ପୋଷ୍ଟ ଅଫିସରେ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ଏହି ବଡ଼ ସ୍କିମ ,ଆପଣ ମଧ୍ୟ ଉଠାଇ ପାରିବେ ଏହି ଯୋଜନାର ଲାଭ ,ଜାଣନ୍ତୁ କିପରି ପାଇବେ

ନମସ୍କାର ଦର୍ଶକବନ୍ଧୁ ଡାକଘରର ସବୁଠାରୁ ଉତ୍ତମ ସ୍କିମ ଏହି ଯୋଜନା ଦ୍ବିଗୁଣିତ କରିଦେବ ଆପଣଙ୍କ ଟଙ୍କା ପାଞ୍ଚ ଲକ୍ଷ ଜମା କଲେ ମିଳିବ ଦଶ ଲକ୍ଷ ଜମା ରାଶି ଉପରେ ଦ୍ଵିଗୁଣ ମିଳିବ ଅର୍ଥ ଅର୍ଥାତ ଯଦି ଆପଣ ପାଞ୍ଚ ଲକ୍ଷ ଟଙ୍କା ଜମା କରନ୍ତି ତେବେ ରିଟର୍ଣ୍ଣରେ ମିଳିବ ଦଶ ଲକ୍ଷ ଟଙ୍କା ଏବଂ ଏଥିରେ ଆପଣ କେତେ ଟଙ୍କା ବିନିଯୋଗ କରିବେ ଏହାର କୌଣସି ସୀମା ନିର୍ଦ୍ଧାରଣ ହୋଇ ନାହିଁ |ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବରେ ବିନିଯୋଗ କରିବାର ଯୋଜନା ରଖିଛନ୍ତି |

ତେବେ ଏହି ଯୋଜନା ଆପଣଙ୍କ ପାଇଁ ବେଶ ଲାଭଦାୟକ ହେବ ଡାକଘର ଯୋଜନାର ନାଁ ହେଉଛି କିଷାନ ବିକାଶ ପାତ୍ର ଯୋଜନା ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ବିଷୟରେ ଥରେ ଜାଣିବା ଉଚିତ |କାରଣ ଏହି ସ୍କିମ ଆପଣ ରଖିଥିବା ଟଙ୍କାକୁ ଦ୍ୱିଗୁଣିତ କରିଦେବ ଡାକଘରର ଏହି ଯୋଜନା ଆପଣଙ୍କୁ ନିଶ୍ଚିତ ଫାଇଦା ଦେବ |କିଷାନ ବିକାଶ ଯୋଜନାରେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିବାକୁ ପଡ଼ିବ |

ଯାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଗୁଣିତ ହୋଇଯିବ |ବିଶେଷ କରି ଏହି ଯୋଜନା କୃଷକ ମାନଙ୍କ ପାଇଁ ଆରମ୍ଭ ହୋଇଛି ଯାହା ଫଳରେ ଏହି ଯୋଜନାର ନାଁ କିଷାନ ବିକାଶ ପାତ୍ର ଯୋଜନା ନାଁ ରଖା ଯାଇଛି |ଆପଣ ଏହି ଯୋଜନାରେ ଆପଣ ସର୍ବନିମ୍ନ 1,000 ଟଙ୍କା ବିନିଯୋଗ କରିପାରିବେ |

ଏହି ଯୋଜନାରେ ସର୍ବାଧିକ ବିନିଯୋଗ ପରିମାଣ ସ୍ଥିର ହୋଇ ନାହିଁ କିଷାନ ବିକାଶ ଯୋଜନାରେ ଆପଣ ବିନିଯୋଗ କରିଲେ 7.5 ପ୍ରତିଶତ ସୁଧ ମିଳିବ |ଏହି ଯୋଜନା 115 ମାସ ଅର୍ଥାତ ନଅ ବର୍ଷ ସାତ ମାସ ଯାଏ ଦୂରୀଭୂତ ହେବା ଯାଏ ସୂଚନା ମିଳିଛି |

ଯଦି ଆପଣ ଏହି ଯୋଜନାରେ ବିନିଯୋଗ କରନ୍ତି ତେବେ ଆପଣଙ୍କୁ 115 ମାସ ପରେ ଦୁଇ ଗୁଣିତ ହୋଇ ଦଶ ଲକ୍ଷ ଟଙ୍କା ହୋଇଯିବ |ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଡାକଘର ପରିଦର୍ଶିତା କଲେ ଜାଣିପାରିବେ ଏବଂ ତାହା ସହ ଖୁବ ସହଜରେ ମଧ୍ୟ ଖାତା ଖୋଲି ପାରିବେ

Leave a Reply

Your email address will not be published. Required fields are marked *