ଏବେ ବି ଯାଏ ସେ ପରାଜୟକୁ ଭୁଲି ପାରି ନାହାଁନ୍ତି କବାଟ କଣରେ ବସି ସେ କଥାକୁ ଝୁରି ହେଉଛନ୍ତି ସ୍ତ୍ରୀ ଏବଂ ଝିଅ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନାହାଁନ୍ତି ଆଉ ଏବେ ବି ମଧ୍ୟ ତାଙ୍କ ମୁହଁରେ ହସ ଟିକେ ଦେଖିବା ପାଇଁ ପରିବାର ଲୋକ ଅନାଇ ବସିଛନ୍ତି |

ରୋହିତଙ୍କ ମାନସିକ ସ୍ଥିତି ଏଭଳି ଥିବାରୁ ତାଙ୍କୁ ଭଗବାନଙ୍କ ଦର୍ଶନ କରିବାକୁ ପରିବାର ଲୋକେ ଏବଂ ତାଙ୍କ ଗୁରୁ କହିଛନ୍ତି କାରଣ ରୋହିତଙ୍କ ମନ ଭଲ ନରହିଲେ ଆଗକୁ ବହୁତ ମ୍ୟାଚ ହାରିବ ଭାରତ |

Leave a Reply

Your email address will not be published. Required fields are marked *