ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ନାମର ପ୍ରଥମ ଅକ୍ଷର P ଏବଂ ନାମର ପ୍ରଥମ ଅକ୍ଷର B ଥିଲେ କେଉଁ ନାମଟି ଅଧିକ ଶ୍ରେଷ୍ଠ ହୋଇଥାଏ ଏବଂ ଏମାନଙ୍କ ଜୀବନରେ କେଉଁ ମାନେ ଅଧିକ ଧନୀ ଅଧିକ ଶିକ୍ଷିତ ଓ ବହୁତ ଚତୁର ହୋଇଥାଆନ୍ତି କେଉଁ ମାନେ ଶୀଘ୍ର ସଫଳତା ଲାଭ କରିଥାଆନ୍ତି |ନାମର ପ୍ରଥମ ଅକ୍ଷର P ଏବଂ B ଏହି ଦୁଇ ନାମ ଭିତରୁ କେଉଁ ନାମଟିକୁ ଅଧିକ ଶ୍ରେଷ୍ଠ ବିଚାର କରାଯାଏ ବିଷୟଟିକୁ ସମ୍ପୂର୍ଣ୍ଣ ଯାଏ ଦେଖନ୍ତୁ ଜାଣିପାରିବେ |
ପ୍ରଥମେ ଆସନ୍ତୁ ଜାଣିବା ନାମର ପ୍ରଥମ ଅକ୍ଷର B ଥିଲେ ଆପଣ କିପରି ବ୍ୟକ୍ତି ଅଟନ୍ତି |B ନାମର ଥିବା ବ୍ୟକ୍ତିମାନେ ବହୁତ ସୁନ୍ଦର ଆକର୍ଷକ ଓ ଏମାନଙ୍କ ଆଖି ମୁନିଆ ଟାଇପର ହୋଇଥାଏ B ନାମର ଲୋକମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ ଲାଗି ଥାଆନ୍ତି ଏହି ନାମ ଧାରୀ ବ୍ୟକ୍ତି କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ହୋଇନଥାନ୍ତି ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବା ପାଇଁ ପସନ୍ଦ ଆସିଥାଏ ଏମାନେ ନିଜ ରାସ୍ତା ତିଆରି କରିଥାଆନ୍ତି ଏମାନେ କୌଣସି ବ୍ୟକ୍ତିକୁ ସହଜରେ ବିଶ୍ୱାସ କରନ୍ତି ନାହିଁ ଯାହାକୁ ବିଶ୍ୱାସ କରିଥାଆନ୍ତି ସେମାନେ ସାଙ୍ଗରେ ସାଥି ହୋଇ ରହିଥାଆନ୍ତି |ଏହି ନାମର ବ୍ୟକ୍ତିମାନେ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଥାଆନ୍ତି |ଏହି ପ୍ରକାର ନାମ ଥିବା ବ୍ୟକ୍ତି ମାନେ ଅଧିକ ଭାବୁକ ସ୍ୱଭାବର ହୋଇଥାଆନ୍ତି ଏଥିପାଇଁ ଏମାନେ ଶୀଘ୍ର ହିଁ ଭଲ ପାଇ ବସନ୍ତି | ଏମାନେ ଭଲ ପାଇବା ପୂର୍ବରୁ ନିଜ ସାଥୀର ସ୍ଵଭାଵ ଏବଂ ଗୁଣ ବିଷୟରେ ଭଲ ସେ ପରୀକ୍ଷା କରିଥାଆନ୍ତି |
ଏବେ ଆସନ୍ତୁ ଜାଣିବା ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର P ଅଛି ଅଙ୍କ ଜ୍ୟୋତିଷ ଅନୁସାରେ ଏହି ଅକ୍ଷର ଅଙ୍କ 7 ର ପ୍ରଭାବରେ ଆସିଥାଏ ଯଦି କୌଣସି ପୁଅ କିମ୍ବା ଝିଅଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଏପରି ବ୍ୟକ୍ତି ଦେଶ ,ଦୁନିଆ ,ଘର ଏବଂ ପରିବାର ସମସ୍ତଙ୍କ ଦାୟିତ୍ୱ ନେବା ଭଳି ବ୍ୟକ୍ତି ହୋଇଥାଆନ୍ତି |ଏମାନେ ସର୍ବଦା ଦୟାଳୁ ପ୍ରକୃତିର ହୋଇଥାଆନ୍ତି |ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ସାହାଯ୍ୟ କରିଥାଆନ୍ତି |ଏହି ଅକ୍ଷର ଥିବା ବ୍ୟକ୍ତି ମାନେ ପରୋପକାର ଭାବନା ଅଧିକ ରହିଥାଏ ଘର ପରିବାର ବନ୍ଧୁ ବାନ୍ଧବ ମାନଙ୍କ ସମସ୍ତଙ୍କର ଧ୍ୟାନ ରଖିଥାଆନ୍ତି |ପ୍ରତ୍ୟକ କାମକୁ ଗୁରୁତ୍ୱର ସହିତ କରିଥାଆନ୍ତି |ଏମାନଙ୍କ ପାଇଁ ନିଜ ମାନ ସମ୍ମାନ ଅଧିକ ବଡ଼ ହୋଇଥାଏ ଯେଉଁଥିପାଇଁ ଏମାନେ କିଛି ବି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି