ଓଡ଼ିଶାରେ ପାଞ୍ଚୋଟି ପ୍ରସିଦ୍ଧ ଶିବ ମନ୍ଦିର ଏହି ମନ୍ଦିରକୁ ଯିବା ପାଇଁ ଭକ୍ତ ମାନଙ୍କ ଲାଗିଥାଏ ହଜାର ଭିଡ଼ ଭିଡ଼ ,ପ୍ରଭୁ ଏଠାରେ ରହିଥାଆନ୍ତି ବିରାଜ ମାନ

ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ମନ୍ଦିର ମାଳିନୀ ରାଜ୍ୟ ଭାବରେ ସାରା ଭାରତରେ ପରିଚିତ ଓଡ଼ିଶାରେ ବହୁତ ଗୁଡ଼ିଏ ମନ୍ଦିର ରହିଛି କିନ୍ତୁ ଆଜିର ବିଷୟରେ ଆମେ ଜାଣିବା ପାଞ୍ଚୋଟି ପ୍ରସିଦ୍ଧ ଶିବ ମନ୍ଦିର ଓ ତାର ରହସ୍ୟ ଯେତେବେଳେ ଆମେ ଓଡ଼ିଶାରେ ରହୁଛନ୍ତି ଏହା ନିଶ୍ଚିତ ଜାଣିବା କଥା |

ନମ୍ବର 1 ଲିଙ୍ଗରାଜ ମନ୍ଦିର ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଭିତରେ ଭୁବନେଶ୍ୱରର ଲିଙ୍ଗ ରାଜ ମନ୍ଦିର ଆସିଥାଏ ଏହି ମନ୍ଦିର ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର ଏହି ମନ୍ଦିରର ଉଚ୍ଚତା 180 ଫୁଟ |ଏହି ମନ୍ଦିର ପାଖାପାଖି 1000 ଏଡିର ମନ୍ଦିର ମାନେ ଏହା ଏକାଦଶ ଶତାବ୍ଦୀର ମନ୍ଦିର ଏହି ମନ୍ଦିରକୁ ଯଯାତ କେଶରୀ ,ଲଲାଟ କେଶରୀ ,ଅନନ୍ତ କେଶରୀ ଏହି ମନ୍ଦିର ନିର୍ମାଣ କରିଛନ୍ତି |

ନମ୍ବର 2 ପଞ୍ଚ ଲିଙ୍ଗେଶ୍ୱର ମନ୍ଦିର ବାଲେଶ୍ୱର ଜିଲ୍ଲାରେ ଥିବା ଏହି ମନ୍ଦିର ପ୍ରସିଦ୍ଧ ଶିବ ମନ୍ଦିର କୁହାଯାଏ ଯେ ଏହି ମନ୍ଦିରରେ ପାଞ୍ଚୋଟି ଶିବ ଲିଙ୍ଗ ରହିଅଛି ନୀଳଗିରି ପର୍ବତ ଠାରୁ ମାତ୍ର 10 କିଲୋମିଟର ଦୂରରେ ରହିଛି ଦେବଗିରି ପର୍ବତ ଏହି ପର୍ବତ ଉପରେ ପ୍ରାକୃତିକ ପରିବେଶରେ ପୂଜା ପାଉଛନ୍ତି ବାବା ପଞ୍ଚ ଲିଙ୍ଗେଶ୍ୱର |ମନ୍ଦିରରେ ମଣି ନାଗେଶ୍ୱର ,ବାଣେସ୍ୱର ,ଗଡ଼ ଗଡ଼େ ସ୍ୱର ,ଖଜୁରୀ ସ୍ୱର ,ବାଡ଼େଶ୍ୱର ଏହି ପାଞ୍ଚ ଲିଙ୍ଗ ପୂଜା ପାଇଥାଆନ୍ତି |

ନମ୍ବର 3 ହୁମା ବକ୍ର ମନ୍ଦିର ସମ୍ବଲପୁର ଠାରୁ 23 କିଲୋମିଟର ଦୂରରେ ରହିଛି ଏହି ଶିବ ମନ୍ଦିର ଏହି ମନ୍ଦିର ସବୁ ମନ୍ଦିର ଠାରୁ ନିଆଁରା ଯେତେ ମନ୍ଦିର ଅଛି ସବୁ ମନ୍ଦିର ସିଧା ହୋଇ ଛିଡ଼ା ହୋଇଛି କିନ୍ତୁ ଏହି ମନ୍ଦିର ଗୋଟେ ସାଇଡକୁ ବଙ୍କା ହୋଇ ରହିଛି ଭକ୍ତ ଦୂର ଦୁରାନ୍ତରରୁ ଦର୍ଶନ କରିବା ପାଇଁ ଆସିଥାଆନ୍ତି |

ନମ୍ବର 4 କପିଳାସ ମନ୍ଦିର ଏହି ମନ୍ଦିର ଢେଙ୍କାନାଳ ଜିଲ୍ଲାରେ ରହିଅଛି ଏହି ଜିଲ୍ଲାର 26 କିଲୋମିଟର ଦୂରରେ ରହିଛି ଏହି ମନ୍ଦିର କପିଳାସ ମନ୍ଦିର ସମୁଦ୍ର ପତନ ଠାରୁ ପ୍ରାୟ 2000 ଫୁଟ ଉପରେ ଅବସ୍ତିତ ଏହି ମନ୍ଦିରର ଉଚ୍ଚତା 60 ଫୁଟ ମନ୍ଦିରକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି ଗୋଟିଏ 1352 ପାହାଚ ରହିଛି ଓ ଆଉ ଗୋଟିଏ ରାସ୍ତା ବାର ବାଙ୍କୀ ଏହି ଦୁଇ ରାସ୍ତା ମାଧ୍ୟମରେ ଆପଣ ପହଁଞ୍ଚି ପାରିବେ |

ନମ୍ବର 5 ଗୁପ୍ତେଶ୍ୱର ମନ୍ଦିର ଏହି ମନ୍ଦିର କୋରାପୁଟ ଜିଲ୍ଲାରେ ରହିଅଛି ଜୟପୁର ଠାରୁ ପ୍ରାୟ 55 କିଲୋମିଟର ଦୂରରେ ରହିଛି ଏହି ମନ୍ଦିର ଏହାର ମୁଖ୍ୟ ଆକର୍ଷଣ ବିଶାଳ ଶିବ ଲିଙ୍ଗ ଭକ୍ତ ଦୂର ଦୁରାନ୍ତରରୁ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି |

Leave a Reply

Your email address will not be published. Required fields are marked *