ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ କି ନାହିଁ, ଜୟ ଶାହା ଦେଲେ ଏହି ପ୍ରଶ୍ନର ଉତ୍ତର ଫ୍ୟାନ ମାନେ ଶୁଣି ହୋଇଗଲେ ଆଶ୍ଚର୍ଯ୍ୟ

ନମସ୍କାର ଦର୍ଶକବନ୍ଧୁ ଟିଟ୍ୱେଣ୍ଟି ବିଶ୍ୱକପ ଖେଳିବେ କି ରୋହିତ ଶର୍ମା ଶର୍ମା ପ୍ରଶ୍ନ କରିବାରୁ ଏମିତି ଉତ୍ତର ଦେଲେ BCCI ସଚିବ ଜୟ ସାହା ଟିଟ୍ୱେଣ୍ଟି ବିଶ୍ୱକପ 2024 କୁ ଆଉ ବେଶୀ ଦିନ ବାକି ନାହିଁ |IPL ପରେ ଠିକ 2024 ରେ ବିଶ୍ୱକପ ଆରମ୍ଭ ହୋଇଯିବ ହେଲେ ବର୍ତ୍ତମାନ ଠାରୁ ବିଶ୍ୱକପ ଖେଳାଳି ଚୟନ ଚିନ୍ତା ପଡ଼ିଲାଣି ସବୁଠାରୁ ବଡ଼ କଥା ହେଉଛି କ୍ୟାପଟେନ କିଏ ହେବେ ସେନେଇ BCCI ଅଧିକ ରହିଛି |

ବିଶ୍ୱକପରେ ରୋହିତ ଶର୍ମା ଅଧିନାୟକ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସନ୍ଦେହରେ ରହିଛି ସେପଟେ ଭାରତ 2022 ଟିଟ୍ୱେଣ୍ଟି ବିଶ୍ୱକପରୁ ବିଦା ହେବା ପରେ ହାର୍ଦିକ ପାଣ୍ଡ୍ୟା ଟିଟ୍ୱେଣ୍ଟିର ଅଧିନାୟକ ହୋଇ ଆସିଛନ୍ତି ହେଲେ ଅଧିନାୟକ ହୋଇ ଗୋଟିଏ ବିଶ୍ୱକପ ଖେଳିବା ତାଙ୍କର ଅନୁଭବ ନାହିଁ |

ନୂଆ ଖେଳାଳି ମାନଙ୍କୁ ଅଧିନାୟକ ଦାୟିତ୍ୱ ଦେଲେ ଚାପ ସମ୍ଭାଳି ପାରିବେ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି |ଏପଟେ ରୋହିତ ଶର୍ମା ବିଶ୍ୱକପରେ ଟିଟ୍ୱେଣ୍ଟି ଭଳି ପ୍ରଦର୍ଶନ କରିଥିଲେ ଏବଂ ଟିମକୁ ଫାଇନାଲ ପର୍ଯ୍ୟନ୍ତ ସଫଳତାର ସହ ନେଇଥିଲେ ତେଣୁ ତାଙ୍କର ବିଶ୍ୱକପରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ଦକ୍ଷତା ରହିଛି ବୋଲି ଜଣା ପଡ଼ିଛି |

ହେଲେ ରୋହିତ ଯଦି ଟିଟ୍ୱେଣ୍ଟି ବିଶ୍ୱକପ ଖେଳିବେ ଏବଂ କ୍ୟାପଟେନ ହେବେ ତେବେ ଭାରତ ତାଙ୍କୁ ବର୍ତ୍ତମାନ ଖେଳା ଯାଉଥିବା ଟିଟ୍ୱେଣ୍ଟି ମ୍ୟାଚରେ ଉତ୍ତରିବା ଦରକାର କାରଣ 2022 ନଭେମ୍ବରରେ ଭାରତ ଇଂଲଣ୍ଡ ବିପକ୍ଷରେ ଟିଟ୍ୱେଣ୍ଟି ବିଶ୍ୱକପ ହାରିବା ପରେ ରୋହିତ ଶର୍ମା ଟିଟ୍ୱେଣ୍ଟି ଫର୍ମାଟରୁ ଦୂରେଇ ରହିଛନ୍ତି ଏପଟେ ରୋହିତ ଟିଟ୍ୱେଣ୍ଟି ବିଶ୍ୱକପ ଖେଳିବେ କି ନାହିଁ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି

Leave a Reply

Your email address will not be published. Required fields are marked *