ଚଳଚ୍ଚିତ୍ର ଜଗତ ପାଇଁ ଆସିଲା ବଡ଼ ଦୁଃଖଦ ଖବର ,ଆରପାରିରେ ଏହି ଲୋକପ୍ରିୟ କଳାକାର ,ସିନେମା ଜଗତରେ ଖେଳିଗଲା ଶୋକର ଲହରୀ

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହାକି ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି |ତେବେ ମୃ-ତ୍ୟୁ ବେଳକୁ ତାଙ୍କ ପାଖାପାଖି 57 ବର୍ଷ ବୟସ ହୋଇଥିଲା |

ଚାହା ପିଉଥିବା ସମୟରେ ହଟାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଲୋକ ପ୍ରିୟ ନିର୍ଦେଶକ ସଞ୍ଜୟ ଗଡ଼ବିନ୍ଦଙ୍କ ଦେ-ହା-ନ୍ତ ଯୋଗୁଁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି |ତାଙ୍କର ଏହି ଦୁନିଆରୁ ବିଦା ଚଳଚ୍ଚିତ୍ର ଜଗତ ପାଇଁ ବହୁତ କ୍ଷତି ଚଳଚ୍ଚିତ୍ର ସହିତ ତାଙ୍କର ନିର୍ଦେଶକ ଡେବ୍ୟୁ କରିଥିଲେ |

ଏହି ଫିଲ୍ମ ନୋଟିସରେ ଆସୁ ନଥିଲା ଏହି ଫିଲ୍ମର ନାମ ଥିଲା ତୁ ମୋ ଭତା ଯେଉଁଥିରେ ଅର୍ଜୁନ ଏବଂ ରବିନା ତଣ୍ଡନ ମୁଖ୍ୟ ଭୂମିକାରେ ଥିଲେ |ତେବେ ସ୍ୱଳ୍ପ ବଜେଟ ଯେଉଁ ଫିଲ୍ମ ଅଟକି ଯାଇଥିଲା 2004 ରେ ସଞ୍ଜୟ ପ୍ରଥମ ଥର ପାଇଁ ଲୋକପ୍ରିୟତା ହାସଲ କରିଥିଲେ |

ସେ ଆକ୍ସନ ଟ୍ରିଲାର ଚଳଚ୍ଚିତ୍ର ଫିଲ୍ମରେ ନିର୍ଦେଶନା ଦେଇଥିଲେ ତେବେ ସଞ୍ଜୟଙ୍କ ହାର୍ଟ ଆଟାକରେ ଗତ କାଲି ପରଲୋକ ହୋଇଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଘର ପରିବାରରେ ଶୋକର ଲହରୀ ଖେଳି ଯାଇଛି

Leave a Reply

Your email address will not be published. Required fields are marked *