ନମସ୍କାର ଦର୍ଶକବନ୍ଧୁ କଣ ଆପଣମାନେ ଭାରତର ଏମିତି ରହସ୍ୟମୟ ଶିବ ମନ୍ଦିର ଦେଖିଛନ୍ତି ଯେଉଁ ମନ୍ଦିର ଦିନରେ ଦୁଇଥର ଗାଏବ ହୋଇ ଯାଇଥାଏ ଏହି ମନ୍ଦିର ଆଖି ସାମ୍ନାରେ ଗାଏବ ହୋଇ ଯାଇଥାଏ ଏବଂ ଅଚାନକ ସାମ୍ନାକୁ ଆସି ଯାଇଥାଏ |ଆଜି ଆମେ ଜାଣିବା ଗୁଜୁରାଟର ସ୍ତମ୍ଭସ୍ୱର ମନ୍ଦିର ବିଷୟରେ ଏମିତି ରହସ୍ୟମୟ ମନ୍ଦିର ଦେଖିବାକୁ ଲକ୍ଷ ଲକ୍ଷ ଲୋକମାନଙ୍କ ଭିଡ଼ ଲାଗି ରହିଥାଏ ଚାଲନ୍ତୁ ଜାଣିବା ମନ୍ଦିର ଗାଏବ ହୋଇଯିବାର ସମ୍ପୂର୍ଣ୍ଣ ରହସ୍ୟ |ବନ୍ଧୁଗଣ ଆମ ଭାରତ ବର୍ଷରେ ଏମିତି କିଛି ମନ୍ଦିର ରହିଅଛି ଯାହାକୁ ସ୍ତମ୍ଭେସ୍ୱର ମନ୍ଦିର ସମସ୍ତ ମନ୍ଦିର ଠାରୁ ଅନ୍ୟତମ |
ଏହି ମନ୍ଦିର ଦିନରେ ଦୁଇଥର ଗାଏବ ହୋଇ ଯାଇଥାଏ ଲାଗିଥାଏ ଯେମିତି ଏହି ଜାଗାରେ କୌଣସି ମନ୍ଦିର ନାହିଁ ପୁଣି କିଛି ସମୟ ପରେ ଆସି ଯାଇଥାଏ ଏହି ରହସ୍ୟମୟ ମନ୍ଦିର ଗୁଜୁରାଟର କାଭିକାମ୍ବୋଇ ଗାଁ ରେ ରହିଅଛି ସ୍ତମ୍ଭେସ୍ୱର ମହାଦେବ ମନ୍ଦିର ବରୋଦାରେ 40 ମାଇଲ ଦୂରରେ ଥିବା ଆରବସାଗର କୂଳରେ ଅବସ୍ଥିତ |ଏହି ମନ୍ଦିରର ସନ୍ଧାନ ଆଜିକୁ ପ୍ରାୟ 150 ବର୍ଷ ପୂର୍ବେ କରା ଯାଇଥିଲା |କୁହାଯାଏ ଯେ ଏହି ମନ୍ଦିରକୁ ଭଗବାନ କାର୍ତ୍ତିକ ବନାଇଥିଲେ |
ଏହି ମନ୍ଦିରର ଉଚ୍ଚତା 4 ଫୁଟ ଓ ଚଉଡ଼ା ଦୁଇ ଫୁଟ |ଏହି ମନ୍ଦିରକୁ ଦେଖିବା ପାଇଁ ଦୂର ଦୁରାନ୍ତରରୁ ଶ୍ରଦ୍ଧାଳୁ ଆସି ଥାଆନ୍ତି ମନ୍ଦିର ନିର୍ମଣାର କିଛି ରହସ୍ୟମୟ କଥା ସ୍କନ୍ଦ ପୁରାଣ ଅନୁସାରେ ତାଡ଼କାସୁର ରାକ୍ଷସ ଘୋର ତପସ୍ୟା କରି ଶିବଙ୍କୁ ପ୍ରସନ୍ନ କରିଥିଲା |ଯେତେବେଳେ ଭଗବାନ ଶିବ ପ୍ରକଟ ହୋଇଥିଲା ସେତେବେଳେ ତାଡ଼କାସୁର ବର ମାଗିଥିଲେ ତାକୁ କେହି ମାରିପାରିବେ ନାହିଁ |ଭଗବାନ କହିଥିଲେ ଏହା ଅସମ୍ଭବ ତାପରେ କହିଥିଲା ମତେ କେବଳ ଆପଣଙ୍କ ପୁତ୍ର ହିଁ ମାରିପାରିବ ଆଉ କେହି ମାରିପାରିବେ ନାହିଁ |
ଶିବଙ୍କ ବରଦାନ ପରେ ତାଡ଼କାସୁର ତିନି ଲୋକରେ ଆତଙ୍କ ସୃଷ୍ଟି କରିଥିଲା ତାର ଆତଙ୍କରେ ଦେବୀ ଦେବତା ଭୟଙ୍କର ହୋଇ ଯାଇଥିଲେ ଶେଷରେ ମହାଦେବଙ୍କ ପାଖରେ ପହଁଚି ଥିଲେ |ତାଡ଼କାସ୍ୱରର ଆତଙ୍କରେ ମୁକ୍ତି ଦେବା ପାଇଁ ଭଗବାନ ଶିବ ତାଙ୍କ ତେଜରୁ କାର୍ତ୍ତିକଙ୍କୁ ସୃଷ୍ଟି କରିଥିଲେ |ଛଅଦିନର କାର୍ତ୍ତିକ ତାଡ଼କସୁରର ବଦ୍ଧ କରି ଦେଇଥିଲା |
ଯେତେବେଳେ କାର୍ତିକକୁ ଜଣା ପଡ଼ିଥିଲା ତାଡ଼କାସ୍ୱର ଶିବଙ୍କ ଭକ୍ତ ସେ ଚିନ୍ତାରେ ପଡ଼ି ଯାଇଥିଲେ |ତାପରେ ଦେବତାଙ୍କ ଅନୁମତିରେ ମହାସାଗର ସଙ୍ଘମ ତୀର୍ଥରେ ବିଶ୍ୱ ନନ୍ଦ ସ୍ତମ୍ବ ସ୍ଥାପନ କରିଥିଲେ |ତାପରେ ଯାଇ ଭଗବାନ ଶିବଙ୍କ ମନ ଶାନ୍ତ ହୋଇଥିଲା ଭଗବାନ ଶିବ ନିଜେ ଆସି ରହିଥିଲେ ସେହି ସମୟରୁ ଏହି ତୀର୍ଥ ସ୍ଥାନର ନାମ ସ୍ତମ୍ବସ୍ୱର ରହିଛି |