ଦୁବ ଘାସର 10 ଟି ଚମତ୍କାରି ଫାଇଦା ( ଗ୍ୟାସ,ମୁଣ୍ଡବିନ୍ଧା,ଗର୍ଭପାତ ) 100 ରୋଗ ମୂଳରୁ ଶେଷ ହେବ ,ବାସ କରିକି ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଡୁବଘସର ଫାଇଦା ବିଷୟରେ ହିନ୍ଦୁ ସଂକୃତିରେ ଏହାକୁ ବହୁତ ପବିତ୍ର ମାନାଯାଇଥାଏ ଯାହାକୁ ଆମେ ପୂଜାରେ ମଧ୍ୟ ବୁଆବାହାର କରିଥାଉ କିନ୍ତୁ ଅନେକ ଲୋକ ଏହାର ସ୍ୱାସ୍ଥ୍ୟଗତ ଫାଇଦା ବିଷୟରେ ଜାଣିନଥିବେ | ଡୁବାଘସର ପ୍ରୟୋଗ କେଉଁ ରୋଗରେ କିପରି କରାଯାଏ ଆସନ୍ତୁ ଜାଣିବା ଡୁବାଘସର ପ୍ରଥମ ଫାଇଦା ବିଷୟରେ ଯଦି ଆମେ ଆଲୋଚନା କରିବା ତେବେ ସକାଳୁ ସକାଳୁ ଯଦି ଆପଣ ଖାଲିପାଦରେ ଡୁବେଘାସା ଉପରେ ଚାଲିବେ ତେବେ ଏହାଦ୍ୱାରା ଆପଣଙ୍କ ଆଖିର ଉଜ୍ୱଳତା ବଢିଥାଏ ଏବଂ ସ୍ନାୟୁ ଶକ୍ତି ବଢିଥାଏ |

ଯେଉଁମାନଙ୍କର ଆଖିର ପାୱାର କମିଯାଇଛି ସେମାନେ ମନେରଖନ୍ତୁ ପ୍ରତିଦିନ କେବଳ କିଛି ସମୟ ପାଇଁ ଦୁବଘାସରେ ଚାଲନ୍ତୁ | ଏହାଛଡା କୌଣସି କାରଣରୁ ଯଦି ଆପଣଙ୍କର ଆଖି ବିନ୍ଧୁ ଅଛି ତେବେ ଆପଣଙ୍କର ଆଖି ଲାଲ ପଡିଯାଇଛି ତେବେ ଆପଣ ଦୂବରେ ପେଷ୍ଟ କରି ଏହାର ଛୋଟ ଛୋଟ ଗୁଲି କରି ତୁଳାରେ ଆଖୀଉପରେ ରଖନ୍ତୁ ଏବଂ ଆଖିରେ ପଟି ବାନ୍ଧିଦୁଅନ୍ତୁ | ଦେଖିବେ ଆପଣଙ୍କୁ ସେଥିରୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ କିନ୍ତୁ ଗୋଟିଏ କଥା ମନେରଖନ୍ତୁ ଆପଣ ଯେଉଁଠାରୁ ଡୁବଘାସା ଆଣିବେ ତାହା ଯେମିତି କୌଣସି ଆବର୍ଜନା ସ୍ଥାନରୁ ଅଣାନ୍ତୁ ନାହିଁ |

ଯଦି ଆପଣଙ୍କ ଟ୍ରେସ ଲେବୁଲ ବଢ଼ିକି ଅଛି ସର୍ବଦା ଚିନ୍ତାରେ ରହୁଛନ୍ତି ତେବେ ସେଥିପାଇଁ ମଧ୍ୟ ଡୁବାଘସା ଚମତ୍କାରୀ ଅଟେ ସେଥିପାଇଁ ଆପଣ ଦୁବ ଘାସକୁ ବାଟି ତାହାର ପେଷ୍ଟ ବନାନ୍ତୁ ଏବେ ଆପଣ ଏହି ପେଷ୍ଟକୁ ନେଇ ନିଜ ପାଦରେ ଲଗାନ୍ତୁ | ଏହି ଉପାୟ କରିକି ଦେଖନ୍ତୁ ଦେଖିବେ ଆପଣଙ୍କର ଯେଉଁ ଟ୍ରେସ ବା ଆପଣ ଯେଉଁ ଚିନ୍ତାରେ ରହୁଛନ୍ତି ତାହା ସମ୍ପୂର୍ଣ ଭାବରେ ଦୂର ହୋଇଯିବ |

ଯଦି ଆପାଣାଣକୁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ରହୁଅଛି ତେବେ ସେଥିପାଇଁ ମଧ୍ୟ ଆପଣ ଦୁବ ଘାସର ପ୍ରୟୋଗ କରିପାରିବେ ସେଥିପାଇଁ ଆପଣ ଅଳପ ଡୁବେଘାସକୁ ବାଟି ତାହାର ପେଷ୍ଟ ବନାନ୍ତୁ ଏବେ ଆପଣ ସେଥିରେ ଅଳ୍ପ ଚୁନ ମିଶାନ୍ତୁ ଏବଂ ରହକୁ ଭଲଭର ମିଶେଇ ଏହାକୁ ନିଜ କପାଳରେ ଲଗାନ୍ତୁ ଦେଖିବେ ଆପଣଙ୍କର ମୁଣ୍ଡ ବିନ୍ଧାଭଳି ସମସ୍ୟା ଠିକ ହୋଇଯିବ |

Leave a Reply

Your email address will not be published. Required fields are marked *