ରାତିରେ ଏକ ଗ୍ଲାସ୍ ପିଅନ୍ତୁ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧ ,ବାତ ଏବଂ ବ୍ଲଡ଼ ପ୍ରେସର ଭଳି ଅନେକ ସମସ୍ୟା ଦୂର ହୋଇଯିବ ,120 ବର୍ଷ ବଞ୍ଚିବେ ଆପଣ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ ଏକ ଏମିତି ଚମତ୍କାର ଘରୋଇ ଉପଚାର ଦେଖାଇବୁ ଯାହା ଆପଣଙ୍କ ଶରୀରର ବାତ ପିତ ଏବଂ କଫ ଯୁକ୍ତ ଭଳି ଅନେକ ସମସ୍ୟା ଦୂର କରିଥାଏ |ପ୍ରତିଦିନ ଆପଣ ଖାଲି ପେଟରେ ଏହାକୁ ସେବନ କରିବା ପାଇଁ ହେବ ଯଦି ଆପଣ ଏହିପରି ଏହାର ସେବନ କରିବେ ତେବେ ଆପଣଙ୍କୁ ଜୀବନରେ କେବେ ଶିର ବ୍ଳାକିଙ୍ଗ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ହେବ ନାହିଁ |ଆପଣଙ୍କ ହାଡ଼ ଶକ୍ତିଶାଳୀ ହୋଇଯିବ ତିନି ଶହ ପ୍ରକାରର ରୋଗ ଆପଣଙ୍କ ଶରୀରରୁ ଭଲ ହୋଇଯିବ ଆପଣ ଅନେକ ପ୍ରକାର ରୋଗରୁ ବଞ୍ଚିକି ରହିବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢ଼ିଯିବ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିବ ଡାଇବେଟିସ ବା ମଧୁମେହକୁ କଣ୍ଟ୍ରୋଲରେ ରଖିବ |

ତେବେ ଚାଲନ୍ତୁ ଜାଣିବା ଆମେ ଏହି ଚମତ୍କାରୀ ରିମେଡୀକୁ କେମିତି ବନାଇବା ଏବଂ ଏହାର ସେବନ କେମିତି କରିବା |ବନ୍ଧୁଗଣ ଆପଣଙ୍କ ମନ ମଧ୍ୟରେ ପ୍ରଶ୍ନ ଆସୁଥିବ ଏପରି ଗୋଟିଏ ଉପଚାର ଦ୍ୱାରା ଏତେ ଗୁଡ଼ିଏ ରୋଗ କିପରି ଠିକ ହେବ ଯଦି ଆପଣ ଠିକ ଉପାୟରେ ଏହାକୁ ବନାଇ ଏହାର ସେବନ କରିବେ ତେବେ ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାର ରୋଗ ଦୂର କରିବ |ଆଜିର ଏହି ରିମେଡୀକୁ ଜଣାଇବା ଆମେ ତିନି ପ୍ରକାର ଜିନିଷର ପ୍ରୟୋଗ କରିବା ପ୍ରଥମ ସାମଗ୍ରୀ ଆପଣଙ୍କର ଆବଶ୍ୟକ ତାହା ହେଉଛି ଜିରା |

ଏହି ଜିନିଷ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରୁ ମିଳିଯିବ ଜିରା ଆପଣଙ୍କ ପେଟ ଜନିତ ସମସ୍ୟା ପାଇଁ ଏକ ପ୍ରାକୃତିକ ଉପଚାର ଅଟେ ରକ୍ତ ଅଭାବକୁ ଦୂର କରିଥାଏ ପାଚନ କ୍ରିୟାକୁ ଶକ୍ତିଶାଳୀ କରାଇଥାଏ ମୋଟା ପଣକୁ ଦୂର ହୋଇଥାଏ ଏଥିପାଇଁ ଆପଣ ଅଧା ଚାମଚ ଜିରାର ପ୍ରୟୋଗ କରନ୍ତୁ ଦ୍ୱିତୀୟ ସାମଗ୍ରୀ ତାହା ହେଉଛି ଗୋଟା ଧଣିଆ ଏହା ମୋଟାପଣକୁ ଦୂର କରିବା ପାଇଁ ଏକ ଔଷଧୀୟ ସାମଗ୍ରୀ ଅଟେ ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ |

ଏହାକୁ ଆପଣ ଅଧା ଚାମଚ ନିଅନ୍ତୁ ତୃତୀୟ ସାମଗ୍ରୀ ତାହା ହେଉଛି ପାନ ମହୁରୀ ଏହା ରକ୍ତକୁ ସଫା କରିଥାଏ ଏଥିପାଇଁ ଆପଣ ଅଧା ଚାମଚ ପାନ ମହୁରୀ ନିଅନ୍ତୁ ତେବେ ଚାଲନ୍ତୁ ଜାଣିବା ଏହାର ପ୍ରୟୋଗ କରି ଆପଣ କିପରି ରିମେଡୀ ବନାଇବେ |ଏହି ତିନୋଟି ସାମଗ୍ରୀକୁ ଆପଣ ଅଧା ଚାମଚ ଲେଖା ନେଇ ଏକ ପାତ୍ରରେ ରଖନ୍ତୁ ତାପରେ ପାଣିରେ ମିଶାଇ ଦିଅନ୍ତୁ |

ଏବେ ଆପଣ ଏହାକୁ ରାତି ସାରା ପାଣିରେ ପକାଇ ରଖନ୍ତୁ |ସକାଳେ ଆପଣ ଏହି ପାଣିକୁ ଏକ ପାତ୍ରରେ ଛାଣି ଦିଅନ୍ତୁ ତାପରେ ଆପଣ ଏହାକୁ ଗ୍ୟାସରେ ବସାଇ ଭଲ ଭାବରେ ବଏଲ କରନ୍ତୁ ତାପରେ ଆପଣ ଏହାକୁ ଛାଣି ଏହାର ସେବନ କରିପାରିବେ ଆପଣ ନିଜର ସ୍ୱାଦ ପାଇଁ ମହୁର ପ୍ରୟୋଗ କରିପାରିବେ |ଯଦି ଆପଣଙ୍କୁ ଡାଇବେଟିସ ଭଳି ସମସ୍ୟା ଅଛି ତେବେ ଆପଣ ମହୁର ପ୍ରୟୋଗ କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *