ସେଦିନ ଚତୁର୍ଥୀ ରାତିରେ ଘଟିଲା ଏମିତି ଏକ ଘଟଣା ସନ୍ଦେହୀ ପୁରୁଷ ଶୁଣିବା ମନା, ଚତୁର୍ଥୀ ରାତିରେ ସ୍ୱାମୀ ଦେଖିଲା ସ୍ତ୍ରୀର ପେଟ ଫିଲାଇଛି ଆଉ ସ୍ତ୍ରୀ ଗର୍ଭବତୀ ଅଛି, ବୁଝି ପାରୁଥିଲା ସ୍ୱାମୀ ଆଉ କାହାର ପ୍ରେମିକାକୁ ବାହା ହୋଇଯାଇଛି ହାତଟା ସ୍ତ୍ରୀ କହିଲା ମୋତେ ମେଡିକାଲ ନିଅ ମୁଁ ମା ହେବି | ଚତୁର୍ଥୀ ରାତିରେ ସ୍ତ୍ରୀ ସହ ରୋମାନ୍ସ କରିବାକୁ ବିଚରା ସ୍ୱାମୀ କେତେ ସ୍ୱପ୍ନ ଦେଖିଥିଲା କିନ୍ତୁ ସ୍ତ୍ରୀର ଓଢ଼ଣା ଟେକି ଦେଖିଲା ବେଳକୁ ସେ ସବୁ ବୁଝିଗଲା |
ସେ ବୁଝିପାରୁଥିଲା ଯେ ସେ ଆଉ କାହାର ପ୍ରେମିକାକୁ ବାହା ହୋଇଯାଇଛି ବାହାଘର ପରେ ନୂଆ ବୋହୁକୁ ନେଇ ସ୍ୱାମୀ କେତେ ସ୍ୱପ୍ନ ଦେଖିଥିଲା ଭାବିଥିଲା ସ୍ତ୍ରୀ ସହ ରାତିକୁ ରଙ୍ଗୀନ କରିବା ହେଲେ ସବୁ ଫସର ଫାଟିଗଲା | ଧୀରେ ଧୀରେ ଯାଇ ସ୍ତ୍ରୀ ଓଢଣା ଟାଣିଲା ଆଉ ପ୍ରେମ କରିବାକୁ ବାହାରିଲା କିନ୍ତୁ ଚତୁର୍ଥୀ ରାତିରେ ହାତଟା କନ୍ୟାର ପେଟରେ ଭୀଷଣ ଯନ୍ତ୍ର ହେଲା | ଚତୁର୍ଥୀ ରାତିରେ ସ୍ୱାମୀ ଦେଖିଲା ସ୍ତ୍ରୀର ପେଟ ଫୁଲିଛି ସ୍ତ୍ରୀ ଗର୍ଭବତୀ ଅଛି |
ତେବେ ଶୀଘ୍ର ଶାଶୂଘର ଲୋକ ତାଙ୍କୁ ଡାକ୍ତର ଖାନା ନେଇଯାଇଥିଲେ କିନ୍ତୁ ଯେତେବେଳେ ଡାକ୍ତର ତାଙ୍କୁ ପରୀକ୍ଷା କରି ଯନ୍ତ୍ରଣାର କାରଣ ଜଣାଇଲେ ତାଙ୍କ ପାଦତଳୁ ମାଟିଖସିଗଲା ଭଳି ଲାଗିଲା | କାନ୍ୟଜଣଙ୍କ 7 ମାସର ଗର୍ଭବତୀ ଥିଲା ଓ ଚତୁର୍ଥୀ ପରଦିନ ସେଏକା ଶିଶୁ କନ୍ୟାକୁ ଜନ୍ମ ଦେଲା | ତେବେ ଏହି ମଲମଲ ଶୁଣିବା ପରେ ଡାକ୍ତର ବାବୁଙ୍କରବି ଉଡ଼ିଗଲା ହୋସ ତେବେ ଖବର ଅନୁଯାଇ ଶାଶୂଘର ଲୋକ ଝିଅର ଘରଲୋକଙ୍କୁ ଜଣାଇଥିଲେ ଏହାପରେ ସେମାନେ ଡାକ୍ତର ଖାନାରେ ମଧ୍ୟ ପହଁଚିଥିଲେ ଏବଂ ପୁଅଘର ଲୋକେ ଝିଅକୁ ସେମାନଙ୍କର ସହିତ ରଖିବାକୁ ମନାକରିଦେଇଥିଲେ |
ପରେ ଦୁଇ ପରିବାରଙ୍କ ମଧ୍ୟ ଚୁକ୍ତି ହୋଇଥିଲା ଓ ଝିଅର ପିତାମାତା ସେମାନଙ୍କର ଝିଅ ଓ ନବଜାତ ଶିଶୁକୁ ନେଇ ଘରକୁ ଯାଇଥିଲେ | ଏହି ପ୍ରସଙ୍ଗରେ ପୁଅର ଘର ପକ୍ଷରୁ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ ତେବେ ସେମାନଙ୍କୁ ପ୍ରତାରଣା କରାଯାଇଛି ବୋଲି ଶାଶୂଘର ଲୋକେ କହିଛନ୍ତି ଆଉ ଝିଅଟିର ପିତା ମତ ଗର୍ଭ ଧରଣର ବିଷୟରେ ସୂଚନା ତାଙ୍କଠାରୁ ଲୁଚାଇ ରଖିଥିଲେ | ଝିଅର ପରିବାର ଲୋକେ କହିଛନ୍ତି |
ଯେ କିଛି ଦିନ ପୂର୍ବରୁ ସେମାନଙ୍କ ଝିଅ ଷ୍ଟୋନ ଅପେରସନ କରିଥିଲେ ଯେଉଁ କାରଣରୁ ପେଟ ଫୁଲିଯାଇଥିଲା ଏବଂ ସେମାନେ ଜାଣିନଥିଲେ ଯେ ଝିଅ ଗର୍ଭବତୀ ଅଛି ବୋଲି | ତେବେ ଏହି ପ୍ରସଙ୍ଗରେ ଥାନା ଦାୟିତ୍ୱରେ ଥିବା ସଞ୍ଜୟସିଂ କହିଛନ୍ତି ପୋଲିସ ସେବିଷୟରେ ସୂଚନା ପାଇଛନ୍ତି କିନ୍ତୁ ଯେପର୍ଯ୍ୟନ୍ତ ଏହି ବାବଦରେ ଅଭିଯୋଗ ନାହିଁ ପୋଲିସ କିଛି ଆକ୍ସନ ନେବେନାହିଁ |