ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ଼ ଅଭିନେତ୍ରୀ ରାଜଶ୍ରୀ ,ଏହି Hero ଙ୍କୁ କଲେ ବିବାହ ,ଦେଖନ୍ତୁ ବାହାଘରର ଫୋଟ

ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ଅଭିନେତ୍ରୀ ରାଜଶ୍ରୀ ତେବେ ଦର୍ଶକବନ୍ଧୁ ଆପଣମାନେତ ରାଜଶ୍ରୀଙ୍କୁ ବେଶ ଭଲଭାବରେ ଜାଣିଥିବେ ଜିଏକି ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ମଙ୍ଗୁଳର ଭାଗ୍ୟ ସିରିଏଲରେ ଇରା ଚରିତ୍ରରେ ନଜରଆସୁଛନ୍ତି ତେବେ ସରିଯାଇଛି ଇରାଙ୍କ ବାହାଘର |

ତେବେ ଦର୍ଶକବନ୍ଧୁ ଆପଣମାନଙ୍କର ଅତିପ୍ରିୟ ଅଭିନେତ୍ରୀ ଇରାଙ୍କର ପ୍ରକୃତ ନାମ ହେଉଛି ରାଜଶ୍ରୀ ଆଚାର୍ଯ୍ୟ ତେବେ ସରିଯାଇଛି ରାଜଶ୍ରୀଙ୍କର ବାହାଘର | ତେବେ ଆପଣମାନେ ଜାଣିଥିବେକି ନିକଟରେ ସାରିଥିଲା ରାଜଶ୍ରୀ ଏବଂ ସୁରୀୟ ସିଂଙ୍କ ନିର୍ବନ୍ଧ ତେବେ ଏବେ ବର୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଏହି ଦୁଇଜଣ |

ତେବେ ଗତକାଲି ଧୁମଧାମରେ ବାହାଘର ସରିଯାଇଛି ରାଜଶ୍ରୀଙ୍କର ବାହାଘର ଏବଂ ତାଙ୍କ ବାହାଘରରେ ତାଙ୍କର ସମସ୍ତ ସାଙ୍ଗସାଥୀଙ୍କ ସହ ସାଥି କଳାକାର ମାନେ ମଜାମସ୍ତି କରିଥିବାର ନଜର ଆସିଥିଲେ | ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ରାଜଶ୍ରୀଙ୍କ ବାହାଘର ଲୁକ କିପରି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

Leave a Reply

Your email address will not be published. Required fields are marked *