Cricket : ଆଜି ଭାରତ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦ ରେ ବର୍ଷା ହେବାର ସମ୍ଭାବନା, ଆଜି ବି ଧୋଇ ନେବ ବର୍ଷା

ନମସ୍କାର ଦର୍ଶକବନ୍ଧୁ ବର୍ଷାରେ ଧୋଇନେବ ଆଜିର ଦ୍ୱିତୀୟ ଟିଟ୍ୱେଣ୍ଟି ମ୍ୟାଚ ଏମିତି ରହିଛି ଦକ୍ଷିଣ ଆଫ୍ରିକାର ପାଣିପାଗ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟିଟ୍ୱେଣ୍ଟି ଶୃଙ୍ଖଳାରେ ହେବାକୁ ଥିବା ମ୍ୟାଚ ବର୍ଷାରେ ଧୋଇ ହୋଇଯାଇଛି |ପ୍ରଥମ ଟିଟ୍ୱେଣ୍ଟିରେ ଗୋଟିଏ ବଲବି ପଡ଼ି ପାରି ନଥିଲା ସିରିଜର ଦ୍ୱିତୀୟ ମୁକାବିଲା ଡିସେମ୍ବର 12 ରେ ଆଜି St George’s Park ରେ ଖେଳାଯିବ|

କଣ ଦ୍ୱିତୀୟ ମୁକାବିଲାରେ ବର୍ଷା ସାଜିବ କି କଣ ବର୍ଷାରେ ମ୍ୟାଚ ଧୋଇଯିବ କି ଏହି ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଚି ପାଣିପାଗ ବିଭାଗ ଅନୁଯାଇ ପ୍ରଶଂସକ ମନରେ ମଧ୍ୟ ଏଥର ନିରାଶ ଜନକ ଖବର ରହିଛି |ଡର୍ବାନ ପରି ଏହି George’s Park ରେ ମଧ୍ୟ ବର୍ଷା ଭିଲିୟାନ ସାଜିପାରେ |

ଏଠାରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟିଟ୍ୱେଣ୍ଟି ମଧ୍ୟ ବର୍ଷାରେ ଧୋଇ ହୋଇଯିବାର ଆଶଙ୍କା ରହିଛି ମଙ୍ଗଳବାର ସନ୍ଧ୍ୟାରେ ବର୍ଷାର ସମ୍ଭାବନା 20 ପ୍ରତିଶତ ରହିଛି ତାପମାତ୍ରା 24 ଡିଗ୍ରୀରୁ 27 ଡିଗ୍ରୀ ସେଲସିୟସ ରହିପାରେ ଏହା ସହିତ ଆକାଶ ମେଘାଚ୍ଛନ ରହିବ ସ୍ଥାନୀୟ ସମୟ ଅନୁସାରେ ମ୍ୟାଚ ପାଞ୍ଚଟାରେ ଆରମ୍ଭ ହେବ

Leave a Reply

Your email address will not be published. Required fields are marked *