ଓଡିଶାର ସନିଲିୟନର ସମ୍ପତି ଓ ପ୍ରକୃତ ପରିବାର ବିଷୟରେ ଆପଣମାନେ କେବେ ଜାଣିଛନ୍ତି ,ସମ୍ପତ୍ତିର ମୂଲ୍ୟ ଜାଣିଲେ ହୋସ ଉଡ଼ିଯିବ

ନମସ୍କାର ବନ୍ଧୁଗଣ ୧୯୯୯ ମସିହାରେ ଜନ୍ମ ଗ୍ରହଣ କରିଥିବା ଆପଣମାନଙ୍କର ସେହି ଯାତ୍ରା ଅଭିନେତ୍ରୀ ନିଶା ମହାରଣା ତାଙ୍କର ସମ୍ପତି କେତେ ଏହା ସହିତ ତାଙ୍କର ଘର ପରିବାର ତାଙ୍କ ପର୍ସ୍ନାଲ ଲାଇଫ ସମ୍ପର୍କରେ ତାଙ୍କ ବିଷୟର କିଛି ଅଜଣା ସତ୍ୟ ଘଟଣା ଆସନ୍ତୁ ଜାଣିବା ଅନେକ ସମୟରେ ହଟ ଲୁକ ରେ ନଜର ଆସନ୍ତି ନିଶା ମହାରଣା ନିଜର ମନରେ ସେ ବିଚାର ରଖିଛନ୍ତି କି ସେ ଦ୍ଵିତୀୟ ସନିଲିଓନି ହେବେ ଓଡ଼ିଶାର |

ସେ ସନିଲିଓନିଙ୍କର ବୋହୁତ ବଡ଼ ଫ୍ୟାନ ଅଶ୍ଳୀଳ କଥା ମଧ୍ୟ କହିବାରେ ସେ କାହାଠାରୁ କମ୍ ନୁହଁନ୍ତି ତେବେ ସେହି ନିଶା ମହାରଣାଙ୍କର ସମ୍ପତ୍ତି କେତେ ତାଙ୍କର ପରିବାର ପର୍ସ୍ନାଲ ଲାଇଫ ତାଙ୍କ ଜୀବନୀ ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା | ନିଶା ମହାରଣାଙ୍କର ପରିବାର କହିଲେ ତାଙ୍କର ବାପା ମାଆ ଏବଂ ତାଙ୍କର ଜଣେ ଭାଇ ଅଛନ୍ତି କିଛିଦିନ ତଳେ ନିଶା ମହାରଣାଙ୍କ ଏହି କାର୍ଯ୍ୟକଳାପ ପାଇଁ ତାଙ୍କଠାରୁ ସେମାନେ ଦୂରେଇ ଯାଇଥିବାର ଦେଖିବାକୁ ମିଳିଛି |

ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଚର୍ଚ୍ଚା ଜୋର ଧରିଥିଲା ଏହା ସହିତ ନିଶା ମହାରଣାଙ୍କର ଅସଲି ନାମ ରହିଛି ନିଶା ମଲିକ୍ ନିଶା ମହାରଣାଙ୍କର ଜନ୍ମସ୍ଥାନ ହେଉଛି ମହାରାଷ୍ଟ୍ର ଏବଂ ସେ ମଧ୍ୟ ମହାରାଷ୍ଟ୍ରରେ ନିଜର ପାଠପଢ଼ା ଶେଷ କରିଛନ୍ତି | ତାଙ୍କର ପାଠପଢା ପ୍ରତି ଆଗ୍ରହ ନଥିଲା ତାଙ୍କର ତଥାପି ସେ +୨ କ୍ୟାରିୟର ଶେଷ କରିଛନ୍ତି ପାଠ ପଢାରେ ତାଙ୍କର ଆଗ୍ରହ ନଥିଲା ସେ ରିଲ୍ସ କରିବା ଆରମ୍ଭ କରିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କର ଅନେକ ରିଲ୍ସ ଆପଣମାନେ ଦେଖିବାକୁ ପାଇଥିବେ |

ତେବେ ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ନିଶା ମହାରଣା ତାଙ୍କର ଲୁକ୍ସ ନେଇ ସବୁଠି ଚର୍ଚ୍ଚାରେ ନିଶା ମହାରଣାଙ୍କ ଗୋଟିଏ ଯାତ୍ରା ସୋରୁ ପାଖାପାଖି ୪୦ ରୁ ୫୦ ହଜାର ଟଙ୍କା ଚାର୍ଜ କରିଥାନ୍ତି | ଏହା ସହିତ ସେ ନିଜ ସୋସିଆଲ ମିଡ଼ିଆରୁ କିଛି ଟଙ୍କା ମଧ୍ୟ ଉପର୍ଜନ କରିଥାନ୍ତି ଏହି ଟଙ୍କାରୁ ସେ ଅଧିକାଂଶ ଭାଗ ଜନ କଲ୍ୟାଣ କାର୍ଯ୍ୟରେ ଲଗାଇଥାନ୍ତି ଗରୀବ ଲୋକମାନଙ୍କର ସହଯୋଗ କରିଥାନ୍ତି ନିଶା ମହାରଣାଙ୍କ ପାଖରେ ଗୋଟିଏ କାର ରହିଛି ନିଶା ମହାରଣାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦ ଲକ୍ଷରୁ ଅଧିକ |

Leave a Reply

Your email address will not be published. Required fields are marked *