Film ଇଣ୍ଡଷ୍ଟ୍ରି ପାଇଁ ଆସିଲା ବହୁତ ବଡ଼ ଦୁଃଖଦ ଖବର ,ଆରପାରିର ଏହି ଲୋକପ୍ରିୟ ଅଭିନେତ୍ରୀ ଶୋକରେ ବୁଡ଼ିଗଲା ପୁରା ଚଳଚ୍ଚିତ୍ର ଜଗତ

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କର ଦେ-ହା-ନ୍ତ ହୋଇଛି |ତାଙ୍କର ଦେ-ହା-ନ୍ତ ଖବର ପାଇଁ ପ୍ରଶଂସକ ମାନେ ଗଭୀର ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି |

ତାଙ୍କୁ ଏହି ଫିଲ୍ମ ସୁଶାନ୍ତଙ୍କ ଜେଜେମା ଭୂମିକାରେ ଦେଖିବାକୁ ମିଳିଥିଲା |ୱେଭ ଭଳି ପରିସ୍ଥିତିରେ ତାଙ୍କ ବିୟୋଗରେ ପ୍ରଶଂସକ ମାନଙ୍କୁ ଏକ ବଡ଼ ଝଟକା ଲାଗିଛି |କହିବାକୁ ଗଲେ ଏହି ଅଭିନେତ୍ରୀଙ୍କ ମୃ-ତ୍ୟୁ-ର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ |

କୁହାଯାଉଛି ଯେ ସେ କେରଳର ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତର ଖାନାରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରୁ ଏକ ବହୁତ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି |ତେଣୁ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଦେ-ହା-ନ୍ତ ହୋଇଛି |

ଏହି ମାଲାୟାଲାମ ଅଭିନେତ୍ରୀ ଆର ଶୁଭଲକ୍ଷ୍ମୀ ବର୍ତ୍ତମାନ ଦୁନିଆକୁ ବିଦାୟ ଦେଇଛନ୍ତି ତାଙ୍କ ପର ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିବା ସହିତ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *