ଚାଷୀ ଭାଇ ମାନଙ୍କ ପାଇଁ ବଡ଼ ଘୋଷଣା ,ଏହି ଦିନ ମିଳିବ ପିଏମ କିଷାନ ଯୋଜନାର ଆଗାମୀ କିସ୍ତିର ଟଙ୍କା ,ଆସିଗଲା ନୂଆ ଲିଷ୍ଟ ଶୀଘ୍ର ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ପିଏମ କିଷାନ ଯୋଜନା ଅଧୀନରେ ଆସିଗଲା ଆସିଗଲା ବଡ଼ ଖୁସି ଖବର ଜାରି ହେଲା ଏଥିରେ ଆଉ କିଛି ନୂଆ ଲିଷ୍ଟ ପୁଣି ମିଳିବାକୁ ଯାଉଛି ଆପଣଙ୍କୁ ଆଗାମୀ କିସ୍ତିର ଟଙ୍କା ତେବେ କେଉଁ ମାନଙ୍କୁ ମିଳିବ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଯାହା ଆମେ ଡିଟେଲସ ଜାଣିବା |

କିଷାନ ଯୋଜନାରେ ଆପଣ ମଧ୍ୟ ନୂତନ ଆବେଦନ କରିପାରିବେ |ପ୍ରଥମେ ଆପଣ ଚାହିଁଲେ ପିଏମ କିଷାନ ଯୋଜନାର ଯେଉଁ ୱେବସାଇଟ ରହିଛି ତାକୁ ଆପଣ ଭିଜିଟ କରିପାରିବେ |ଆପଣ ସେଥିରେ ସ୍କାନ କରି E -kyc କରିପାରିବେ ଷ୍ଟାଟସ ଅପଡେଟ କରିପାରିବେ |

ପିଏମ କିଷାନ ମୋବାଇଲରେ ମଧ୍ୟ ଅପଡେଟ କରିପାରିବେ |ଆଉ ଯଦି ଆପଣ ନୂଆ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ଦେଖନ୍ତୁ ନୂଆ ଫାର୍ମର ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ଆପଣ ଯେ କୌଣସି ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ |

ତେବେ ଏହି ଯେଉଁ 16 ତମ କିସ୍ତି ମିଳିବ ଏଥିରେ କିଛି ନୂଆ ଲୋକଙ୍କ ନାଁ ଆସି ଯାଇଛି ଆପଣ ବେନିଫେସିଆରି ଲିଷ୍ଟରେ ଚାହିଁଲେ ନାଁ ଦେଖିପାରିବେ |

Leave a Reply

Your email address will not be published. Required fields are marked *