Ajira anuchinta :କେଉଁ ସ୍ୱାମୀ ପାଇଁ ସ୍ତ୍ରୀ ସାରା ଜୀବନ କାନ୍ଦିଥାଏ ,ମହିଳା ମାନେ ଜାଣି ରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଏବଂ ସ୍ତ୍ରୀ ଲୋକଙ୍କ ସନ୍ତାନ ଆଜ୍ଞାକାରୀ ହୋଇଥାଏ ସେମାନେ ନିଜ ଜୀବନରେ ଭାଗ୍ୟବାନ ଏବଂ ଧନଵାନ ସ୍ୱଭାବର ହୋଇଥାଆନ୍ତି |ଯେଉଁ ମହିଳାଙ୍କର ଦାନ୍ତ ଏକ ସମାନ ହୋଇଥାଏ ଏବଂ କଣ୍ଠ କୋଇଲି ପରି ସୁମଧୁର ପରି ହୋଇଥାଏ ସେମାନେ ଅତ୍ୟନ୍ତ ମହା ଭାଗ୍ୟଶାଳୀ ମହିଳା ହୋଇଥାଆନ୍ତି |

ଯେଉଁ ମହିଳା ଏବଂ ପୁରୁଷ ମାନଙ୍କ ଆଙ୍ଗୁଳିରେ କଳାଜାଇ ରହିଥାଏ ତେବେ ସେମାନେ ବହୁତ ଭାଗ୍ୟଶାଳୀ ସ୍ୱଭାବର ହୋଇଥାଆନ୍ତି ଏବଂ ଶୀଘ୍ର ସଫଳତା ପାଇଥାଆନ୍ତି |ଯେଉଁ ପୁରୁଷ ଓ ମହିଳାଙ୍କର ମଥା ଚଉଡ଼ା ହୋଇଥାଏ ମୁହଁ ଗୋଲ ଓ ଆଖି ସୁନ୍ଦର ହୋଇଥାଏ |

ସେମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାଆନ୍ତି ଏବଂ ଭାଗ୍ୟଶାଳୀ ସ୍ୱଭାବର ହୋଇଥାଆନ୍ତି ଯେଉଁ ପୁରୁଷ ଏବଂ ମହିଳା ମାନକ ପେଟ ଅଧିକ ପେଟ ଦେଖା ଯାଇଥାଏ ସେମାନଙ୍କ ସେମାନେ ଅଧିକ ପରିମାଣରେ ଭୋଜନ କରିଥାଆନ୍ତି ଏବଂ ସର୍ବଦା ସେମାନଙ୍କ ସମସ୍ୟାର ସମୁଖିନ୍ନ ହୋଇଥାଆନ୍ତି |

ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ଉପରକୁ ହାତ ଉଠାଇଥାଏ ତେବେ ତାକୁ ଈଶ୍ୱର କେବେ କ୍ଷମା କରନ୍ତି ନାହିଁ କାରଣ ସ୍ୱାମୀ ହେଉଛି ସ୍ତ୍ରୀ ର ଅର୍ଦ୍ଧାଙ୍ଗିନୀ |ଯେଉଁ ମହିଳା ମାନଙ୍କ ଦାନ୍ତ ଅତି ବଡ଼ ବଡ଼ ସେହି ମହିଳା ମାନେ ଭାରି ରାଗି ସ୍ୱଭାବର ହୋଇଥାଆନ୍ତି ଯେଉଁ ମହିଳା ମାନଙ୍କ ଓଠ ଲାଲ ପରି ହୋଇଥାଏ ସେହି ମହିଳା ସୁଖ ଶାନ୍ତି ବୈଭବ ପାଇଥାଆନ୍ତି |

Leave a Reply

Your email address will not be published. Required fields are marked *