Job Card ଧାରୀଙ୍କ ପାଇଁ ଆସିଲା ବଡ଼ ଖବର ,ସରକାର ନେଲେ ବଡ଼ ପଦକ୍ଷେପ ଆପଣଙ୍କର ଥିଲେ ଶୀଘ୍ର ଦେଖନ୍ତୁ ,ନଚେତ ପଛରେ ପସ୍ତାଇବେ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଜବ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ ଆଜିକା ସମୟରେ ବହୁତ ସାରା ଲୋକମାନଙ୍କର ଜବ କାର୍ଡ ଅଛି କିନ୍ତୁ ଏବେ ଏବେ ଜବ କାର୍ଡକୁ ନେଇ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି କଣ ଆସିଛି ଅପଡେଟ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଜବ କାର୍ଡ ଏକ ବଡ଼ ସମସ୍ୟା ହୋଇଛି |

ଏହାର ମୁକାବିଲା ଲାଗି ପଦକ୍ଷେପ ମଧ୍ୟ ନିଆଯାଇଛି |2022-23 ଆର୍ଥିକ ବର୍ଷରେ ଓଡ଼ିଶାର ଏକ 1,14,333 ଜାଲ ଜବ କାର୍ଡକୁ ହଟାଇ ଦିଆଯାଇଛି ଯାହା ହେଉଛି ଦେଶର ଦ୍ୱିତୀୟ ସର୍ବାଧିକ |2021-22 ରେ ଓଡ଼ିଶାର 50,817 ନକଲି ଜବ କାର୍ଡକୁ ବାଦ ଦିଆଯାଇଥିଲା |

ଆର୍ଥିକ ବର୍ଷ ଭିତରେ ଜାଲ ଜବ କାର୍ଡ ସଂଖ୍ୟାରେ ରାଜ୍ୟରେ ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇଗଲାଣି ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଓଡ଼ିଶାରେ 98,92,000 ଜବ କାର୍ଡ ଜାରି କରାଯାଇଛି ସେଥିରୁ ସକ୍ରିୟ ଜବ କାର୍ଡର ଲକ୍ଷ ହେଉଛି 82,000 |

ସର୍ବ ଭାରତୀୟ ସ୍ତରରେ 2021-22 ରେ 3,06,994 ଜବ କାର୍ଡକୁ ବନ୍ଦ କରା ଯାଇଥିଲା 2022-23 ରେ ତାଠାରୁ ଦୁଇଗୁଣା ଅଧିକ ତାଠାରୁ ଅଧିକ ଜବ କାର୍ଡକୁ ବନ୍ଦ କରି ଦିଆଯାଇଛି ଏହି ବର୍ଷ ଉତ୍ତର ପ୍ରଦେଶରେ ସର୍ବଧିକ 2,96,000 ଜବ କାର୍ଡକୁ ବନ୍ଦ କରି ଦିଆଯାଇଛି |

Leave a Reply

Your email address will not be published. Required fields are marked *