ଆଜି ବି ଜୀବିତ ଅଛନ୍ତି ପ୍ରଭୁ ହନୁମାନ 100% ପ୍ରମାଣ ,ପ୍ରଭୁଙ୍କ ଭକ୍ତ ହୋଇଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ …

ନମସ୍କାର ବନ୍ଧୁଗଣ ସଙ୍କଟ ମୋଚନ ହନୁମାନଙ୍କ ଶକ୍ତି କିଏ ଜାଣିନାହିଁ ଭଗଵାନ ହନୁମାନଙ୍କ ସହ ଜଡ଼ିତ ଆଜି କିଛି ଏମିତି ଦୃଶ୍ୟ ଦେଖିବା ଯାହା ଆଗରୁ କେବେ ଦେଖି ନଥିବେ ତେବେ ଆଜି ଆମେ ଜାଣିବା ଭଗଵାନ ହନୁମାନଙ୍କ ପୁତ୍ର କେମିତି ଜନ୍ମ ହୋଇଥିଲେ।

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଭଗଵାନ ହନୁମାନ ବାଲବ୍ରହ୍ମଚାରୀ ଥିଲେ ତଥାପି ତାଙ୍କର ଜଣେ ପୁତ୍ର ଥିଲା ଲଙ୍କାରେ ନିଆଁ ଲଗାଇବା ପରେ ଲାଙ୍ଗୁଡ଼ରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସେ ପାଖରେ ଥିଲା ସମୁଦ୍ର ଭିତରକୁ ନେଇ ପଡ଼ିଥିଲେ ଲାଙ୍ଗୁଡ଼ରୁ ନିଆଁ ଲିଭିଯିବା ପରେ ଭଗଵାନ ହନୁମାନ ଥକି ଯାଇଥିଲେ ବିଶ୍ରାମ ନେବାକୁ ବସିଥିଲେ ସେହି ସମୟରେ ଭଗଵାନ ହନୁମାନଙ୍କର ଦେହରୁ ଗୋଟିଏ ବୁନ୍ଦା ଝାଳ ବାହାରିଥିଲା ସେହି ଝାଳ ବୁନ୍ଦା ସମୁଦ୍ର ଭିତରେ ଥିବା ଏକ ମାଛ ମୁହଁରେ ଚାଲି ଯାଇଥିଲା ଯାହା ଫଳରେ ସେହି ମାଛ ଗର୍ଭବତୀ ହୋଇ ଯାଇଥିଲା ସେହି ମାଛର ଏକ ଛୁଆ ଜନ୍ମ ହୋଇଥିଲା ଯାହାର ନାମ ମକରଧ୍ବଜ ଥିଲା ମକରଧ୍ବଜର ଅଧା ଶରୀର ମାଛ ଆଉ ଅଧା ଶରୀର ମାଙ୍କଡ ପରି ଥିଲା |

ହମ୍ପିରେ ଆଜିବି ଏକ ରାମ ମନ୍ଦିର ଅଛି ସେହି ପାଖରେ ଥିବା ପାହାଡ ଆଜିବି ମାତଙ୍ଗ ପର୍ବତ ନାମରେ ଜଣା ଯାଇଥାଏ କୁହାଯାଇଥାଏ ମାତଙ୍ଗ ଋଷି ଆଶ୍ରମରେ ହିଁ ଭଗଵାନ ହନୁମାନଙ୍କ ଜନ୍ମ ହୋଇଥିଲା ଭଗଵାନ ରାମଙ୍କ ଜନ୍ମ ହେବା ପୂର୍ବରୁ ଭଗଵାନ ହନୁମାନଙ୍କ ଜନ୍ମ ହୋଇଥିଲା ଆଜିବି ଏହି ଜାଗାକୁ ସୁରକ୍ଷିତ ରଖା ହୋଇଛି ଶ୍ରୀରାମ ବି ଭଗଵାନ ହନୁମାନଙ୍କୁ ଏମିତି ବରଦାନ ଦେଇଥିଲେ ସେ ଆଗାମୀ ବ୍ରହ୍ମା ହେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥାଏ ରାମାୟଣ କାଳ ସରିବା ପରେ ଭଗଵାନ ହନୁମାନ କୁଆଡେ ଗଲେ ହନୁମାନଙ୍କୁ ଅନ୍ୟ ସଭାତ୍ୟରେ ମଧ୍ୟ ପାଇପାରିବେ |

ଚିନରେ ମଙ୍କି ଭଗଵାନ ନାମରେ ଭଗଵାନ ହନୁମାନଙ୍କୁ ମାନା ଯାଇଥାଏ ତାଙ୍କ ସଭ୍ୟତାର କିଛି ସମାନତା ଆପଣଙ୍କୁ ମିଳିଯିବ ଆମେରିକାରେ ମଧ୍ୟ ମଙ୍କୀ ଗଡ୍ ଭାବରେ ପୂଜା କରାଯାଇଥାଏ ଯେତେବେଳେ ଆମେରିକାର ଲୋକ ଖୋଜିବାକୁ ଚେଷ୍ଟା କରିଥିଲେ ସେତେବେଳେ ମଙ୍କୀ ଗଡ୍ ର ବୋହୁତ ପ୍ରମାଣ ପାଇଥିଲେ ହନୁମାନଙ୍କ ପ୍ରମାଣ କେବଳ ରାମାୟଣରେ ନିଜେ ମହାଭାରତରେ ମଧ୍ୟ ଦେଖିବାକୁ ମିଳିଥାଏ ଥରେ ହନୁମାନ ଶୋଇଥିଲେ ସେହି ସମୟରେ ଭୀମ ସେହି ବାଟ ଦେଇ ଯାଉଥିଲେ ହନୁମାନଙ୍କ ଲାଙ୍ଗୁଡ ବାଟରେ ଥିଲା ଭୀମ ଲାଙ୍ଗୁଡ ହଟେଇବା ପାଇଁ କହିଥିଲେ ହନୁମାନ କହିଥିଲେ ଯଦି ବଳ ଅଛି ତେବେ ନିଜେ ହଟାଇ ଦିଅ ଭୀମ ବୋହୁତ ଚେଷ୍ଟା କରିଥିଲେ କିନ୍ତୁ ଲାଙ୍ଗୁଡ ହଟାଇ ପାରିନଥିଲେ |

Leave a Reply

Your email address will not be published. Required fields are marked *