ପଡିଆ ମଝିରେ କାନ୍ଦୁଥିଲେ ସାମୀ ଲୁହ ପୋଛିବାକୁ ତାଙ୍କ ପାଖରେ କେହି ନଥିଲେ ,ଏପରି କହି ଭୋ ଭୋ ହୋଇ କାନ୍ଦିଥିଲେ ସାମୀ ….

ମ୍ୟାଚ ହାରିବା ପାରେ ନିଜ ସ୍ତ୍ରୀକୁ ଏମିତି କିଛି କହିଲେ ମହମ୍ମଦ ସାମି ଆଉ ହାରିବା ପାରେ ନିଜ ସ୍ତ୍ରୀକୁ ନେଇ ଯାହା କିଛି ଭାବିଥିଲେ ତାର ଓଲଟା ହୋଇଗଲା ବୋଲି କହୁଛନ୍ତି ମହମ୍ମଦ ସାମୀ ଯାହା ଏବେ ସବୁଠି ଚର୍ଚ୍ଚା ହେଉଛି। ମୁଁ ଭାବିଥିଲି ତମେ ନିଶ୍ଚିୟ ଆସିବ ମୁଁ ଭାବିଥିଲି ପଡିଆ ଉପରେ ମୋତେ ଭଲ ଖେଳିବା ପାଇଁ ଉତ୍ସାଇତ କରିବ ।ମୁଁ ଭାବିଥିଲି ୱିକେଟ ନେଲା ପାରେ ତମେ ତାଳି ମାରି ହସିବ କିନ୍ତୁ ତମେ ଏତେ ଜଲ୍ଦୀ ବଦଳିଜିବ ମୁଁ କେବେ ଭାବିନଥିଲେ

ମୋର ସବୁ ଯେମିତି ଆଶା ଅଧା ରହିଗଲା ମୁଁ ଭାବିଥିଲି ସମସ୍ତଙ୍କ ପରି ତମେବି ଆସିବ ଆଉ ଖେଳ ମଝିରେ ମୁଁ ଯେତେବେଳେ ବିଶ୍ବାସ ହରେଇ ବସିବି ତମେ ସେତେବେଳେ ତମ ମୁହଁରୁ ମୋ ନା ସୁଣିଦେଲେ ଯେମିତି ମୁଁ ପୁଣି ଥରେ ସାହସ କରି ଆଗକୁ ଚାଲିଆସିବି କିନ୍ତୁ ନା ତମେ ଏମିତି କଣ ପାଇଁ କରିଦେଲ । ଏପଟେ ବିଶ୍ଵକପ ପାଇଁ ସବୁ ଭାରତୀୟଙ୍କ ମନରେ କେତେ ଆଶା ଦେଖିବାକୁ ମିଳିଥିଲା |

ଆଉ ତାହାଭିତରେ ମୁଁ ବି ଭାବିଥିଲି ଆଉ କେହି ନ ରହିଲେ ନାହିଁ ତମେ ମୋ ସାଙ୍ଗରେ ରହିବ ଆଉ ମୋ ଖେଳ ଶେଷ ପର୍ଯ୍ୟନ୍ତ ତମେ ମୋତେ ଭରଷା ଦେବ ଆଉ ତୁମରି ମୁହଁକୁ ଚାହିଁ ଚାହିଁ ମୁଁ ସବୁ କିଛି ଆପଣେଇନେବି। ହେଲେ ହୁଏତ ତମେ ମୋ ପାଇଁ ଏମିତି କେବେ ମୋ ପାଇଁ ଚିନ୍ତା କରିନଥିଲ |

ନା ମୁଁ ତୁମପାଇଁ ସେତିକି ଜରୁରି ନଥିଲି ଯାହା ପଇଁ ତମେ ମୋତେ ଏମିତି ଏକୁଟିଆ କରିଦେଲ । ହଁ ଦର୍ଶକ ବାନ୍ଦୁ ଏହି କଥା ଭାରତୀୟ କ୍ରିକେଟର ଧୃତଗାମୀ ବୋଲର ମହମ୍ମଦ ସାମୀଙ୍କର ମନରେ ଥିବା ସବୁ ଆଶା ଏବେ ଭାଙ୍ଗି ମାଟିରେ ମିଶିଯାଇଛି ।

ବିଶ୍ଵକପକୁ ହାସଲ କରିବା ପାଇଁ ଦେଖୁ ଥିବା ସ୍ବପ୍ନ ଯେମିତି କହି ମୁହୂର୍ତ୍ତରେ ଭାଙ୍ଗିଗଲା କିନ୍ତୁ ଏତେ ଦୁଃଖ ଭିତରେ ତାଙ୍କୁ ଅଧିକ କଷ୍ଟ ଦେଇଛି ତାଙ୍କ ଧର୍ମ ପତ୍ନୀଙ୍କ ଅନୁପସ୍ଥିତି । ଆଉ ଯେଉଁ କାରଣ ପାଇଁ ଆଜି ବେଶୀ ଭାଙ୍ଗି ପଡିଛନ୍ତି ମହମ୍ମଦ ସାମୀ ।

Leave a Reply

Your email address will not be published. Required fields are marked *