ନୂଆ ଭୋଟର ଆଇଡି କାର୍ଡ ନ ଥିଲେ ଶୀଘ୍ର କରନ୍ତୁ ଏହି କାମ , ମାତ୍ର ପନ୍ଦର ଦିନରେ ମିଳିଯିବ ଆପଣଙ୍କ Card ,ଏପରି କରନ୍ତୁ ଆବେଦନ

ନମସ୍କାର ଦର୍ଶକବନ୍ଧୁ ଆଜିକା ସମୟରେ ସମସ୍ତଙ୍କ ପାଖରେ ଭୋଟର ଆଇଡି କାର୍ଡ ରହିଛି ତେବେ ଯାହା ପାଖରେ ଭୋଟର ଆଇଡି କାର୍ଡ ନାହିଁ ସେମାନେ ବର୍ତ୍ତମାନ ଚାହିଁଲେ ନୂଆ ଆବେଦନ କରାଇ ଦେଇପାରିବେ |ଏବେ ଏବେ ଭୋଟର ଆଇଡି କାର୍ଡକୁ ନେଇ ବହୁତ ବଡ଼ ଅପଡେଟ ଆସିଛି କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଇନଫର୍ମେଶନ ଆମେ ଦେଇଦେବୁ |ଆସନ୍ତା ସାଧାରଣ ନିର୍ବାଚନ 2024 ନିମନ୍ତେ ଭୋଟର ତାଲିକାର ସଂଶୋଧନ ମାଧ୍ୟମ ଡିସେମ୍ବର 9 ତାରିକ ପର୍ଯ୍ୟନ୍ତ ଚାଲୁ ରହିବ |

ଏହି ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ନୂତନ ଭୋଟର ଭାବରେ ପୁଞ୍ଜି କରଣ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ସାଚନ ସଚିବ ନିକୁଞ୍ଜ ବିହାରୀ ଦଳ ସୂଚନା ଦେଇ ଜଣାଇଛନ୍ତି ଯେ ଯାହା କି ବର୍ତ୍ତମାନ ଭୋଟର ଆଇଡି କାର୍ଡ ସଂଶୋଧନ ପ୍ରକ୍ରିୟା ନୂଆ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି |

ଯାହାକି ଡିସେମ୍ବର 4 ତାରିକ ସୁଦ୍ଧା ଚାଲୁ ହୋଇଥାଆନ୍ତା ତେବେ ଏହା 9 ତାରିକ ପର୍ଯ୍ୟନ୍ତ ଚାଲୁ ରହିବ |ଯଦି ଆପଣ ଚାହୁଁଛନ୍ତି ନୂଆ ଆବେଦନ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣଙ୍କ ଭୋଟର ଆଇଡି କାର୍ଡରେ କିଛି ବି ଜିନିଷ ଭୁଲ ଅଛି ଆପଣ ତାଙ୍କୁ ଚାହିଁଲେ ସଂଶୋଧନ କରିପାରିବେ |

ବର୍ତ୍ତମାନ ନଭେମ୍ବର 5,11 ,19 ଏବଂ 25 ତାରିକରେ ରାଜ୍ୟର ସମସ୍ତ ସ୍କୁଲରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |ସ୍ୱତନ୍ତ୍ର ଅଭିଯାନ ଦିବସ ଗୁଡ଼ିକରେ ଯଦି କୌଣସି ଭୋଟର ତ୍ରୁଟି ସଂଶୋଧନ ଭୋଟର ତାଲିକାରେ ଯୋଗ |

ଅବା ଭୋଟର ତାଲିକାରୁ ବାଦ ଦେବା ନିମନ୍ତେ ଫର୍ମ ଦାଖଲ କରି ନାହାଁନ୍ତି ତେବେ ଆପଣ ଡିସେମ୍ବର 9 ତାରିକ ସୁଦ୍ଧା ଭୋଟର ହେଲ୍ପ ଲାଇନ ଆପ ଦ୍ୱାରା ଭୋଟର କର୍ମଚାରୀଙ୍କ ଅଧୀନରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି |

Leave a Reply

Your email address will not be published. Required fields are marked *