ମଙ୍ଗଳବାର ଦିନ କାହାକୁ କିଛି ନକହି ଚୁପଚାପ୍ କରିଦିଅନ୍ତୁ ଲବଙ୍ଗର ମହାଉପାୟ,ରାତାରାତି ଘରେ ହେବ ଧନର ବର୍ଷା ,ମନର ସବୁ ଇଛା ହେବ ପୂରଣ

ନମସ୍କାର ବନ୍ଧୁଗଣ ମଙ୍ଗଳବାର ଦିନ କରିଦିଅ ଲବଙ୍ଗର ପ୍ରାଚୀନ କାଳର ଏହି ମହା ଉପାୟ ଜୀବନର ସମସ୍ତ କଷ୍ଟରୁ ତୁରନ୍ତ ମୁକ୍ତି ମିଳିଯିବ ପ୍ରଭୁ ବଜରଙ୍ଗ ବାଲିଙ୍କ କୃପା ଆପଣଙ୍କୁ ପ୍ରାପ୍ତି ହେବ ଯାହା ଦ୍ୱାରା ନା କେବଳ ଆପଣଙ୍କ ଜୀବନରେ ଧନର ବର୍ଷା ବରଂ ଆପଣଙ୍କ ସମସ୍ତ ମନସ୍କାମନା ଦୂର ହୋଇଯିବ ଖୁସିରେ ଭରିଯିବ ଆପଣଙ୍କ ଘର |ମଙ୍ଗଳବାର ଦିନ ଲବଙ୍ଗର ପ୍ରୟୋଗ ଜୀବନରେ ଆପଣଙ୍କ ସବୁ ସମସ୍ୟା ଏବଂ କଷ୍ଟରୁ ମୁକ୍ତି ମିଳିବ |ଆମେ ଆପଣଙ୍କୁ ଲବଙ୍ଗ ଦ୍ୱାରା କରା ଯାଇଥିବା ଉପାୟ ବତାଇବାକୁ ଯାଉଅଛୁ ବିଶେଷ କରି ଏହାର ପ୍ରୟୋଗ ମଙ୍ଗଳବାର ଦିନ କରାଯାଇଅଥାଏ |

ତେବେ ଆଜି ଆମେ ଆପଣଙ୍କୁ ଫିଟିଙ୍ଗି ଏବଂ ଲବଙ୍ଗ ବିଷୟରରେ କହିବାକୁ ଯାଉଛୁ ଯାହା ବହୁତ ସରଳ ଉପାୟ ଅଟେ ଏହାକୁ କେବଳ ମଙ୍ଗଳବାର ଦିନ ହିଁ କରାଯାଇଥାଏ |ଖାସ କରି ମଙ୍ଗଳବାର ଦିନ ହନୁମାନ ମହାରାଜାଙ୍କୁ ଲଡୁ ଭୋଗ ଲଗା ଯାଇଥାଏ ଗୋଟିଏ କଥା ଧ୍ୟାନ ଦେବେ ହନୁମାନ ମହାରାଜ ଆପଣଙ୍କ ସାମାନ୍ୟ ପୂଜା ଦ୍ୱାରା ତୁରନ୍ତ ପ୍ରସନ୍ନ ହୋଇ ଯାଆନ୍ତି କିନ୍ତୁ ଗୋଟେ କଥା ମଧ୍ୟ କୁହାଯାଇଛି ଯେ କିଛି ଏମିତି ଭୁଲ ରହିଛି ଯାହା ଦ୍ୱାରା ହନୁମାନ ମହାରାଜ ରୁଷ୍ଟ ହୋଇଯାଆନ୍ତି |ଆଜିର ଦିନରେ ଆମେ ଆପଣଙ୍କୁ କହିବୁ ମଙ୍ଗଳବାର ଦିନ ଆପଣ କଣ ଏମିତି ଉପାୟ କରି ପାରିବେ ଯାହା ଦ୍ୱାରା ଆପଣଙ୍କୁ ହନୁମାନ ମହାରାଜାଙ୍କ ବରଦାନ ପ୍ରାପ୍ତି ହୋଇଥାଏ |ଆପଣ ସର୍ବଦା ମନେ ରଖିବେ ଯେ ଆପଣ କ୍ଷୀରରେ ବନା ଯାଇଥିବା ଲଡ଼ୁ ବା ମିଠାର ଭୋଗ ଲଗାନ୍ତୁ ନାହିଁ

ଏହା ଦ୍ୱାରା ହନୁମାନ ମହାରାଜ ରୁଷ୍ଟ ହୋଇ ଯାଆନ୍ତି ଏହି କଥା ଧ୍ୟାନ ଦେବେ ଯେବେବି ଆପଣ ହନୁମାନ ମହାରାଜଙ୍କୁ ଭୋଗ ଲଗାଇବେ ତ ବୁନ୍ଦୀ କିମ୍ବା ବେସନ ଲଡ଼ୁର ଭୋଗ ଲଗାନ୍ତୁ ଏହା ପ୍ରଭୁ ହନୁମାନଙ୍କୁ ବହୁତ ପସନ୍ଦ ହୋଇଥାଏ |ତେବେ ଆମେ ଆପଣଙ୍କୁ କହିବୁ ଯେ ମଙ୍ଗଳବାର କଣ ସେହି ମହା ଉପାୟ କରିବା ଦ୍ୱାରା ହନୁମାନ ମହାରାଜ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |ଏହି ଉପାୟ ଆପଣଙ୍କୁ ସାତୋଟି ମଙ୍ଗଳବାର ଲଗାତାର କରିବାକୁ ହେବ ଏବଂ ସାତୋଟି ସପ୍ତାହ ଆପଣ ଆମିଷ ଭୋଜନ ନ କରିବା ଉଚିତ ତେବେ ଯାଇ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ |ଆପଣ ମଙ୍ଗଳବାର ଦିନ ସକାଳୁ ଉଠି ସ୍ନାନ କରି ଏକ ଓସ୍ତ ଗଛ ପାଖକୁ ଯାଆନ୍ତୁ |

ସେଥିରୁ 7 ଟି ଓସ୍ତ ପତ୍ର ଛିଡ଼ାଇ ଆଣନ୍ତୁ ଏବଂ ସେହି ପତ୍ର ଉପରେ ଶ୍ରୀ ରାମ ଲେଖନ୍ତୁ ଏବଂ ସେହି 11 ଟି ପତ୍ରକୁ ଏକ ମାଳା ବନାନ୍ତୁ ଏବଂ କୌଣସି ବି ହନୁମାନ ମହାରାଜାଙ୍କ ମନ୍ଦିର ଯାଇ ସେହି ଓସ୍ତ ପତ୍ରର ମାଳାକୁ ହନୁମାନଙ୍କ ଉପରେ ଚଢାଇ ଦିଅନ୍ତୁ |ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କ ଯେଉଁ ବି ସମସ୍ୟା ଲାଗି ରହୁଥିଲା ତାହା ସବୁ ଦୂର ହେବାକୁ ଯାଉଛି |ଏବେ ଚାଲନ୍ତୁ ଧନ ସୁଖ ସମୃଦ୍ଧି ପ୍ରାପ୍ତି କରିବାର ଉପାୟ ମଙ୍ଗଳବାର ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କ ପାଖରେ ସୋରିଷ ତେଲର ଦୀପ ଜାଳିବାକୁ ହେବ |ଏହି ଦୀପ ଜାଳିବା ସମୟରେ ଆପଣ 11 ଥର ହନୁମାନ ଚାଳିଶାର ଦୀପ ଚଢାନ୍ତୁ ଆପଣ ଲଗାତାର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଧନ ସମ୍ବଦିତ ସମସ୍ୟା ଚାଲି ଯାଇଥାଏ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ |

ଆପଣଙ୍କ ଚାକିରୀ ସମସ୍ୟାରେ ଯଦି କିଛି ବାଧା ଆସୁଅଛି ତେବେ ଆପଣ ପାଞ୍ଚୋଟି ମଙ୍ଗଳବାର ହନୁମାନ ମନ୍ଦିର ଯାଇ ପ୍ରଭୁଙ୍କୁ ଗୋଟିଏ ନଢ଼ିଆ ଚଢେଇ ଦିଅନ୍ତୁ ଏବଂ ଅବଶ୍ୟ ତାଙ୍କୁ ଚାକିରୀ ପ୍ରାପ୍ତି ହୋଇପାରିବ |ଆପଣମାନେ ଆପଣଙ୍କ ଜୀବନରେ ବହୁତ ଉନ୍ନତି କରିବେ ଆପଣ ଗୋଟିଏ କପଡ଼ାରେ ଫିଟିକି ଏବଂ ଦୁଇଟି ଲବଙ୍ଗ ନିଅନ୍ତୁ ଏବଂ ଏହାକୁ ଏକ ନାଲି ସୂତାରେ ବାନ୍ଧି ଏକ ପୁଟୁଳି ବନେଇ ଦିଅନ୍ତୁ ଆପଣ ଏକ ସୋରିଷ ଟେଲର ଦୀପ ନିଅନ୍ତୁ କୌଣସି ବି ହନୁମାନ ମନ୍ଦିରକୁ ଯାଆନ୍ତୁ |ହନୁମାନ ମନ୍ଦିର ଯାଇ ଆପଣ ଏହି ଦୀପକୁ ପୂର୍ବ ଦିଗରେ ଚଢାଇ ଦିଅନ୍ତୁ ଏବଂ ସେଠାରେ 11 ଥର ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲାଲ ପୁଟୁଳିକି ହନୁମାନଙ୍କ ପାଦରେ ସ୍ପର୍ଶ କରି ଆପଣ ଆପଣଙ୍କ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଆପଣଙ୍କ କଷ୍ଟ ସମସ୍ୟା ଯାହାବି ସବୁ ଲାଗି ରହିଥିଲା ତାହା ସବୁ ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *