୧ ଥର କେବଳ ଏହି ପତ୍ରର କାଢ଼ା ବନେଇ ପିଅନ୍ତୁ (ଥଣ୍ଡା,କାଶ,କଫ)ତୁରନ୍ତ ଭଲ ହୋଇଯିବ ,100 ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ ଆପଣ

ନମସ୍କାର ବନ୍ଧୁଗଣ ଯଦି ଆପଣଙ୍କୁ ଏବେ ଥଣ୍ଡା, କାଶ ସମସ୍ୟା ହୁଏ ତେବେ ତାହା ସମ୍ପୂର୍ଣ ଦୂରାହୋଇଯିବ ଏବଂ ଯଦି ବୋହୁ ଦିନରୁ ଆପଣଙ୍କ ଛାତି ବା ଗଳାରେ କଫ ରହିଅଛି ତେବେ କେବଳ ତିନିଥର ଏହି ରିମେଡିରେ ପ୍ରୟୋଗ ଆପଣଙ୍କ ଥଣ୍ଡା, କାଶ ସମସ୍ୟା ଦୂରାହୋଇଯିବ | ସାଧାରଣତ ଆମେ ଦେଖିଥାଉ ଯେ କିଛି ଲୋକମାନଙ୍କୁ ସବୁ ଋତୁରେ ଥଣ୍ଡା, କାଶ ଭଳି ରୋଗ ଧରିକି ରହିଥାଏ । ସାନ ରୁ ଆରମ୍ଭ କରି ବଡ ଯାଏ ସମସ୍ତେ ଏହାର ଶିକାର ହୋଇଥାନ୍ତି ଥଣ୍ଡା, କାଶ ଓ କଫ ଥରେ ଯଦି ଶରୀର ଭିତରୁକୁ ଆସିଥାନ୍ତି ତେବେ ସହଜରେ ଶରୀରକୁ ଛାଡି ଯାଆନ୍ତି ନାହିଁ |

ତାହାକୁ ଦୂର କରିବା ପାଇଁ ଆମେ ଅନେକ ଔଷଧର ପ୍ରୟୋଗ କରିଥାଉ କିନ୍ତୁ ତାହା କିଛି ବି ଲାଭ କରିନଥାଏ ଆଜି ଆମେ ଆପଣଙ୍କ ପାଇଁ ନେଇକି ଆସୁଛି ଆପଣଙ୍କର ବର୍ଷ ବର୍ଷ ଧରି ଥିବା ଥଣ୍ଡା, କାଶଓ କଫ ସବୁ ଦିନ ପାଇଁ ଆପଣଙ୍କ ଠାରୁ ଦୂର ହୋଇଯିବ ଏହା ଏକ ସରଳ ଘରୋଇ ଉପଚାର ଅଟେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅର୍ଥ କର୍ଚ କରିବାକୁ ପଡିନଥାଏ |

ଆପଣ ଏହି ଉପଚାରକୁ ଆପଣଙ୍କ ଘରର ସାମଗ୍ରୀ ବ୍ୟବହାର କରି କରିପାରିବେ ଆପଣଙ୍କୁ ପ୍ରଥମ ଆବଶ୍ୟକ ଜିନିଷ ହେଉଛି ପିଜୁଳି ପତ୍ର ଆପଣ ତିନୋଟି ପିଜୁଳି ପତ୍ରକୁ ଆଣି ତାହାକୁ ସଫା ପାଣିରେ ଭଲ ଭାବରେ ଧୋଇ ଗୋଟାଏ ସ୍ଥାନରେ ରଖିବେ ଯଦି ସମ୍ଭବ ହୁଏ ତେବେ କିଛି ସମୟ ପାଇଁ ପତ୍ରକୁ ପାଣିରେ ବିଜେଇ ରଖନ୍ତୁ ପିଜୁଳି ପତ୍ର ଖାଇବାକୁ କଷା ହୋଇଥାଏ |

ମାତ୍ର ଆମ ଶରୀରର ପାଇଁ ତାହା ଲାଭକାରୀ ହୋଇଥାଏ ପିଜୁଳି ଠାରୁ ପତ୍ରରେ ଅଧିକ ଔଷଧୀୟ ଗୁଣ ଭରିକି ରହିଥାଏ ପିଜୁଳି ପତ୍ରକୁ ଧୋଇସାରିଲା ପତ୍ର ମଧ୍ୟରେ ଥିବା ଡିମ୍ବ କୁ କାଡି ନିଅନ୍ତୁ ଏବେ ଆପଣ ଏକ ପତ୍ର ନେଇ ସେଥିରେ ଏକ ଗ୍କାସ ପାଣି ଢାଳି ଗ୍ୟାସ ଉପରେ ବସାନ୍ତୁ ପାଣି ଯେବେ ଫୁଟିବାକୁ ଲାଗିଥାଏ ତେବେ ପିଜୁଳି ପତ୍ରକୁ ସେଥିରେ ପକାନ୍ତୁ ଏବେ ଆମେ ଏଥିରେ ଆଉ କିଛି ଜିନିଷର ପ୍ରୟୋଗ କରିବା |

ଦୁଇଟି ଗୁଜୁରାତି, ଦୁଇଟି ଲବଙ୍ଗ, ଦୁଇଟି ଗୋଲ ମରୀଚଓ ଟିକେ ଅଧା ନେଇ ସମସ୍ତ ସାମଗ୍ରୀକୁ ଭଲରେ ବାଟି ଦିଅନ୍ତୁ ସେହି ପେଷ୍ଟ କୁ ପାଣି ପକେଇ ପାଞ୍ଚ ମିନିଟ୍ ପାଇଁ ଫୁଟାଇବାକୁ ଦେବେ ଆପଣ ପୂର୍ବରୁ ପକେଇଥିବା ଏକ ଗ୍ଳାସ ପାଣି ଅଧା ଗ୍ଳାସ ହେବା ପର୍ଯ୍ୟନ୍ତ ଫୁଟାଇବେ ଏବେ ତାହାକୁ ଗ୍ଳାସରେ ଛାଣି ନିଅନ୍ତୁ ନଖ ଉଷୁମ ଥିବା ସମୟରେ ପିଇବା ଉଚିତ୍ | ବର୍ଷ ବର୍ଷ ଆପଣଙ୍କୁ ଥଣ୍ଡା, କାଶ ଭଳି ସମସ୍ୟା ଥାଏ ତେବେ ଆପଣ ଦିନକୁ ଦୁଇ ଥର ଏହାର ସେବନ କରନ୍ତୁ ଯଦି ଆପଣଙ୍କୁ ଏବେ ଥଣ୍ଡା, କାଶ, କଫ ଦେଖାଯାଉଛି ତେବେ ଥରେ ଏହାର ସେବନ କରନ୍ତୁ |

Leave a Reply

Your email address will not be published. Required fields are marked *