ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଫୁଲ ଓ ଜାଣନ୍ତୁ ଭଗବାନ ଆପଣଙ୍କ ଭବିଷ୍ୟତକୁ ନେଇ କଣ ଭାବିଛନ୍ତି

ନମସ୍କାର ବନ୍ଧୁଗଣ ଏହି ଦୁଇଟି ପଦ୍ମ ଫୁଲ ଦେଖୁଛନ୍ତି ଯାହାକି ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ | ବନ୍ଧୁଗଣ ଆପଣ ଦେଖିପାରୁଥିବେ ଦୁଇଟି ଫୁଲ ଏବଂ ଦୁଇ ସଂଖ୍ୟା ଦିଆଯାଇଛି ସେଥିରୁ ଆପଣଙ୍କ ପସନ୍ଦର ସଂଖ୍ୟା କିମ୍ବା ଫୁଲ ବାଛନ୍ତୁ ଆଉ ଜଣାନ୍ତୁ ବର୍ତମାନର ସମୟ ଆଗରୁ କଣ ଚାଲିଥିଲା ଆଗକୁ କିପରି ରହିବ କଣ କଲେ ସୁଖ ସମୃଦ୍ଧି ଆସିଯିବ ଏବଂ ଭାବନା ଆପଣଙ୍କ ପାଇଁ ଆଗକୁ କଣ ରଖିଛନ୍ତି ସବୁକିଛି ଜାଣିପାରିବେ | ତେବେ ଦର୍ଶକ ବନ୍ଧୁ ଆପଣମାନେ ବଛିଶସାରିବେନି…

ପ୍ରଥମେ ଧଳା ଫୁଲ – ଯଦି ଆପଣ ଧଳା ଫୁଲ ବାଛିଛନ୍ତି ବା 1 ନମ୍ବର ସଂଖ୍ୟା କୁ ବାଛିଛନ୍ତି ବର୍ତମାନ ଆପଣ ଅକ୍ରର୍ମା ଭଳି ସମୟ ଅତିଭାଇତ କରୁଥିଲେ ଯେଉଁମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରିଯିବାର ଅବସ୍ଥା ଦେଖିସାରିଲେଣି ଆପଣଙ୍କ ସହ ଯୋଗାଯୋଗନକରିବାକୁ ରାସ୍ତା ସେମାନେ ପରିସ୍କାର କରୁଛନ୍ତି | ଅବଶ୍ୟ ସେମାନଙ୍କ ସହ ଆପଣ ସହଜରେ ଆପଣ ହାତମିଶେଇ ପାରନ୍ତି କିନ୍ତୁ ସାବଧାନ ରୁହନ୍ତୁ ସଦା ସର୍ବଦା ସତର୍କତାରେ ରୁହନ୍ତୁ ଏହା ଛଡା ଆପଣଙ୍କର ଏକ ପ୍ରିୟ ଯିବ ଅଛି ତାହାପାଇଁ ଆପଣ ବହୁତ ସମୟରେ ଚିନ୍ତାରେ ପଡିଯାଉଛନ୍ତି |

ବର୍ତମାନ ଆପଣଙ୍କ ଭାଗ୍ୟ ଯୋଗ ହିଁ ଏପାରିଥିଲା କଣ କରିବା ଏବେ ଚିନ୍ତାପରିହାର କରନ୍ତୁ ପ୍ରତ ସନ୍ଧ୍ୟାରେ ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରଟିକୁ ପ୍ରତିଦିନ 11 ଥର ଜପକରନ୍ତୁ ଦେଖିବେ ଆପଣଙ୍କ ଜୀବନର ଅନେକ ଶୁଭ ପରିବର୍ତନ ଆସିଯିବ ଫଳ ଆପଣଙ୍କ ପାଇଁ ସୁଫଳ ରହିବ | ଆପଣଙ୍କ ଜବନରେ ଚାଲିଥିବା ସମସ୍ୟା କୌଣସି ଦିଗରୁ ଆଉ ଆସିବନାହିଁ ସେହି ସବୁ ସମସ୍ୟା ଚାଲିଯିବ | ଆପଣଙ୍କ ଯାହାବି କିଛି ଚୀନ ରହିଅଛି ପାରିବାରିକ ଚିନ୍ତା ହେଉ ତାହା ସବୁ ଦୂର ହୋଇଯିବ |

ଦୁତୀୟା ଫୁଲ ବିଷୟରେ ଜାଣିବା – ଯଦି ଆପଣ ଏହି ଦ୍ଵିତୀୟ ଫୁଲଟିକୁ ବାଛିଛନ୍ତି ତେବେ ବର୍ତମାନ ଆପଣଙ୍କ କାର୍ଯ୍ୟର ସୁଫଳ ହେଏବାର ସମ୍ଭାବନା ପୁଣି ତାର ଫଳ ବିପରୀତ ଏପରି ଦୁଃଖରେ ପଡି ଆପଣଙ୍କ ମୁଣ୍ଡ ଖରାପ ହେବ | ବର୍ତମାନ ଆପଣ ଆପଣଙ୍କ ସନ୍ନମାନ ବଞ୍ଚେଇ ପାରୁନାହାନ୍ତି ଆପଣ ଯେତେ ସତର୍କ ହେଲେ ମଧ୍ୟ ଲୋକେ ଆପଣଙ୍କୁ ଅସୁବିଧାରେ ପକେଇଦେଉଛନ୍ତି ପୁଣି ଆପଣବି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଯାଉଛନ୍ତି ସେକଥା ଚିନ୍ତା କରିଲା ବେଳକୁ କାର୍ଯ୍ୟର ଅସଫଳତା ଦେଖା ଦେଉଛି ଆପଣ ପୁଣି ଘୋର ଚିନ୍ତାରେ ମଧ୍ୟ ପଡୁଛନ୍ତି |

ବର୍ତମାନ ଆପଣଙ୍କ ଭାଗ୍ୟ ଦଶା ନଡମ୍ବର ମାଧ୍ୟମ ତେବେ ଆପଣଙ୍କୁ 6ଦିନି ଯାଏ ଅପେକ୍ଷା କରିବାକ ପଡିବ ଏହା ଫଳରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ତାପରେ ପାରିବାରିକ ଶାନ୍ତି ମଧ୍ୟ ମିଳିବ ଆପଣ ପୂର୍ବଜନ୍ମର ଫଳଭୋଗ କରୁଥିଲେ ବର୍ତମାନ ତାହା ଶେଷ ହେବାର ସମୟ ଆସୁଅଛି ଠାକୁରଙ୍କୁ ଡାକନ୍ତୁ ଭଗବାନ ଆପଣଙ୍କର ମଙ୍ଗଳ କରିବେ | ଗ୍ରହମାନେ ଆପଣଙ୍କ ବିପକ୍ଷରେ ଯାଇ ଆପଣଙ୍କୁ ଖୁବ ବିପଦଗାମୀ କରିଦେଇଛନ୍ତି ବର୍ତମାନ ଆପଣ ଶତୃମାନଙ୍କ ଦ୍ୱାରା ପରାଜୟ ଲାଭ କରୁଛନ୍ତି |

Leave a Reply

Your email address will not be published. Required fields are marked *