ଆଜିର ରାଶିଫଳ 2023 ନଭେମ୍ବର 21 ମଙ୍ଗଳବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି ଦିନଟି ଭଲରେ କଟିବ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । କ୍ୟାରିୟର କୁ ଆଗକୁ ନେବା ପାଇଁ ଦିନଟି ବହୁତ୍ ଭଲ ରହିଛି । ରୋଜଗାର ରେ ବୃଦ୍ଧି ହେବ । ପରିବାରରେ ଖୁସି ଲାଗି ରହିବ। ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ବୃଷ ରାଶି -ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଧନ ଲାଭ ର ଯୋଗ ରହିଛି । ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଉଚ୍ଚସମ୍ମାନ ର ଅଧିକାରୀ ହେବେ ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ ରାଶି -ମାନ ହାନି ହୋଇ ପାରେ । ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତି ଙ୍କ ମଧ୍ୟ ରେ ପାରିବାରିକ କଳହ ଲାଗି ରହିବ । ଛାତ୍ର ଛାତ୍ରୀ ମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କର୍କଟ ରାଶି -ଉଚ୍ଚ ପଦପଦବୀ ରେ ସମ୍ମାନିତ ହେବେ । ରାଜନୀତି ରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ରେ ଦୃଢ଼ତା ଆସିବ । ଅଟକିଥିବା କାର୍ଯ୍ୟ ଶେଷ ହେବ । ଭ୍ରମଣ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳ ହେବେ ।

ସିଂହ ରାଶି -ଦିନଟି ବହୁତ୍ ଭଲ ରହିଛି । ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ । ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ । ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ । ବୈବାହିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନଙ୍କର ଭ୍ରମଣ ଯୋଗ ରହିଛି ।

କନ୍ୟା ରାଶି -କର୍ମକ୍ଷେତ୍ରରେ ପ୍ରଶଂସା ର ପାତ୍ର ହେବେ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ ।ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳି ପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିଆନ୍ତିବତ୍ୟାନ୍ତ ଶୁଭ ରହିଛି ।

ତୁଳା ରାଶି -ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ ।ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଚାକିରିରେ ଉନ୍ନତି ଯୋଗ ରହିଛି। ସଭା ରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କ ରେ ଖୁସି ଖବର ମିଳିବ । ଛାତ୍ର ଛାତ୍ରୀ ମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।

ବିଛା ରାଶି -ଦିନଟି ବହୁତ୍ ଭଲ ରେ କଟିବ । ସେବା ପୂଜା ରେ ମନୋ ନିବେଶ କରିବେ । ଚାକିରି ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାମାନ୍ୟ ରହିବ । ବ୍ୟବସାୟ ରେ ଧୀର ପ୍ରଗତି ହେବ । ବନ୍ଧୁ ଙ୍କ ସହ ଭ୍ରମଣ ଯୋଗ ରହିଛି ।ନୂଆ ସଂପତ୍ତି କ୍ରୟ କରିବେ ।

ଧନୁ ରାଶି -ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଭଲ ଫଳ ଦେବ ।ଧାର୍ମିକ କାର୍ଯ୍ୟ ରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି ।ଆୟ ର ଯୋଗ ରହିଛି ।କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

ମକର ରାଶି -ବାକି ଥିବା କାର୍ଯ୍ୟ ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ ।ପରୋପକାର କରି ଖୁସି ଅନୁଭବ କରିବେ ।ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ ।ପରିବାରରେ ଶୁଭ କର୍ମ ହେବ । ବ୍ୟବସାୟୀ ମାନେ ଲାଭବାନ ହେବେ ।

କୁମ୍ଭ ରାଶି -ଦିନଟିରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ। ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିବେ ।ଛାତ୍ର ଛାତ୍ରୀ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ମୀନ ରାଶି -ଏକାଦଶ ଚନ୍ଦ୍ର କାଳ ଭୋଗ ହେଉଥିବାରୁ ଭାଗ୍ୟ ର ସାଥ ମିଳିବ । ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତି ରେ ନୂଆ ଆଶା ଦେଖା ଦେବ । ମିତ୍ର ଙ୍କ ସହ ଭ୍ରମଣ ରେ ଯାଇ ପାରନ୍ତି । ବ୍ୟବସାୟ ରେ ଅଧିକ ଲାଭ ମିଳିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ ।

Leave a Reply

Your email address will not be published. Required fields are marked *