ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ଏକ ଏମିତି ଘରୋଇ ଉପଚାର ବିଷୟରେ ଯାହାର ସେବନ କରିବା ଦ୍ଵାରା ଆପଣଙ୍କର କାସଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ କେମିତି ଏହାକୁ ସେବନ କରିବେ । ଏହି ଉପଚାରକୁ ବନେଇବା ପାଇଁ ପ୍ରଥମ ସାମଗ୍ରୀ ନେବାକୁ ପଡ଼ିବ ଅଦା ଅଦା ସମସ୍ତଙ୍କ ରୋଷେଇରୁ ସହଜରେ ମିଳିଜୀବ ପ୍ରଥମେ ସେହି ଆଦର ଚୋପା ଛଡ଼ାଇଦିଅନ୍ତୁ |
ଆଉ ଟକୁ ସରୁ ସରୁ କରି କାଟିଦିଅନ୍ତୁ ଦ୍ଵିତୀୟ ସାମଗ୍ରୀ ହେଲା ଲବଙ୍ଗ ଫୁଲ ଲାଗିଥିବା ଲବଙ୍ଗ ୪ରୁ ୫ଟି ନିଅନ୍ତୁ ତୃତୀୟ ସମଗ୍ରିହେଲ ଗୋଲମରିଚ ଏହାକୁ ୧୦ଟି ନିଅନ୍ତୁ । ତେବେ ଏହି ୩ଟି ସାମଗ୍ରୀ ଏଥିପାଇଁ ଆବଶ୍ୟକ ତେବେ ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତି । ପ୍ରଥମେ ଆପଣା ଏକ ତାୱା ଗ୍ୟାସ ଉପରେ ବସାନ୍ତୁ ତାପରେ ସେହି ତାୱାରେ ଗୋଲମରିଚ ଓ ଲବଙ୍ଗ ଭାଜନ୍ତୁ ଏହାକୁ ଆପଣ ସେତେପର୍ଯ୍ୟନ୍ତ ଭାଜନ୍ତୁ ଯେପର୍ଯ୍ୟନ୍ତ ଏହା କଳା ନପଡ଼ିଯିବ |
ସେତେ ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ ତାପରେ ଏହାକୁ ଏକ ପାତ୍ରରେ ବାହରକରିଦିଅନ୍ତି ତାପରେ ଗ୍ୟାସ ବନ୍ଦକରି କଟା ହୋଇଥିବା ଅଦାକୁ ସେହି ଗରମଥିବା ଗ୍ୟାସ ରେ ପକେଇ ସେକି ଦିଅନ୍ତୁ ତାପରେ ସେହି ଅଦାକୁ ଏକ ପାତ୍ରକୁ କଡ଼ିଦିଆନ୍ତୁ ଏହାପରେ ଗୋଲମରିଚ ଓ ଲବଙ୍ଗକୁ ଭଳଭରେ କୁଟିନିଅନ୍ତୁ ଆଉ ଅଦାକୁ ମଧ୍ଯ ସେହି ପରି କୁଟିନିଆନ୍ତୁ । ଏବେ ଏହାକୁ କିପରି ସେବନ କରିବେ |
ଆସନ୍ତୁ ଜାଣିନେବା ବନ୍ଧୁଗଣ ଏବେ ଗୁଣ୍ଡ ହୋଇଥିବା ଗୋଲମରିଚ ସହିତ ଏକ ଚାମଚ ମୋହୁ ମିଶାନ୍ତୁ ମନେରଖନ୍ତୁ ଯଦି ଆପଣା ଏହାକୁ ୧ବର୍ଷରୁ ୮ବର୍ଷର ଛୁଆକୁ କୁହାଇବାକୁ ଚାହୁଛନ୍ତି ତେବେ ଆପଣ ଗୋଲମରିଚ ଅଳ୍ପ ବ୍ୟବହାର କରି ଛୁଆଙ୍କୁ ଚଟେଇଦିଅନ୍ତୁ ଦେଖି ବେ ଭୟଙ୍କରୁ ଭୟଙ୍କର କାଶ ଦୂର ହୋଇଯିବ।
ଆଉ ଯଦି ଆପଣ ବଡ଼ଲୋକଙ୍କ ଖୁଆଇବା କୁ ଚାହିଁଛନ୍ତି ତେବେ ଆପଣ କରିଥିବା ଗୁଣ୍ଡରୁ ଅଧା ଚାମଚ ନିଅନ୍ତୁ ଆଉ ସେଥିରେ ଆପଣ ଏକ ଚାମୁଚ ମହୁ ମିଶାନ୍ତୁ ଏବେ ଅପଣ ସେଥିରେ ପୁର୍ବରୁ ପ୍ରସ୍ତୁତ କରିଥିବା ଅଦା ଚ୍ଛେଚାର ରସ ମିଶାନ୍ତୁ ଏବେ ଆପଣ ଏହାକ ଭଲ ଭାବରେ ମିଶେଇ ସେବନ କରନ୍ତୁ ଦେଖିବେ ଆପଣଙ୍କର ଭୟଙ୍କର କାଶରୁ ମୁକ୍ତି ପାଇଯିବେ।