ନମସ୍କାର ଦର୍ଶକବନ୍ଧୁ ସ୍କୁଲ ଶିକ୍ଷାରେ ହେଲେ ବଡ଼ ପରିବର୍ତ୍ତନ ଏନେଇ ଆସି ସାରିଛି କିଛି ନୂଆ ଅପଡେଟ ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର |ଭାରତର ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT )ସ୍କୁଲ ଶିକ୍ଷାରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି |ନେସନାଲ ସିଲାବସ ଏବଂ ଟିଚିଙ୍ଗ ଲର୍ଣ୍ଣିଙ୍ଗ ମ୍ୟାଟେରିଆଲ କମିଟି (NSTC )ମାଧ୍ୟମରେ ମାଇକେଲ ଡିନୋଙ୍କ ଅଧ୍ୟକ୍ଷତାରେ ଏକ 35 ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଛି |
ଏନଏମସିର ଗାଇଡ଼ ଲାଇନ ମୁତାବକ ଏମବିବିଏସ ଛାତ୍ର ଛାତ୍ରୀ ମାନେ ରୋଗୀଙ୍କ ସହ ଭଲ ବ୍ୟବହାର କଲେ ସେମାନଙ୍କୁ ମାର୍କ ଦିଆଯିବ ପାଠ ପଢା କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କୁ ଏନେଇ ଟ୍ରେନିଙ୍ଗ ଦିଆଯିବ |ନିକଟରେ ଏନଏମସି ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଥିଲା ମେଡିକାଲ ଛାତ୍ର ଛାତ୍ରୀଙ୍କ ବ୍ୟବହାରକୁ ସୁଧାରିବା ଲକ୍ଷରେ ଉତ୍ତରାଖଣ୍ଡ ହଲଦ୍ୱାନି ମେଡିକାଲ କଲେଜ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି |
କଲେଜର ନିଷ୍ପତି ଅନୁଯାଇ ପ୍ରଫେସର ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଙ୍ଗ ଦେବେ |ଛାତ୍ର ଛାତ୍ରୀ ମାନେ ଜୀବନରେ କେମିତି ଜଣେ ଜଣେ ଭଲ ମଣିଷ ହୋଇପାରିବେ ସେହି ଉଦେଶ୍ୟରେ କଲେଜ ମ୍ୟାନେଜମେଣ୍ଟ ଏହି ନିଷ୍ପତି ଗ୍ରହଣ କରାଯାଇଛି |ଏମବିବିଏସ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ପାଠ ପଢା ସମୟରେ ପ୍ରାଥମିକ ଉପଚାର ସମ୍ବଦିତ ସବୁ କିଛି ଶିଖି ଥାଆନ୍ତି |
ସେଥିରେ ଟାଙ୍କି ଲଗାଇବା ,ରକ୍ତ ଚାପ ମାପିବା ,ଜୀବନ ରକ୍ଷାକରି ଟେକ୍ନୋଲୋଜି ସମେତ ଅନେକ ଚିକିତ୍ସା ସାମିଲ ରହିଛି |ତେଣୁ ଜଣେ ଭଲ ଡାକ୍ତର ହେଲେ ବ୍ୟବହାର ମଧ୍ୟ ନମ୍ର ହେବ ହେବ ତେଣୁ ଏହାକୁ ନେଇ ଏନଏମଏସି ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି |