ଦ୍ୱିତୀୟ ବିବାହ କରୁଥିଲା ବାପା ପହଞ୍ଚିଗଲା ଝିଅ ଆଉ ସେହି ବେଦୀ ଉପରେ ନିଜ ବାପା ସହ ଯାହା କଲା ,ଜାଣିଲେ ଆପଣ କହିବେ ଠିକ ହେଇଚି

ନମସ୍କାର ଦର୍ଶକବନ୍ଧୁ ମୋର ଯେତେ ଟା ମନ ହେବ ମୁଁ ସେତେ ଟା ବାହା ହେବି ଆଉ ସେତେ ସ୍ତ୍ରୀ ରଖିବି ତୋର କଣ ହେଲା ଯେତିକି ଦିନ ଭଲ ପାଇବା କଥା ପାଇଲି ମୁଁ ଏବେ ଆଉ ଜଣଙ୍କୁ ଭଲ ପାଉଛି ଆଉ ତାକୁ ହିଁ ବାହା ହେବି ମତେ କିଛି କହିବାର ତୋର କୌଣସି ଅଧିକାର ନାହିଁ |ମୋ ମନ ଯାହାକୁ ହେବ ବାହା ହେବି ଦେହ ସୁଖ ନେବି ମନ ଖୁସି ହେବା ପରେ ଛାଡ଼ି ଦେବି |

ଦର୍ଶକବନ୍ଧୁ ଏହି କଥା ଆମେ କହୁ ନାହିଁ ଏହି କଥା ମନ୍ଦିର ଭିତରେ ଥିବା ବ୍ୟକ୍ତି ଜଣକ କହୁଛନ୍ତି ତେଣୁ 2010 ମସିହାରେ ଏହି ବ୍ୟକ୍ତି ଜଣକ ଜଣେ ମହିଳାଙ୍କୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ ମଧ୍ୟ ତାଙ୍କର ତିନି ତିନିଟା ଘରେ ବଢ଼ିଲା ଝିଅ ମଧ୍ୟ ଅଛନ୍ତି |

ହେଲେ ବର ବେଶରେ ସଜେଇ ହୋଇ ବେଦିରେ ବସି ବାହା ହେଉଥିଲା ବାପ ଆଉ ନିଜ ପ୍ରଥମ ସ୍ତ୍ରୀ ଏବଂ ବଢ଼ିଲା ଝିଅକୁ ଘରେ ଛାଡ଼ି ଅନ୍ୟ ଜଣେ ଯୁବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଉଥିଲା ହେଲେ ଠିକ ସେତିକି ବେଳେ ବାହାଘର ବେଦି ଉପରେ ଚଢ଼ିଗଲା ଝିଅ |

ଆଉ ସମସ୍ତଙ୍କ ସାମ୍ନାରେ ନିଜ ପାଦରୁ ଚପଲ ଖୋଲି ନିଜ ଦର ବୁଢା ବାପା କୁ ଚପଲରେ ସେକି ଦେଇଗଲା ଏପଟେ ବାପ ଭାବିଥିଲା ପ୍ରଥମ ସ୍ତ୍ରୀ କୁ ନେଇ ଖସି ଯିବ ବୋଲି ହେଲେ ଏପଟେ ଗାଁ ଲୋକେ ଏକତ୍ର ହୋଇ ବର କନ୍ୟା ଦୁହେଁଙ୍କୁ ଅଟକାଇଥିଲେ ଆଉ ତାପରେ ଯାହା ହୋଇଥିଲା ଦେଖନ୍ତୁ …ଭିଡିଓ

Leave a Reply

Your email address will not be published. Required fields are marked *